ମୋ ସ୍ୱାମୀ ଯେଉଁ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ଦିଅ ,ହେଲେ ତାଙ୍କ ଜୀବନ ବଞ୍ଚେଇ ଦିଅ

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ସ୍ୱାମୀ ଗୋଟେ ବଡ ଭୁଲ କରି ଦେଇଛନ୍ତି ତାଙ୍କୁ ଜାହା ଦଣ୍ଡ ଦେବା କଥା ଦିଅ ମୁଁ କୋର୍ଟ ଙ୍କ ସବୁ ରାୟ ଉପରେ ସହମତ ହେଲେ ତାଙ୍କ ଜିବନ ପ୍ରତି ଏବେ ବିପଦ ରହିଛି । ତାଙ୍କ ସହିତ ଜେଲ ରେ କିିଛିବି ହୋଇପାରେ । ଜେଲ ରେ ତାଙ୍କୁ ମାରି ଦେଇ ପାରନ୍ତି ତାଙ୍କୁ ରକ୍ଷା କର ତାଙ୍କୁ ରକ୍ଷା ନ କଲେ ସେ ଜେଲରୁ ସିଧା ସ୍ମଶାନ କୁ ଚାଲିଯିବେ । ସେ ଜେଲରେ ରୁହନ୍ତୁ ପଛେ ପୂରା ଜିବିତ ହୋଇ ରୁହନ୍ତୁ ।

ତେବେ ଏମିତି କିଛି ସନ୍ଧେହ ଗୋପାଳ ର ସ୍ତ୍ରୀ କରୁଥିବା ସନ୍ଧେହ ହେଉଛି । ତାଙ୍କ ସ୍ୱାମୀ ଙ୍କ ଉପରେ ଜେଲ ମଧ୍ୟରେ ବିପଦ ଥିବା ଜାଣି ସେ ଭୟ ରେ ସବୁ ବେଳେ ଚିନ୍ତାରେ ରହୁଛନ୍ତି । ତାଙ୍କ ସ୍ୱାମୀ ଙ୍କର ଜେଲ ଭିତରେ କିଛି ହୋଇଯିବନି ତ ଏହା ଭାବି ଭାବି ତାଙ୍କର କଟୁଛି । ତେବେ ଯଦି ଦେଖିବେ ଗୋପାଳ ମଧ୍ୟ ଏହା ପୂର୍ବରୁ ତା ଜିବନ ପ୍ରତି ବିପଦ ଥିବା କଥା କ୍ରାଇଣ ବ୍ରାଞ୍ଚ କୁ କହିଛି ।

wife

ରିମାଣ୍ଡ ସମୟ ରେ ଜେରା ଚାଲିଥିବା ବେଳେ ଏମିତି କିଛି କ୍ରାଇମ ବ୍ରାଞ୍ଚ କୁ କହିଥିଲା ଗୋପାଳ । କାରଣ ସେ ଯେତେ ବେଳେ ଝାଡସୁଗୁଡା ରେ ଥିଲା ତାକୁ ଅନେକ ଥର ଧମକ ମିଳିଛି । ଜେଲ ଭିତରେ ଏମିତି ଲୋକ ରହିଛନ୍ତି ଯେଉଁ ମାନେ ତାଙ୍କୁ ମାରିବାକୁ ଚାହୁଁଛନ୍ତି ବୋଲି କ୍ରାଇମ ବ୍ରାଞ୍ଚ କୁ କହିଥିଲା ଗୋପାଳ । ଯାହା ପରେ ଗୋପାଳ ର ସ୍ତ୍ରୀ ମଧ୍ୟ ସେହି ସମାନ ଅଭିଯୋଗ କରିଛି ।

ତେବେ ଗୋପାଳ ର ନାର୍କୋ ଟେଷ୍ଟ ସରିଗଲା ପରେ ଜେଲେପ୍ସି କୋର୍ଟ ରେ କ୍ରାଇମ ବ୍ରାଞ୍ଚ ଗୋପାଳ କୁ ହାଜର କରିଥିଲା । ଏହା ପରେ ଗୋପାଳ କୁ ଝାଡସୁହୁଡା ଜେଲ ରେରଖା ଯିବା ପରେ ପୁଣି ଥରେ ମଙ୍ଗଳବାର ତାକୁ ଜେଲେଫ୍ସି କୋର୍ଟ ରେ ହାଜର କରି ଗୋପାଳ ର 164 ରେ ବୟାନ ରେକର୍ଡ ହୋଇଥିଲା ଏବଂ ଏବେ ଝାଡସୁଗୁଡା ଜେଲ ରୁ ଚୈଦ୍ୱାର ଜେଲ କୁ ସ୍ଥାନାନ୍ତରିତ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *