ମୋ ବାପାଙ୍କୁ ଜେଲରେ ବିପଦ ଅଛି, ସେଠି ରହିଲେ ତାଙ୍କୁ ମାରିଦେବେ..

jal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ବାପା ଙ୍କୁ ଜେଲରେ ମାରିଦେବେ ତାଙ୍କୁ ସେଠାରୁ ଅନ୍ୟ ଏକ ଜେଲ କୁ ନେଇ ଆସ । ସେ ଯଦି ସେଠାରେ ରହିବେ ତେବେ ସେ ଆଉ କେବେବି ଘରକୁ ଫେରି ପାରିବେ ନାହିଁ । ମୋ ବାପା ସେହିଠାରୁ ସ୍ମଶାନ କୁ ଚାଲିଯିବେ ସେହିଥି ପାଇଁ ତାଙ୍କୁ ଜଲ୍ଦି ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିଦିଅ । ହଁ ବନ୍ଧୁଗଣ ଏବେ ଏମିତି କିଛି କଥା ଅଭିଯୁକ୍ତ ଗୋପାଳ ଙ୍କ ପୁଅ କହୁଥିବାର ସୁଣିବାକୁ ମିଳିଛି । ଆଉ ସେହିଥି ପାଇଁ ସେ ସବୁ ଦିନ ଚିନ୍ତାରେ ରହୁଛନ୍ତି ।

ଯଦିଆମେ ଦେଖିବା ତେବେ ଗୋପାଳ କୁ ଯେତେ ବେଳେ କ୍ରାଇମ ବ୍ରାଞ୍ଚ କୁ ଗୋପାଳ କହିଥିଲା କି ତାଙ୍କ ଜିବନ ଝାଡସୁଗୁଡା ରେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିବ ନାହିଁ । ଝାଡସୁଗୁଡା ଜେଲ ରେ ତାଙ୍କ ଜିବନ ପ୍ରତି ବିପଦ ରହିଛି । ଯଦି ସେ ଅଧିକ ଦିନ ପର୍ଯ୍ୟନ୍ତ ଝାଡସୁଗୁଡା ଜେଲ ରେ ରୁହନ୍ତି ତେବେ ସେ ସେହିଠାରୁ ସିଧା ସ୍ମଶାନ କୁ ଚାଲିଯିବେ । ଜେଲ ଭିତରେ ଏମିତି ଲୋକ ରହିଛନ୍ତି ଯେଉଁ ମାନେ ତାଙ୍କୁ ମାରିବାକୁ ଚାହୁଁଛନ୍ତି ବୋଲି କ୍ରାଇମ ବ୍ରାଞ୍ଚ ଆଗରେ ଖୋଲି କହିଥିଲେ ଗୋପାଳ ।

son

ସେ ଆହୁରି ମଧ୍ୟ କହିଥିଲେ କି ଜେଲ ଭିତରେ ତାଙ୍କୁ ମାରିବା ପାଇଁ ବି ଧମକ ମିଳିଛି । ସେହିଥି ପାଇଁ ତାଙ୍କୁ ଅନ୍ୟ ଏକ ଜେଲ କୁ ପଠାଯାଉ ବୋଲି ଗୋପାଳ କ୍ରାଇମ ବ୍ରାଞ୍ଚ ଆଗରେ ଅନୁରୋଧ କରିଥିଲେ । ଆଉ ଏବେ ଗୋପାଳ ର ପୁଅ ଠିକ୍ ଗୋପାଳ ପରି କଥା କହୁଥିବାର ସୂଚନା ମିଳିଛି । ତେବେ ଗୋପାଳ ର ନାର୍କୋ ଟେଷ୍ଟ ସରିବା ପରେ ତେବେ ଆସି କୋର୍ଟ ରେ କ୍ରାଇମ ବ୍ରାଞ୍ଚ ଗୋପାଳ କୁ ହାଜର କରିଥିଲା ।

ଏହା ପରେ ଏବେ ଗୋପାଳ କୁ ଝାଡସୁଗୁଡା ଜେଲ ରେ ରଖା ଜାଇଛି । କାରଣ ଗୋପାଳ ର ତିନି ଥାକିଆ ରିମାଣ୍ଡ ବି ସରିଜାଇଛି । ଗୋପାଳ ଠୁ ଜାହା ତଥ୍ୟ ଦରକାର ଥିଲା ସେହି ସବୁ ତଥ୍ୟ ଗୋପାଳ ଠାରୁ ଆଦାୟ କରି ସାରିଛି କ୍ରାଇମ ବ୍ରାଞ୍ଚ । ତେବେ ଝାଡସୁଗୁଡା ଜେଲ ରେ 164 ରେ ବୟାନ ରେକର୍ଡ ହେବା ପରେ ଚୈଦ୍ୱାର ଜେଲ କୁ ସ୍ଥାନାନ୍ତରିତ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *