ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ମେଡ଼ିକେଲ ବେଡ଼ରେ ଜୀବନ ସହ ସଂଘର୍ଷ…

Pintu Nanda

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଲିଉଡର ଲୋକପ୍ରିୟ ଅଭିନେତା ପିନ୍ଟୁ ନନ୍ଦଙ୍କୁ ନେଇ ଆସିଛି ବଡ ଖବର । ଓଲିଉଡର ଜଣାଶୁଣା ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପର୍ଣ୍ଣ ରହିଛି । ତେବେ ଓଲିଉଡ ଅଭିନେତା ପିନ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି ।

ଦର୍ଶକ ମାନେ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳ ନାୟକ ତ କେତେବେଳେ ସହ ନାୟକ ପୁଣି ତ କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି । ସେଥିମଧ୍ୟରୁ ତାଙ୍କ ଅଭିନେତ ଆଲବମ୍ ହେ ଗୌରା ତାଙ୍କୁ ପାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟତା ଦେଇଥିଲା ।

Pintu

ଓଲିଉଡର ଲୋକପ୍ରିୟ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବା ଜଣା ପଡିଛି । ସେ ଲିଭର ସିଲସିସ ରୋଗରେ ପିଡୀତ ଅଛନ୍ତି । ସେ କିଛିଦିନ ତଳେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିତ୍ସା ଚାଲିଥିବା ଡାକ୍ତର ଦିଲ୍ଲୀ ନେଇ ଅତ୍ୟଧିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି । ଅତ୍ୟଧିକ ପ୍ରଣାଳୀରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କୁ ଡିସଚାର୍ଜ କରାଯାଇଛି । ଓଲିଉଡର ଲୋକପ୍ରିୟ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସମୟରେ ଶଙ୍କଟାପର୍ଣ୍ଣ ରହିଛି । ଚିକିତ୍ସା ପାଇଁ ଯିବେ ଦିଲ୍ଲୀ । ତାଙ୍କର ଚିକିତ୍ସା କକୁଥୁବା ଡାକ୍ତର ଦିଲ୍ଲୀ ନେଇ ଅତ୍ୟଧିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *