ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରିଛି ନିର୍ବଦ୍ଧ ବହୁତ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇ ପାରନ୍ତି ସମ୍ବଲପୁର ଜିଲ୍ଲା ପାଳ ଏବଂ ବଲାଙ୍ଗିର ଜିଲ୍ଲାପାଳ । ହଁ ବଲାଙ୍ଗିର ଜିଲ୍ଲାପାଳ , ବର ଏବଂ ସମ୍ବଲପୁର ଜିଲ୍ଲାପାଳ ସାଜିବେ କନ୍ୟା । ଏଠି କହି ରଖିବା ପାଇଁ ଚାହିଁବୁ ଏହି ବାହାଘର ମଧ୍ୟରେ ଚାରି ଜିଲ୍ଲା ପାଳ ଙ୍କ କଥା ଆସୁଛି ।

ହଁ ବନ୍ଧୁଗଣ ଚାରି ଜିଲ୍ଲା ପାଳ ଙ୍କ ଛାଡପତ୍ର ଏବଂ ନିର୍ବଦ୍ଧ ର କାହାଣୀ ସରିଛି ନିର୍ବଦ୍ଧ ବହୁତ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇ ପାରନ୍ତି ସମ୍ବଲପୁର ଜିଲ୍ଲା ପାଳ ଏବଂ ବଲାଙ୍ଗିର ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ପାଳ ଚଞ୍ଚଲ ରାଣା ବର ସାଜିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସାଜିବେ କନ୍ୟା ।

jilapala

ହଁ ବନ୍ଧୁଗଣ ପୂର୍ବତମ କଟକ CMC ର କମିଶନର ଅନନ୍ୟା ଦାସ । ବହୁତ ଚର୍ଚ୍ଚାରେ ରହିଥିଲେ । ତାଙ୍କର କାର୍ଯ୍ୟ କରିବାର ତରିକା ବହୁତ ପ୍ରଶଂସନିୟ ହଁ ବନ୍ଧୁଗଣ ଚର୍ଚ୍ଚା କୁ ଆସିଥିବା ଅନନ୍ୟ ଦାସ ଏବେ ବିବାହ କରିବା ପାଇଁ ଯାଉଛନ୍ତି । ଏଠାରେ କହି ରଖିବା ପାଇଁ ଚାହିଁବୁ ରବିବାର ସମ୍ବଲପୁର ଜିଲ୍ଲାପାଳ ଆବାସିକ ବାସଭବନ ରେ ଉଭୟ ଙ୍କର ନିର୍ବଦ୍ଧ ଶେଷ ହୋଇଛି ।

ଏହିଥିରେ ଉଭୟ ଜିଲ୍ଲାପାଳ ଙ୍କ ପରିବାର ବର୍ଗ ହାତ ଗଣତି କିଛି ପ୍ରଶାସନିକ ଅଧିକାରୀ ମାନେ ସାମିଲ ହୋଇଥିଲେ । ଆଉ ସୁଣିବାକୁ ମିଳୁଛି ଆଗାମୀ 3 ମାସ ମଧ୍ୟରେ ବହୁତ ଧୁମ୍ ଧାମ୍ ରେ ବିବାହ ହେବାକୁ ଯାଉଛି । ଆଉ ଏହି ନିର୍ବଦ୍ଧ ସମୟ ର ଫୋଟ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ତେବେ ଆପଣ ମାନଙ୍କୁ କହି ରଖିବାକୁ ଚାହିଁବୁ ଅତି ଗୋପନିୟତା ର ସହିତ ଏହି ନିର୍ବଦ୍ଧ କାମ ଶେଷ ହୋଇଥିବା ବେଳେ ଏହି ହାଇ ପ୍ରଫାଇଲ ବାହାଘର ର ସମସ୍ତ ଙ୍କ ନଜର ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *