ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଚାରିଆଡେ ଚର୍ଚ୍ଚା କୁଆଡେ ହସି ହସି ଖସିଯିବେ ଗୋପାଳ ଏହି ଦୃଶ୍ୟ ଆପଣ ମାନେ ଦେଖି ପାରୁଥିବେ । କେମିତି ଖିଲି ଖିଲି କରି ହସୁଛନ୍ତି ଗୋପାଳ । ମନ୍ତ୍ରୀ କୁ ହ-ତ୍ୟା କରିବା ପରେ ନାଁ ଅନୁତାପ ରହିଛି ନାଁ ପଶ୍ଚ୍ୟାତାପ ରହିଛି । କେମିତି ହସୁଛନ୍ତି ଟିକେ ଦେଖନ୍ତୁ ଦୃଶ୍ୟ । ତେବେ ଦୃଶ୍ୟ ହେଉଛି ସତ କହିବାକୁ ଗୁଜୁରାଟ ଯିବା ସମୟ ର ଦୃଶ୍ୟ ।
ତେବେ ଏହି ହସର ଅର୍ଥ ନିର୍ଭିକତା ନାଁ ଏଇ ହସର ଅର୍ଥ ଗୋଟେ ପାଗଳାମି କଣ ପ୍ରମାଣିତ କରିବାକୁ ଚାହୁଁଛି ଗୋପାଳ ଏହି ହସ ମାଧ୍ୟମରେ ଆଉ ତା ବି ଯେତେ ବେଳେ ସେ ନିଜକୁ ନେଇ ଖବର ପଢୁଛି । ନବ ଦାସ ଙ୍କ ହ-ତ୍ୟା ମାମଲା ରେ ଅଭିଯୁକ୍ତ ଗୋପାଳ ର ଏହି ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଆଉ ଜାହାକୁ ନେଇ କିଏ କେତେ କଣ ଆକଳନ କରୁଛି ।
ମନ୍ତ୍ରୀ ନବଦାସ ଙ୍କ ହ-ତ୍ୟା କାରୀ ବା ମୂଖ୍ୟ ଅଭିଯୁକ୍ତ ଙ୍କ ନାର୍କୋ ଟେଷ୍ଟ ପାଇଁ ତାକୁ ଝାଡସୁଗୁଡା ରୁ ଭୁବନେଶ୍ୱର ନିଆ ଯାଉ ଥିବା ବେଳେ ତାକୁ କିଛି ସମୟ ପାଇଁ ସେହି ବିମାନ ବନ୍ଦର ରେ ଗୋଟେ ଜାଗାରେ ରଖା ଜାଇଥିଲା ।
ଆଉ ସେ ଯେତେ ବେଳେ ସେଠାରେ ଏକା ଏକା ବସିଥିଲେ ସେତେ ବେଳେ କଣ ପାଇଁ କେଜାଣି ସେଠାରେ ଥିବା ଖବର କାଗଜ ଉପର କୁ ନଜର ଚାଲି ଜାଇ ଥିଲା । ଆଉ ସେହି ଖବର କାଗଜ କୁ ଦେଖି ସେ ଏମିତି କିଛି ହସି ଥିଲା ତେବେ ଏହି ହସର ଅର୍ଥ କଣ ହୋଇ ପାରେ । ତେବେ ଆପଣ ମାନେ ଜଣାନ୍ତୁ କମେଣ୍ଟ ସେକ୍ସନ ରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।