ପିଣ୍ଟୁ ଭାଇ 25 ବର୍ଷର କଳାକାର ,ତାଙ୍କ ପାଖରେ କଣ ପଇସା ନାହିଁ..ଓଡିଶାବାସୀ ପାଖରେ ହାତ ଯୋଡି ଭିକ ମାଗୁଛନ୍ତି :ରୁଦ୍ର

Rudra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେହେତୁ ମୁଁ ଜଣେ କଳାକାର ପିଣ୍ଟୁ ଭାଇ ପାଇଁ କଣ ଅର୍ଥ ରାଶି ଦାନ ହୋଇଛି କଣ ନାହିଁ ତାହା ଦାନ କରି କହିବା କଥା ନୁହେଁ । କି ମିଡିଆ ସାମ୍ନାରେ ମୁହଁ ଦେଖେଇ ସେ ମେଚର ନାହିଁ । ପିଣ୍ଟୁ ଭାଇ ଙ୍କ ପାଇଁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିବି ଦୀପ ବି ଲଗେଇଛି । ମୋର ଜଣେ କଳାକାର ଭାଇ ମୋ ଜଣେ ଜଗତସିହଂ ପୁର ମାଟିର ପିଲାଟେ ଆରୋଗ୍ୟ ଲାଭ କରୁ ହେଲେ ମୁଁ ଗୋଟେ କଥା କହିବା ପୂର୍ବରୁ କାନ ଧରୁଛି ।

ଆମେ ଓଡିଆ କଳାକାର ପିଣ୍ଟୁ ଭାଇ ଜଣେ କାଳାକାର 25 ବର୍ଷର । ପିଣ୍ଟୁ ଭାଇ ର ଆକ୍ଟିଂ ସ୍କୁଲ ଥିଲା , ପିଣ୍ଟୁ ଭାଇ ଜଣେ ଭଲ ବେଗଗ୍ରାଉଣ୍ଡର । ସେ ବହୁତ ଫିଲ୍ମ କରିଛି ତା ଭିତରେ ତାର ଅଲଗା ବିଜନେସ୍ ବି ଥିଲା । ପିଣ୍ଟୁ ଭାଇ ଙ୍କ ପାଖରେ କଣ ପଇସା ନଥିଲା । ଆମେ ଗୋଟେ କଳାକାର ହିସାବରେ ମୁଁ 5 ହଜାର ଦେଇ ପାରେ ତା ଅନୁସାରେ ଆମେ ଦେଇ ପାରିବୁ ଜାହାର ଯେତିକି ସକ୍ଷମ ।

rudra

ହେଲେ ମତେ ଖରାପ ଗୋଟେ ଜିନିଷ ଲାଗୁଛି ଯେ ଲୋକଙ୍କୁ କାହିଁକି ମାଗିବି ଜଣେ କଳାକାର ହୋଇ ଲୋକଙ୍କୁ କଣ ପାଇଁ ମାଗିବି । 20 ବର୍ଷ ପୂର୍ବର କଳାକାର ତ ମୁଁ ନୁହେଁ । ଯଦି ଗୋଟେ କଳାକାର ଗୋଟେ ଗୀତ ଗାଇଲା ଷ୍ଟେଜ୍ ରେ 2 ହଜାର ରୁ କମ୍ ନେଉନି । ଏମିତି ସେ 20 ଦିନ ପଗ୍ରାମ ମାସରେ କଲେ 40 ହଜାର ରୁ କମ୍ ନୁହେଁ । ତେବେ ପଇସା ସବୁ ଯାଉଛି କୁଆଡେ ।

ଗୋଟେ କଥା କହିବି କାଲି ସକାଳେ ମୋର କଣ ହେବ ମୁଁ ବି ଜାଣିନି କାରଣ ରୋଗ ନେଇକି ସମସ୍ତେ ଆସିଛନ୍ତି । ମୁଁ କହିବି କୈଣସି ଇଣ୍ଡଷ୍ଟ୍ରୀ ରେ ଏମିତି ନାହିଁ ଆମ ଇଣ୍ଡଷ୍ଟ୍ରୀ ରେ ଏମିତି ନୂଆ ନୂଆ ଘଟଣା ଆମେ ଦେଖୁଛୁ । ଆଉ ଲୋକ ମାନଙ୍କ ଆଗରେ ଆମକୁ ହାତ ପତେଇ ଭୀକ ମାଗିବାକୁ ଆମକୁ କଷ୍ଟ ଲାଗୁଛି । ମୁଁ ଯେତେ ବେଳେ ବଜାର ଆସୁଛି ଲୋକ କହୁଛନ୍ତି ପିଣ୍ଟୁ ଭାଇ ଏତେ ବଡ ଲୋକ ତାଙ୍କ ପାଖରେ ପଇସା ନାହିଁ ।

ଆମର କଣ ଏତେ ଚିପ୍ ଷ୍ଟେଜ୍ ମୁଁ କଳାକାର ହୋଇ ମୁଁ ପଇସା ରଖି ନାହିଁ । ନାଁ ଯେଉଁ ପ୍ରଡ୍ୟୁସର ପାଖକୁ ଜାଇଛି ମତେ କେହି ପଇସା ଦେଇ ନାହାଁନ୍ତି । ଯେତେ କୁଟୁମ୍ବ ଥିବେ କିଏ ଖୁସୀରେ ମତେ ଦେଇ ପାରେ ମୁଁ କାଲି ସକାଳେ ମୁଁ ଦେବି । ମୁଁ ଜଣେ ଆଟିଷ୍ଟ ମତେ ଦଣ୍ଡ ଦିଅନ୍ତୁ । ହେଲେ ମୁଁ କେବେ ଲୋକଙ୍କ ପାଖରେ ଜାଇ ଭିକ ମାରିବିନି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *