ନବଙ୍କ ଝିଅ ଦୀପାଳି ପାଇଁ ଜେଲରେ କାନ୍ଦୁଛି ଗୋପାଳ ।

Gopal Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳ ର ପେପର ଆଜି ସେଲ ରେ ପାଇଥିଲା ଗୋପାଳ । ଆଉ ସେହି ପେପର ର ଫର୍ଦ୍ଧ ଲେଉଟେଉ ଲେଉଟେଉ ହଠାତ ଅଟକି ଜାଇଥିଲା କାହିଁ କେଜାଣୀ । ଆଉ ତା ଆଖିରେ ଲୁହ ଚାଲି ଆସିଥିଲା । ସେହି ଲୁହ ଚାଲି ଆସିଥିଲା ନବ ଦାସ ଙ୍କ ଝିଅ ଦୀପାଲି ପାଇଁ । ଦୀପାଲି ଏବଂ ପୁଅ ବିଶାଲ କୁ ଆଜି ବାପ ଛୁଉଣ୍ଡ କରି ଦେଇଛି ଆଜିର ଗୋଟେ ମସ୍ତ ବଡ ଭୁଲ ।

ହେଲେ ତଥାପି ତା ଭିତରେ ରହିଛି ଗୋଟେ ବାପର ହୃଦୟ । ଗୋପାଳ ର ବି ଗୋଟେ ପୁଅ ରହିଛି , ଗୋଟେ ଝିଅ ରହିଛି , ଗୋଟେ ସ୍ତ୍ରୀ ରହିଛି । ଗୋପାଳ ବି ଜାଣିଛି ତା ବିନା ତା ଝିଅ ତା ପୁଅ ତା ସ୍ତ୍ରୀ କେମିତି ଅବସ୍ଥାରେ ଥିବେ । ଆଉ ଏହି ସବୁ ଭାବି ଆଜି ସେ ସମ୍ବେଦନ ଶୀଳ ହୋଇ ଉଠିଛି ଦୀପାଳି ଙ୍କ ମୁହଁ ପେପର ରେ ଦେଖି । ଆଉ ତା ଆଖିରେ ଲୁହ ଚାଲି ଆସିଛି ।

Gopal Das

ଚୈଦ୍ୱାର ମଣ୍ଡଳ କାରାଗାର ରେ କୟେଦୀ ଥିବା ଗୋପାଳ ଦାସ । ତିିନି ନମ୍ବର ସେଲ ରେ ପ୍ରତି ଦିନ ସକାଳୁ ସେ ପେପର ପଢିବା ପାଇଁ ଅନୁମତି ମାଗେ । ଆଉ ମିଳେ ତାକୁ ଖବର କାଗଜ ଦେଶ ଦୁନିଆ ର ଖବର ସହିତ ରାଜ୍ୟରେ କଣ ଘଟୁଛି ସବୁକିଛି ପଢୁଚି ଗୋପାଳ । ତେବେ ଆଜି ଖବର କାଗଜ ରେ ଦେଖିବାକୁ ପାଇଲା ବାପା ଙ୍କ ସ୍ମୃତି ରେ ଝିଅ ଦୀପାଳି ଆମ୍ବୁଲେନ୍ସ ଦେଉଛନ୍ତି ।

ଆଉ ଅପେକ୍ଷା କରିଛନ୍ତି ତଦନ୍ତ ର ରିପୋର୍ଟ କୁ ଏପଟେ କାହିଁକି କେଜାଣି ଝିଅ ର ଫୋଟ ଦେଖି ଭାବ ପ୍ରବଣ ହୋଇ ପାଡିଲା ଗୋପାଳ । ଆପେ ଆପେ ଆସୁଥିବା ଲୁହକୁ ପୋଛି ପକେଇଲା ନିଜ ଗାମୁଛା ରେ ଅନୁଭବ କଲା ଯେ ସେ ଯାହାବି କରିଛି ତାହା ତାର ବ୍ୟକ୍ତି ଗତ ନିସ୍ପତି ଅଟେ । ହେଲେ ଯାହା ସେ ଦୀପାଳି ସହ କରିଛି ଯାହା ସେ ମନ୍ତ୍ରୀ ନବ ଦାସ ଙ୍କ ପରିବାର ସହିତ କରିଛି ତାହା ଜମାବି ଠିକ୍ ନୁହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *