ମୁଁ ଅସୁନ୍ଦର ବୋଲି ମୋ ସ୍ୱାମୀ ମୋତେ ଛାଡ଼ି ଆଉ ଜଣେ ମହିଳାଙ୍କୁ ବାହା ହୋଇଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଅସୁନ୍ଦର ବୋଲି ମୋ ସ୍ୱାମୀ ମତେ ଛାଡି ଆଉ ଜଣଙ୍କୁ ବିବାହ କରିଛନ୍ତି । ସେ ମୋ ସହିତ ରହିବାକୁ ଚାହୁଁ ନାହାଁନ୍ତି। ମୁଁ କଣ କରିବି କେଉଁଠିକୁ ଯିବି ସ୍କୁଲରେ ରହି ସ୍କୁଲ ର ଜଣେ ମହିଳା ଅଧିକାରୀ ଙ୍କୁ ବାହା ହୋଇଛନ୍ତି ମୋ ସ୍ୱାମୀ । ଏମିତି କିଛି ଅଭିଯୋଗ ଆଣିଛନ୍ତି ନିଜେ ସ୍ତ୍ରୀ ।

ଏହି ଘଟଣା ଟି ହେଲା ଦାରିଙ୍ଗ୍ ବାଡି ବ୍ଲକ୍ ସୁଗାମିକ ସରକାରୀ ଉନ୍ନତ ଉଚ୍ଛ ବିଦ୍ୟାଳୟ ର ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟ କୁ କେମିତି ଫୁଲ ମାଳ ପିନ୍ଧା ପିନ୍ଧି ହୋଇ କେକ୍ ଖୁଆ ଖୁଇ ହେଉଛନ୍ତି ଉଭୟ ଜଣେ ଶିକ୍ଷକ ଏବଂ ଆଉ ଜଣେ ଶିକ୍ଷୟତ୍ରୀ ପାଖରେ ଛିଡା ହୋଇଛନ୍ତି ସହପାଠୀ ମାନେ ସମସ୍ତେ ଉଭୟ ଙ୍କୁ ତାଳି ମାରି ଖୁସୀ ବ୍ୟକ୍ତ କରୁଛନ୍ତି ।

sa

ଉଭୟ ଙ୍କୁ ନେଇ ଶିକ୍ଷକ ଙ୍କ ସ୍ତ୍ରୀ ଥାନା ରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ସ୍ୱାମୀ ଅନ୍ୟ ଜଣେ ସ୍ତ୍ରୀ କୁ କୋର୍ଟ ରେ ବିବାହ କରି ନେଇଛନ୍ତି । ସ୍କୁଲ ରେ ବାହା ହେବା ପରେ ସେମାନେ କେକ୍ ଖୁଆ ଖୁଇ ହୋଇଛନ୍ତି । ତେବେ ସ୍ତ୍ରୀ ଅଭିଯୋଗ କରି କହିଛନ୍ତି ଯେ ସ୍କୁଲ ର ଗୋଡାଉନ ଘରେ ଗାଲା କିଛି ଦିନ ହେଲା ଉଭୟ ସାଙ୍ଗ ହୋଇ ରହୁଥିଲେ । ସେହିଥି ପାଇଁ ଶିକ୍ଷକ ଜଣଙ୍କ ଆଉ ଘରକୁ ଯାଉ ନଥିଲେ ।

ଆଉ ଏହି ନେଇ ଥାନା ରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ଜଣଙ୍କ ସେପଟେ ପୋଲିସ ଏହି ନେଇ ଉକ୍ତ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ସବୁ ମିଛ କଥା ସେମିତି କିଛି ବି ନାହିଁ । ତେବେ ସ୍କୁଲ ପରିଶର ରେ ପାର୍ଟି ହୋଇଛି କି ନାହିଁ ଏହାର ଅନୁଧ୍ୟନ କରାଯିବ ବୋଲି ଦାରିଙ୍ଗ୍ ବାଡି BO ରସାନନ୍ଦ କର କହିଛନ୍ତି ।

husband

ତେବେ ଅଭିଯୋଗ ଅନୁସାରେ ଶିକ୍ଷକ ଙ୍କ ଘର ଦାରିଙ୍ଗ୍ ବାଡି ଥାନା ଅନ୍ତର୍ଗତ ଦଣ୍ଡି ମୁହଁ ଗାଁରେ 2003 ବାଲି ଗୁଡା ନୂଆ ସାହିରେ ବିବାହ କରିଥିଲେ ଉଭୟ ପରେ ତିନି ବର୍ଷ ପରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା । ଏହା ପରେ ତାଙ୍କ ସ୍ୱାମୀ ନିର୍ଜାତନା ଦେଉଥିବା ଅଭିଯୋଗ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *