କାଉର ବୁଦ୍ଧି ଦେଖି ଲୋକ ହେଲେ ଆଶ୍ଚର୍ଯ୍ୟ ।

crow

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସତ ହେଲା କାଉ କାହାଣୀ କାଉର ବୁଦ୍ଧି ଦେଖି ଲୋକେ ଆଶ୍ଚର୍ଯ୍ୟ ଯାହାର ଭିଡ଼ିଓ ହେଉଛି ଭାଇରାଲ । ପିଲା ଦିନେ ଆପଣ ମାନେ ନିଶ୍ଚିନ୍ତ ରୁପେ କାଉ କାହାଣୀ ଶୁଣିଥିବେ କିନ୍ତୁ ଆଜି କାଲି ସୋସିଆଲ ମିଡିଆରେ ବହୁତ ଫୋଟ ବିଡ଼ିଓ ଭାଇରାଲ ହେଉଛି । ଏମିତି ଏକ ଫୋଟ ଏବେ ଭାଇରାଲ ହେଉଛି ଯାହା ପିଲାବେଳେ ଶୁଣିଥିବେ ଯାହା ପିଲାବେଳେ ଶୁଣିଥିବା କାଉ କାହାଣି ପରି କାଉ ପାଣି ପିଉଥିବା ଦେଖିବାକୁ ମିଳିଛି ।

ଶୋସିଲା କାଉ ତା ବୁଦ୍ଧି ଓ କୌଶଳ ବଳରେ ପାଣି ପିଉ ଥିବାର ଦେଖିବାକୁ ମିଳିଛି । କେବଳ ପାର୍ଥକ୍ୟ ଏତିକି ପାତ୍ର ବଦଳରେ ଏକ ପ୍ଲାଷ୍ଟିକ୍ ବୋତଲ ଦେଖା ଯାଉଛି । ଗୋଟିଏ କାଉ ଶୋଶିଲା ଥିଲା ପାତ୍ରରେ ଅଳ୍ପ ପାଣି ଥିଲା କାଉ ପଥର ପକାଇଲା ପାଣି ଉପରକୁ ଆସିଲା କାଉ ପାଣି ପିଇ ମନ ଖୁସିରେ ଉଡିଗଲା କାହାଣୀ ସରିଗଲା । ଏହି ସୁସିଲା କାଉର କାହା ଣି ଆମେ ପିଲା ଦିନେ ବହୁ ଥର ସୁଣିଥିବେ ,କିନ୍ତୁ ଏହି ଫୋଟ ଦେଖିବା ପରେ ଆପଣ କହିବେ ଯେ ଏହା କେବଳ କବିତା କିମ୍ବା କାହାଣି ନଥିଲା କାଉ ମାନେ ପ୍ରକୃତ ରେ ଚାଲକ ।

crow

ଫୋଟରେ କାଉ ପ୍ଲାଷ୍ଟିକ୍ ବୋତଲ ରୁ ପାଣି ପିଇବାକୁ ଚେଷ୍ଟା କରୁଛି ,କିନ୍ତୁ ବୋତଲ ରେ ଥିବା ଜଳ ସ୍ଥର ଏତେ କମ ଯେ କାଉର ଥୋଣ୍ଟ ସେଠାରେ ପହଁଞ୍ଚିବା କଷ୍ଟକର ହେଉଛି । ଏପରି ପରିସ୍ତିତିରେ କାଉ ଚେଷ୍ଟା କରେ ବୋତଲ ରେ କିଛି ପଥର ପକାଇ ଫଳରେ ଜଳ ସ୍ଥର ବଢିବାକୁ ଲାଗେ ଏବଂ କାଉ ତାର ଶୋଶ ମେଣ୍ଟାଇଲା । ଏହି ଫୋଟକୁ ସୋସିଆଲ ମିଡିଆରେ ସେୟାର କରା ଯାଇଛି ।

ଏହି ଫୋଟକୁ ୟୁଜରସ ମାନେ ବହୁତ ପସନ୍ଦ କରିଛନ୍ତି । ଅନେକ ୟୁଜରସ ଏହାକୁ ଦେଖିବା ପରେ ଭିନ୍ୟ ଭିନ୍ୟ ମତବ୍ୟ ଦେଉଛନ୍ତି , କେହି କେହି ଏହାକୁ ସ୍ମାଟ କାଉ ବୋଲି ନାଁ ଦେଉଥିବା ବେଳେ କେହି କେହି ପକ୍ଷୀ ପ୍ରଜାତୀରେ କାଉ ସବୁଠାରୁ ସ୍ମାଟ ପକ୍ଷୀ ଭାବରେ ଗଣା ଯାଏ ବୋଲି ଲେଖିଛନ୍ତି । ତେବେ ଏହି ଫୋଟକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *