ଭଙ୍ଗା ହାତରେ ଖେଳିଲେ ପୁରା ମ୍ୟାଚ୍!! | ଗୋଟିଏ ହାତରେ ଖେଳି ମ୍ୟାଚ୍ ବଞ୍ଚାଇଲେ ହନୁମା ବିହାରୀ !!

Hanuma Bihari

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଙ୍ଗା ହାତରେ ବ୍ୟାଟିଂ କଲେ ପୂରା ମ୍ୟାଚ । ଚର୍ଚ୍ଚା ରେ ହନୁମା ବିହାରି ଙ୍କ ଏକ ହାତିଆ ବ୍ୟାଟିଂ । ରନ୍ଜି କ୍ୱାଟର ଫାଇନାଲ ରେ ଦେଖିବାକୁ ମିଳିଲା ଚମତ୍କାର ଦୃଶ୍ୟ । ଚଳିତ ରଞୀ ଟ୍ରଫି କ୍ୱାଟର ଫାଇନାଲ ର ଏକ ମ୍ୟାଚରେ ଗୁରୁତ୍ୱର ଆହାର ଥାଇ ମଧ୍ୟ ଦଳକୁ ବିପର୍ଯ୍ୟୟ ରୁ ବଞ୍ଚେଇବା ପାଇଁ ଭଙ୍ଗା ହାତରେ ବ୍ୟାଟିଂ କରି ହନୁମା ବିହାରି ବର୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ମଧ୍ୟ ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଖେଳାଜାଇ ଥିବା କ୍ୱାଟର ଫାଇନାଲ ମ୍ୟାଚର ପ୍ରଥମ ଦିବସ ରେ ବ୍ୟାଟିଂ କରୁଥିବା ଅବହେସ ଖାନ ବଲ ହନୁମା ବିହାରି ଙ୍କ ବାମ ହାତ କୋଚଟି ରେ ବାଜିଥିଲା । ଯେଉଁଥି ପାଇଁ ଗଭୀର ଯନ୍ତ୍ରଣା ସୃଷ୍ଟି ହୋଇଥିଲା । ସେତେ ବେଳେ ସେ 16 ରନ କରି ଅପରାଜିତ ରହିଥିଲେ ।

Batting

ଆଉ ବୁଧବାର ଆନ୍ଧ୍ର ପ୍ରଦେଶ 353 ରନରେ 9 ଟି ୱିକେଟ ହରେଇବା ପରେ ବିହାରି ପୁଣି ଥରେ ବ୍ୟାଟିଂ କରିବାକୁ ଲାଗିଥିଲେ । ଆଘାତ ସ୍ଥାନରେ ବ୍ୟାଣ୍ଡେଜ୍ ହୋଇଥିଲେ ହିଁ ବିହାରି କେବଳ ଡାହାଣ ହାତରେ ବ୍ୟଟ ଧରି ବ୍ୟାଟିଂ କରିବାକୁ ଆସିଥିଲେ । ଆଉ ହନୁମା ବିହାରି 10 ଓଭର ପର୍ଯ୍ୟନ୍ତ ଗୋଟିଏ ହାତରେ ବେଟିଂ କରିବା ପରେ 27 ରନ କରି ଆଉଟ ହୋଇଥିଲେ ।

ଜାହାଫଳ ରେ ଆନ୍ଧ୍ର ପ୍ରଦେଶ ପ୍ରଥମ ଇନିଂଙ୍ଗ୍ସ ରେ 319 ରନ କରିବାକୁ ସକ୍ଷ୍ୟମ ହୋଇଥିଲେ । ତେବେ ବର୍ତମାନ ସମୟ ରେ ହନୁମା ବିହାରି ଙ୍କ ଏମିତି ପଦର୍ଶନ ପାଇଁ ବହୁତ ପ୍ରଶଂସା ପାତ୍ର ସେ ହୋଇଛନ୍ତି । ଜାହାଙ୍କ କିଛି ମ୍ୟାଚ ର ଭିଡ଼ିଓ ମଧ୍ୟ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *