ଆସିଲା ନୂଆ ପ୍ଲାନ । 107 ଟଙ୍କାରେ ଚାଲିବ 60 ଦିନ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସମସ୍ତ ଙ୍କ ପାଖରେ ଦୁଇ ଦୁଇଟି ସିମ୍ କାର୍ଡ ନିଶ୍ଚିତ ଭାବେ ରହିଛି । ଗୋଟିଏ ରେ ଆପଣ ମାନେ କଲ କରୁଥିବା ବେଳେ ଆଉ ଗୋଟିଏ ରହିଥାଏ କେବଳ ସେକେଣ୍ଡିଆରି ଇନକୋମିଂ କଲ ଆସିବା ପାଇଁ ତେବେ ଏହା ମଧ୍ୟ ଧିରେ ଧରେ ମହଙ୍ଗା ହେବାକୁ ଲାଗିଲାଣି ।

ତେବେ ଏହି ମଧ୍ୟରେ ଆସିଛି ଆଉ ଏକ ଶସ୍ତା ପ୍ଲାନ ଜାହାକି ମାତ୍ର 107 ଟଙ୍କା ତେବେ 107 ଟଙ୍କାରେ ଆପଣ ମାନଙ୍କୁ ମିଳିବ 60 ଦିନର ଭେଲିଡିଟି । ଜାହାକି ଆପଣ ଙ୍କୁ ପଡିବ ସବୁଠାରୁ ଶସ୍ତା । ଆସନ୍ତୁ ଜାଣିନେବା ଏହି ପ୍ଲାନ ବିଷୟ ରେ ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

BSNL

ତେବେ ଜାହାକି ଆମେ ଯେଉଁ ପ୍ଲାନ ବିଷୟ ରେ କହୁଛୁ ନେଇ ଆସଛି BSNL ତେବେ BSNL ର 107 ଟଙ୍କା ରିଚାର୍ଜ ରେ ଆପଣ ମାନଙ୍କୁ 60 ଦିନର ଭେଲିଡିଟି ମିଳୁଛି । ଏହା ସହିତ ଏହି ପ୍ଲାାନ ରେ ଡାଟା ଏବଂ କୋଲିଂ କ ସୁବିଧା ବି ମିଳୁଛି । ଏହିଥିରେ 3 ଜିବି ଡାଟା ସହିତ 200 ମିନିଟ କୋଲିଂ ଦିଆଯାଉଛି । ଏହି ପ୍ରିପେ଼ଡ ରିଚାର୍ଜ ରେ BSNL ଟୁଲ ମଧ୍ୟ ମିଳିବାକୁ ଯାଉଛି ।

ତେବେ ଆପଣ ମାନଙ୍କ ଫୋନ ରେ 123 ନମ୍ବର ଡାୟଲ କରି ଏହି ପ୍ଲାନ ଏବଂ ନମ୍ବର ବିଷୟ ରେ ଜାଣି ପାରିବେ । ଏହା ସହିତ BSNL ର ଆଉ ଗୋଟେ ପ୍ଲାନ ରହିଛି 153 ଟଙ୍କା ଏହି ପ୍ଲାନ ରେ ବି ଆପଣ ମାନଙ୍କୁ କୋଲିଂ ଏବଂ ଡାଟା ରେ ପ୍ଲାନ ଦିଆଯାଉଥିବା ସହିତ ଆନ ଲିମିଟେଡ ଭୟେସ କୋଲିଂ ସହିତ ଦୈନିକ 1 ଜିବି ଡାଟା 28 ଦିନ ପାଇଁ ଦିଆଯାଉଛି । ତେବେ ବନ୍ଧୁଗଣ ଆପଣ ମାନେ କେଉଁ ସିମ୍ କାର୍ଡ ବ୍ୟବହାର କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *