ଧରା ପଡ଼ିବା ଭୟରେ କଏଦୀ ଗିଲିଦେଲେ Mobile!! | ଏକ୍ସ-ରେ ରେ ଏମିତି ମୋବାଇଲ ଫୋନ୍‌ ଥିବା ଜଣାପଡ଼ିଲା !!

Mobile

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଧରା ପଡିବା ଭୟ ରେ କୟେଦୀ ଗିଳି ଦେଲେ ମୋବାଇଲ ଫୋନ । ହଁ ବନ୍ଧୁଗଣ କଥାଟି ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ ତେବେ ଜେଲ ରେ ଥିବା କୟେଦୀ ମାନଙ୍କ ଠାରୁ ଅନେକ ସମୟ ରେ ମୋବାଇଲ ଫୋନ ଜବଦ୍ ହୋଇଥାଏ । ଜେଲ ପ୍ରଶାସନ ସହିତ ହାତ ମିଳେଇ ହେଉ କିମ୍ବା କିମ୍ବା ପୋଲିସ ପ୍ରଶାସନ ର ଆଢୁଆଳ ରେ ରହି କୟେଦୀ ମାନେ ମୋବାଇଲ ଫୋନ କୁ ଅପରେଟ କରିଥାନ୍ତି ।

ଏବେ ଏହି ଭଳି ଏକ ଘଟଣା ବିହାର ର ଗୋପାଳ ଗଞ୍ଜ ଥାନାରେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଗୋପାଳ ଗଞ୍ଜ କାରାଗାର ରେ କୈଶର ଅଲ୍ଲୀ ନାମକ ଜଣେ କୟେଦୀ ମାଦକ ଦ୍ରବ୍ୟ ଚୋରା କାରବାର ମାମଲା ରେ ଧରା ପଡିଥିଲେ । ସେ ଜେଲ ରେ ବନ୍ଦୀ ଥିଲେ ବି ମୋବାଇଲ ଫୋନ କୁ ବ୍ୟବହାର କରି ଆସୁଥିଲେ ।

kayadi

ହେଲେ ଶନିବାର ରାତିରେ ହଠାତ ଜେଲ ରେ ଚେକିଂ ଆରମ୍ଭ ହୋଇଥିଲା । ମୋବାଇଲ ଫୋନ ଚେକିଂ ହେଉଥିବା କଥା ସୁଣି କୈଶର ଡରିଜାଇଥିଲେ । ଆଉ ସଂଙ୍ଗେ ସଂଙ୍ଗେ ଫୋନ ଟିକୁ ଗିଳି ଦେଇଥିଲେ ।

ହେଲେ କିଛି ସମୟ ପରେ ଯେତେ ବେଳେ କୈଶର ଙ୍କ ଅଶହ୍ୟ ପେଟ ଯନ୍ତ୍ରଣା ହୋଇଥିଲା ସେତେ ବେଳେ ଏହା ବିଷୟ ରେ ସେ ଏହା ବିଷୟ ରେ ଜେଲ ପ୍ରଶାସନ କୁ କହିଥିଲେ ।

Mobile

ଏବଂ ମୋବାଇଲ ଫୋନ ଗିଳି ଦେଇ ଥିବା କଥା ମଧ୍ୟ ସେ ଜେଲ କର୍ମି ଙ୍କୁ ଜଣେଇ ଥିଲେ । ଏହି କଥା ସୁଣି ଜେଲ ଅଧିକାରୀ ମାନେ ତତ୍ପର ହୋଇ ପଡିଥିଲେ ଏବଂ ସଂଙ୍ଗେ ସଂଙ୍ଗେ କୈଶର ଙ୍କୁ ସଦର ହସ୍ପିଟାର ରେ ଭର୍ତ୍ତି କରେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *