ନବଙ୍କ ଗୁଣ୍ଡା ଏଇଠି ଅଛନ୍ତି, ସେମାନଙ୍କୁ ମୁଁ ଜାଣିଛି, ପାଖରେ ପାଇଲେ ମାରିଦେବେ, ମତେ ଚୌଦ୍ଵାର ନେଇ ଯାଅ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ କୁ ଚୈଦ୍ୱାର ପଠେଇବାକୁ ବ୍ୟବସ୍ଥା କରାଜାଉଛି । ଗୋପାଳ ଅଭିଯୋଗ କରୁଛି ମରିଗଲେ ସବୁ ସରିଯିବ । ସତ କେବେବି ପଦାକୁ ଆସି ପାରିବ ନାହିଁ । ତେଣୁ ଗୋପାଳ ବଞ୍ଚିବା ଦରକାର ସତ ସାମ୍ନାକୁ ଆସିବା ଦରକାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୋପାଳ ଦାସ ହ-ତ୍ୟା କଲା ତାହା ପଛର ସତ ସାମ୍ନାକୁ ଆସିବା ଦରକାର କାରଣ ଏହି ପ୍ରଶ୍ନ ସାଧାରଣ ଲୋକଙ୍କ ପ୍ରଶ୍ନ । ଏହି ପ୍ରଶ୍ନ ସାଢେ 4 କୋଟି ଓଡିଆ ଙ୍କ ପ୍ରଶ୍ନ ।

ଆଉ ଏତିକି ବେଳେ କୁଆଡେ ଗୋପାଳ ନିଜକୁ ସୁରକ୍ଷିତ ମନେ କରୁ ନାହିଁ । ଝାଡସୁଗୁଡା ଜେଲରେ ଗୋପାଳ କହୁଛି ଏଠି ରହିଲେ ସ୍ୱର୍ଗ ଦ୍ୱାର ବଞ୍ଚିବାକୁ ହେଲେ ମତେ ନିଅ ଚୈଦ୍ୱାର । ହଁ ବନ୍ଧୁଗଣ ଝାଡସୁଗୁଡା ଜେଲ କୁ ସୁରକ୍ଷିତ ମାନୁ ନାହିଁ ଗୋପାଳ । ବନ୍ଧୁଗଣ ଗୋପାଳ ର ମରିବାକୁ ଯଦି ଏତେ ଭୟ ସେ ନିଜର ଚାକିରୀ , ପରିବାର , ପତ୍ନୀ , ପୁଅ ଝିଅ ର ଭବିଷ୍ୟତ କଥା ଚିନ୍ତା ନ କରି ଏପରି ଏକ ହ-ତ୍ୟା କାଣ୍ଡ କଣ ପାଇଁ କଲା । ଯାହା ଜନ ମାନସ ରେ ବିରାଟ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

gopal

ସେପଟେ ଗୋପାଳ ର ଜିବନ ପ୍ରତି ବିପଦ ରହିଛି । ଏହି କଥା ଗୋପାଳ ନିଜେ ଶିକ୍ୱାର କରୁଛି । ଆଉ ସେହିଥି ପାଇଁ ତାକୁ ଝାଡସୁଗୁଡା ଜେଲ ରୁ କଟକ ଚୈଦୁଆର ଜେଲ କୁ ଅଣା ଯିବ ବୋଲି ଜଣା ପଡିଛି । ଅନ୍ୟ ପଟରେ ଆଉ ଦୁଇ ଦିନ ପରେ ମୂଖ୍ୟ ମନ୍ତ୍ରୀ ଝାଡସୁଗୁଡା ବି ଯିବେ । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥା କୁ ଜାଞ୍ଚ କରିବା ପାଇଁ ଡିଜିପି ସେଠାକୁ ଜାଇ ଥିବାର ଜଣା ପଡିଛି ।

ସେପଟେ କ୍ରାଇମ ବ୍ରାଞ୍ଚ ର ଏକ ଟିମ୍ ବ୍ରହ୍ମପୁର ଗସ୍ଥରେ ରହିଛନ୍ତି । ତେବେ ମୂଖ୍ୟ ମନ୍ତ୍ରୀ ଝାଡସୁଗୁଡା ଗସ୍ଥ ବେଳେ କୈଣସି ପ୍ରକାରର ଅସୁବିଧା ନ ହେବା ଲାଗି ସଂମ୍ପର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କୁ ଯାଞ୍ଚ କରାଜାଉଛି । ତନ୍ନ ତନ୍ନ କରି ଦେଖା ଯାଉଛି ହଁ ବନ୍ଧୁଗଣ ଏହାରି ଭିତରେ ନିଜେ ଗୋପାଳ ନିଜ ଜିବନ ପ୍ରତି ବିପଦ ରହିଥିବା ନିଜେ କହୁଛି । ଗୋପାଳ କହୁଛି ଏଠି ରହିଲେ ସ୍ୱର୍ଗ ଦ୍ୱାର ବଞ୍ଚିବାକୁ ହେଲେ ମତେ ନିଅ ଚୈଦ୍ୱାର ।

ହଁ ବନ୍ଧୁଗଣ ଗୋପାଳ ମରିଗଲେ ସବୁ ସରିଯିବ । ସତ କେବେବି ପଦାକୁ ଆସି ପାରିବ ନାହିଁ । ତେଣୁ ଗୋପାଳ ବଞ୍ଚିବା ଦରକାର ସତ ସାମ୍ନାକୁ ଆସିବା ଦରକାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୋପାଳ ଦାସ ହ-ତ୍ୟା କଲା ତାହା ପଛର ସତ ସାମ୍ନାକୁ ଆସିବା ଦରକାର କାରଣ ଏହି ପ୍ରଶ୍ନ ସାଧାରଣ ଲୋକଙ୍କ ପ୍ରଶ୍ନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *