ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ଛାଡ ପତ୍ର ଦେଲା ବାପା ସହିତ ମିଶି ମୋ ଘରେ କଳାକନା ବୁଲେଇଲା ସ୍ୱାମୀତ ଗିରୋଫ କଲ ଏବେ ଶ୍ୱଶୁର କୁ ଗିରୋଫ କର । ଖୁଲମ ଖୁଲା ବୁଲୁଛି ସଶ୍ୱର । ମୋ ଶ୍ୱଶୁର ହାତରେ ହାତ କଡି ପକାଅ । ତେବେ ଏପଟେ ଅଭିଯୋଗ କରିଛନ୍ତି ବୋହୁ ଜଣଙ୍କ ତେବେ କାହିଁକି ଏମିତି ଅଭିଯୋଗ କରିଛନ୍ତି ବୋହୁ ଜଣଙ୍କ ଏହା ପଛରେ କଣ ରହିଛି କାରଣ ।
ତେବେ ଅନୁଗୁଳ ଜିଲ୍ଲା ନାର୍କୋ ରେ ରହୁଥିବା ବାଲ କୃଷ୍ଣ ଝା ଟାଟା ଷ୍ଟିଲ କୋ କମ୍ପାନୀ ରେ ଚାକିରୀୂ କରୁଥିଲେ । ତେବେ ସେ 8 ବର୍ଷ ହେବ ସେହି ବିହାର ପ୍ରଦେଶ ର ଖୁସବୁ ଝା ଙ୍କୁ ବୈଦ୍ଧିକ ରିତିରେ ବିବାହ କରିଥିଲେ । ବିବାହ ର ଦେଢ ବର୍ଷ ଯାଏ ସବୁ କିଛି ଠିକ୍ ଚାଲିଥିଲା । ହସ ଖୁସୀରେ ବିତୁଥିଲା ସଂସାର ହେଲେ ଏହା ପରେ ତାଙ୍କ ଜିବନ ରେ ଯେମିତି କଳା ବାଦଲ ର ଲହରୀ ମାଡି ଆସିଥିଲା ।
ତାଙ୍କ ଶ୍ୱଶୁର ଏବଂ ସ୍ୱାମୀ ମିଶି ଦେଇଥିଲେ ନିର୍ଜାତନା ଶେଷରେ ନିର୍ଜାତନା ସହି ନପାରି 6 ବର୍ଷ ହେବ ନିଜ ବାପ ଙ୍କ ଘରେ ରହିଆସୁଥିଲେ । ହେଲେ ଭାଇର ବିବାହ ପରେ ଖୁସବୁ ଆଉ ବାପ ଘରେ ନ ରହି ସ୍ୱାମୀ ଙ୍କ ପାଖରେ ଯିଦି କରିଥିଲେ କି ସେ ଶାଶୁ ଘରେ ରହିବେ ବୋଲି । ତେବେ ଏମିତି ରେ ସ୍ୱାମୀ ତାଙ୍କୁ ନେଇ ନାଲ୍କୋ ଅଞ୍ଚଳ ର କନେଇ ନଗର ର ଏକ ଭଡା ଘରେ ରହିଥିଲେ । ଆଉ ସେପଟେ ବାଲକୃଷ୍ଣ ଝା ଛାଡପତ୍ର ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ।
ବିହାର କୋର୍ଟ ରୁ ଏକ ନୋଟିସ ଖୁସୁବୁ ଙ୍କ ନିକଟ କୁ ଆସିଥିଲା ଜାହା ଫଳ ରେ ସେ ବିହାର ରେ ରହୁଥିବା ଘରେ ରାମ କୃଷ୍ଣ ଝା ଏବଂ ତାଙ୍କ ବାପା କଳା କନା ବୁଲେଇ ଦେଇ ଆସିଥିଲେ । ସେ ରଖିଥିବା ସୁନା ରୂପା ଏବଂ ଦରକାରୀ କାଗଜ ପତ୍ର ବି ନେଇ ଆସିଥିଲେ । ଆଉ ଏମିତି ସ୍ଥଳରେ ବୋହୁ ଥାନାର ଦ୍ୱାରସ୍ଥ ହେବା ପରେ ଏବେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଆରେଷ୍ଟ କରିଛି ।
ହେଲେ ଖୁସୁବୁ ଙ୍କ କହିବା କଥା ଯେ ଶ୍ୱଶୁର ଏବେ ତାଙ୍କୁ ଧମକ ଦେଇଛନ୍ତି ଯେ ସେ ମୋ ପିଲାକୁ ଆରେଷ୍ଟ କରି ନେବେ ବୋଲି ଆଉ ମତେ ବି ମାରିଦେବେ ବୋଲି । ତେବେ ଏମିତି ବେଳେ ମୁଁ କଣ କରିବି ଆପଣ ମାନେ କୁହନ୍ତୁ । ଯଦି ମତେ ଏମିତି ବେଳେ ମାରି ଦିଆଯାଏ । ତେବେ ମୁଁ ତଣ କରିବି ଆପଣ ମାନେ କୁହନ୍ତୁ । ତେବେ ଏମିତୁି କିଛି ଘଟଣା ବର୍ତମାନ ସମୟ ରେ ଘଟିଥିବାର ଦେଖିବା ପାଇଁ ମିଳିଥିବା ବେଳେ ମହିଳା ଜଣଙ୍କ ଥାନା ରେ ଅଭିଯୋଗ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।