ମାର୍ଚ୍ଚ 1ରୁ ନୂଆ ନିୟମ । ଜାଣି ନିଅନ୍ତୁ ନହେଲେ ଦେବାକୁ ପଡିବ ଫାଇନ…

Number Plate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ HSRP ଅର୍ଥାତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିହାତି ଭାବେ ଜାଣିଥିବେ । ତେବେ ଏହାକୁ ନେଇ ଆସୁଛି ଆଉ କିଛି ବଡ ଖବର ମାର୍ଚ୍ଚ ରୁ ବଦଳିବାକୁ ଯାଉଛି ପୁଣି ନୂଆ ନିୟମ ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ଅଟେ । ଲାଗିବାକୁ ଯାଉଛି ପୁଣି ଫାଇନ । ଜାଣିବା ପାଇଁ ହେଲେ କେବଳ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅର୍ଥାତ HSRP ଲଗେଇବାର ଅବଦ୍ଧି । ଏବେ ରାଜ୍ୟ ପରିବହନ ପ୍ରାଦ୍ଧି କରଣ କାର୍ଯ୍ୟାନୁଷ୍ଟାନ ଆରମ୍ଭ କରିଛି । ଗତ 11 ଦିନ ରେ ଲଗେଇ ନଥିବା 2674 ଗାଡି ମାଲିକ ଙ୍କୁ ଚାଲାଣ ପଠା ହୋଇଛି । କେନ୍ଦ୍ରର ମଟର ଯାନ ଆଇନ ଅନୁସାରେ HSRP ଏବଂ କଲର କୋର୍ଡ ଷ୍ଟିକର ନ ଲଗେଇଲେ । 5 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।

number plate

ତେବେ ମାର୍ଚ୍ଚ ଏବଂ ପ୍ରଥମ ସପ୍ତାହ ରୁ ଯାଞ୍ଚ କଡା କଡି କରାଯିବ ଜାହାର HSRP ନମ୍ବର ନଥିବ କିମ୍ବା ଅନ୍ୟ ନମ୍ବର ରେ ଗାଡି ଚଳାଚଳ କରୁଥିବ । ସେହି ସବୁକୁ ଜବଦ କରାଯିବ ବୋଲି ଅତିରିକ୍ତ ପରିବହନ ଆୟୋଗ ଲାଲ ମୋହନ ସେଠୀ ସୂଚନା ଦେଇଛନ୍ତି । ଏହା ସହିତ ସୂଚନା ଯୋଗ୍ୟ ଯେ 2019 ଏପ୍ରିଲ 1 ତାରିଖ ପୂର୍ବରୁ ପଞୀିକୃତ ହୋଇଥିବା ଯାନ ରେ HSRP ଲଗେଇବାକୁ ବାଧ୍ୟତା ମୂଳକ କରାଜାଇ ଥିଲା ।

ତେବେ ଯେଉଁ ଗାଡି ନମ୍ବର 1,2,3,4,5 ଏବଂ 6 ରେ ଶେଷ ହେଉଥିଲା ସେଥିପାଇଁ 2022 ଡିସେମ୍ବର 31 ତାରିଖ କୁ ସମୟ ସୀମା ଧାର୍ଯ୍ୟ କରାଜାଇ ଥିଲା । ସେହି ପରି 7 ଏବଂ 8 ରେ ସମାପ୍ତ ହେଉଥିବା ଜାନ ସଂଖ୍ୟା ପାଇଁ । ଶେଷ ତାରିଖ ରଖାଜାଇ ଥିଲା 9 ଏବଂ 0 ସହିତ ଧାର୍ଯ୍ୟ କରାଜାଇଥିଲା । ଜାହାକି ବହୁତ ଲୋକ ମାନେ ଏବେ ଯାଏ ବାକି ରହିଛନ୍ତି HSRP ଲଗେଇ ନାହାଁନ୍ତି । ଏହି ମାନଙ୍କ ପାଇଁ ମାର୍ଚ୍ଚ ପ୍ରଥମ ସପ୍ତାହ ରୁ କଡା କଡି ଯାଞ୍ଚ ହେବ ପ୍ରଥମେ ଏଥି ପାଇଁ 5 ହଜାର ଏବଂ ପରବର୍ତି ଅବସ୍ଥାରେ 10 ହଜାର ଟଙ୍କା ଜୋରିମନା କରାଯିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *