ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭିନ୍ନ କ୍ଷେମ ହୋଇ ମଧ୍ୟ ସକ୍ଷମ ଡେଲିଭରି ବୟ ଙ୍କ ସାହାଯ୍ୟ କୁ ପ୍ରଶଂସା କରୁଛନ୍ତି ଲୋକେ । ଲୋକ ଦେଖି କହୁଛନ୍ତି ଅସଲ ହିରୋ । ଯଦି ତୁମର ସାହାସ ରହିଛି ତେବେ କୈଣସି କାମ କଷ୍ଟକର ନୁହେଁ । ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସୋସିଆଲ ମିଡିଆ ରେ ଏମିତି ଏମିତି କାହାଣୀ ଅଛି ଯେଉଁ ଠାରେ ଭିନ୍ନ କ୍ଷେମ ଙ୍କ ସଂଘର୍ଷ ରହିଛି ।
ଅନେକ ଲୋକ ସେମାନଙ୍କ ଠାରୁ ପ୍ରେରଣା ନିଅନ୍ତି । ହେଲେ ଆଜିର ସମୟ ରେ ଏମିତି ସୋସିଆଲ ମିଡିଆ ରେ ଆଉ ଏକ ଭିଡ଼ିଓ ମଧ୍ୟ ଭାଇରଲ ହେଉଛି । ଯେଉଁଥିରେ ଜଣେ ଭିନ୍ନ କ୍ଷେମା ଡେଲିଭରି ବୟ ଦେଖା ଯାଉଛନ୍ତି । ତାଙ୍କର ଯାତ୍ରା ଯେକୈଣସି ସାଧାରଣ ଲୋକଙ୍କୁ ପ୍ରେରଣା ଦେବା ପାଇଁ ଯଥେଷ୍ଟ । ଲୋକ ମାନେ ନିଜର ପେଟ ପାଟଣା ପାଇଁ ଅନେକ କିଛି କରୁଥିବାର ନଜର ଆସୁଛନ୍ତି ।
ଆଉ ଏଠାରେ ଜଣେ ଭିନ୍ନ କ୍ଷେମ ନିଜର ପେଟ ପାଇଁ ଜାହା କରୁଛନ୍ତି ସେହିଥିରେ ସେ ଖୁସୀ ଥିବା କହିଛନ୍ତି । ସେହି ଭିନ୍ନ କ୍ଷେମ ଜଣଙ୍କ ଏକ ଭିନ୍ନ ବ୍ୟାଟେରୀ ଚଳିତ ହୁଇଲ ଚେୟାର ରେ ବସି ଡେଲିଭରୀ ବୟ ଭାବେ ଅନ୍ୟ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଏମିତି ଏକ ଭିଡ଼ିଓ ଏବେ ବହୁତ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେହି ଯୁବକ ଜୋମାଟ ର ଏକ ସାର୍ଟ ପିନ୍ଧିଥିବା ବେଳେ ପଛପଟେ ଖାଇବା ଜିନିଷ ରଖି ତାଙ୍କ ହୁଇଲ ଚେୟାର ରେ ଯାଉ ଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ଏହି ଭିଡ଼ିଓ କରିଛନ୍ତି ।
ସେ ତାଙ୍କର ଏହି କାର୍ଯ୍ୟରେ ବହୁତ ଖୁସୀ ରହିଥିବା ଜଣା ପଡିଛନ୍ତି । ତାଙ୍କୁ ଦେଖି ଲୋକେ ଖୁସୀ ହେଉଥିବା ସେ ମଧ୍ୟ କହିଛନ୍ତି । ତେବେ ଏହି ଭିଡ଼ିଓ କେଉଁଠିକାର ତାହା ଏବେ ଯାଏ ଜଣା ପଡିନାହିଁ । ଭିଡ଼ିଓ କୁ ଦେଖି ଲୋକ ଅସଲୀ ହିରୋ ବୋଲି କହୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।