୫୦୦ ଝିଅକୁ ଜଣେ ପୁଅ!! | ପରୀକ୍ଷା ହଲରେ ଏଥିପାଇଁ ବେହୋସ୍ ହୋଇଗଲେ ଛାତ୍ର !!

exam

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ପରିକ୍ଷା ହଲ ଭିତରେ ପସୁ ପସୁ ଛାତ୍ରଙ୍କର ଉଡିଗଲା ହୋସ । ହେଲେ କାହିଁକି ଛାତ୍ରଙ୍କର ଏହି ଭଳି ଢଙ୍ଗରେ ବେହୋସ ହେବା ସାରା ଦେଶ ରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଛାତ୍ର ପରିକ୍ଷା ହଲ ଭିତରେ ପଶୁ ପଶୁ ଅଚେତ ହୋଇ ପଡିଲେ । ଆପଣ ମାନେ ଭାବୁଥିବେ ଯେ ଛାତ୍ରଙ୍କର କିଛି ରୋଗ ଥାଇ ପାରେ । ସେହିଥି ପାଇଁ ହୁଏତ ସେ ଅଚେତ ହୋଇଗଲେ ।

ବନ୍ଧୁଗଣ ଏହି ଦୁଇଟି କାରଣ ମଧ୍ୟ ଆପଣ ମାନେ କିଛି ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଛାତ୍ରଙ୍କର ହୋସ ଉଡିବା ପଛର କାରଣ ଜାଣିଲେ ଆପଣ ମାନଙ୍କର ବି ହୋସ ଉଡିଯିବ । ତେବେ ଏହି ପରି ଘଟଣା ବିହାର ରୁ ସାମ୍ନାକୁ ଆସିଛି ।

exam

ସଂମ୍ପର୍ଣ୍ଣ ଘଟଣା ଟି ହେଲା ବିହାର ରେ ଦ୍ୱାଦଶ ଶ୍ରେଣୀ ରେ ପଢୁଥିବା ଜଣେ ଛାତ୍ର ଶଙ୍କର ପରିକ୍ଷା ଦେବା ପାଇଁ ଯେତେ ବେଳେ ହଲ ଭିତରେ ପସିଲେ ସେ ଦେଖିଲେ ଯେ ହଲ ଭିତରେ କେବଳ ଝିଅ ହିଁ ବସିଛନ୍ତି । ଅର୍ଥାତ ପରିକ୍ଷା ହଲ ରେ କେବଳ ଛାତ୍ରୀ ଜଣେ ବି ଛାତ୍ର ନାହାଁନ୍ତି । ଆଉ ଝିଅ ମାନଙ୍କୁ ଦେଖି ଶଙ୍କର ନିଜକୁ ଅସହଜ ମାନିଲେ । ଆଉ ତାଙ୍କର ଚେତା ବୁଡିଗଲା ।

କାରଣ ଉକ୍ତ ହଲ ରେ ପ୍ରାୟ ପରିକ୍ଷା ଦେଉଥିଲେ 500 ଶହ ଝିଅ ଥିଲେ ଆଉ 500 ଝିଅ ମାନଙ୍କ ମଧ୍ୟରେ ସେ କେବଳ ଏକା ହିଁ ପୁଅ ଥିଲେ ଯାହା ଦେଖିବା ପରେ ତାଙ୍କର ହୋସ ଉଡିଜାଇ ଥିଲା । ଏବଂ ଅଚେତ ହେବା ପରେ ଛାତ୍ର ଙ୍କୁ ଜ୍ୱର ମଧ୍ୟ ଆସିଜାଇଥିଲା । ଏବଂ ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଜାଇ ଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *