ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ରାତି ସାରା ଅନିଦ୍ରା ପାଇଖାନା ଟାଙ୍କି ରୁ ମିଳିଲା ପ୍ରମାଣ ହଁ ବନ୍ଧୁଗଣ ପୋଲିସ ଯେଉଁଥି ପାଇଁ ରାତି ସାରା ଅନିଦ୍ରା ହୋଇ ଲାଇଟ ଲଗେଇ ମଇସା ଟାଙ୍କି କୁ ଖୋଜୁଥିଲା ତନ୍ନ ତନ୍ନ କରି ଖେଳାଳୁଥିଲା ତା ଭିତରୁ ପାଇଛି ପ୍ରମାଣ । ହଁ ବନ୍ଧୁଗଣ ଏହି ଏବେ ଏବେ ଖବର ଆସିଛି ଯେଉଁ ରାତି ଅନିଦ୍ରା ହୋଇ ତନ୍ନ ତନ୍ନ ହୋଇ ଯେଉଁ ଟାଙ୍କୁ ଖୋଜୁଥିଲା କ୍ରାଇମ ବ୍ରାଞ୍ଚ । ସେହି ଟାଙ୍କି ରୁ ମିଳିଛି ନବ ବାବୁ ଙ୍କ ହ-ତ୍ୟାର ଗୁମର ।
ହଁ ବନ୍ଧୁଗଣ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ କିଛି ଗୁରୁତ୍ୱ ପୂର୍ଣ୍ଣ ଦସ୍ତାବିଜ କ୍ରାଇମ ବ୍ରାଞ୍ଚ ଅଧିକାରୀ ଙ୍କ ହାତରେ ଲାଗିଛି । ଯାହାକୁ ସେ ରାତି ଅନିଦ୍ରା ହୋଇ ଖୋଜୁଥିଲେ । ନବ ବାବୁ ଙ୍କ ହ-ତ୍ୟା ପଛର ସମସ୍ତ ପ୍ରମାଣ କୁ ଏଡେଇବା ପାଇଁ । ଗୋପାଳ ଦାସ ନିଜେ ଏ ଗୁଡାକୁ ନିଜେ ପାଇଖାନା ଟାଙ୍କି ମଧ୍ୟରେ ପୁରେଇ ଦେଇ ଥିଲା । ଆଉ ଅତି ରୋଚକ ଭାବେ ଝାଡା ଯିବ ବୋଲି କହି ଲାଟିନ ଜାଇଥିଲା ।
ଆଉ ତା ପରେ କୁଆଡେ 15 ପୃଷ୍ଟା ପ୍ୟାକେଟ ରେ ରଖିଥିଲା ତାକୁ ମୋଡେ ମକଚି ଲାଟିନ ଭିତରେ ପୁରେଇ ପାଣି ଢାଳି ଦେଇଥିଲା । ଯାହା ସେଠାରୁ ଜାଇ ସିଧା ଟାଙ୍କି ଭିତରେ ପଡିଥିଲା । ଆଉ ଜାହାକୁ ଆଗରୁ ଜାଣିପାରି ନଥିଲେ ପୋଲିସ ବାବୁ ଆଉ ଏମିତି ଜାଣିଲେ କି ଗୋପାଳ ର ପ୍ୟାକେଟ କୁଆଡେ ଉଚ୍ଛା ଦେଖା ଯାଉଥିଲା ହେଲେ ଏବେ କଣ ନିଚା ଦେଖା ଯାଉଛି । ପଚାରିବାରୁ ଗୋପାଳ କହିଲା ମୁଁ ସବୁ କାଗଜ ଟାଙ୍କି ଭିତରେ ପକେଇ ଦେଇଛି ।
ଆଉ ଏବେ ଟାଙ୍କି ଖୋଲିବା ପରେ ଟାଙ୍କିରୁ ମିଳିଲା 15 ପୃଷ୍ଟା ଯେଉଁ 15 ପୃଷ୍ଟା କୁ ଲୁଚେଇବା କୁ ଜାଇ ପାଣି ଢାଳି ଦେଇଥିଲା ଗୋପାଳ ଯାହାକୁ ଉଦ୍ଧାର କରିଛି ପୋଲିସ । ଦେଖିବାକୁ ବାକି ରହିଲା ଏହି 15 ପୃଷ୍ଟା ରେ କଣ ରହିଛି ତଥ୍ୟ ଯେଉଁ ତଥ୍ୟ କୁ ଲୁଚେଇବାକୁ ଚାହୁଁଥିଲା ଗୋପାଳ ସତରେ କଣ ହ-ତ୍ୟା ସଢଯନ୍ତ୍ର ର ଗୁମର କଣ ଏହି 15 ପୃଷ୍ଟା ରେ ଲେଖା ଜାଇଛି । ସେହି 15 ପୃଷ୍ଟା ରେ କଣ ଲେଖା ଜାଇଛି ତାକୁ ଜାଣିବା ପାଇଁ ସମସ୍ତେ ବ୍ୟସ୍ତ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।