ମାଗଣାରେ ହେବ ମୋବାଇଲ ରିଚାର୍ଜ । କେମିତି ହେବ ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କାଲି ମୋବାଇଲ ଟେ ରହିଛି ମାନେ ସିମ୍ କାର୍ଡ ର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି । ଆମେ ଆଜି ଜଣେଇବୁ 6 ମାସ ମାଗଣା ରିଚାର୍ଜ ଦେଖନ୍ତୁ ଆପଣ ମାନେ କାମରେ ଆସିବ । ପ୍ରଥମେ ତ ଜାଣନ୍ତୁ ଆଜିର ଦିନରେ ଫ୍ରୀରେ କିଛିବି ମିଳେ ନାହିଁ । ତେବେ ଆଜିର ସମୟ ରେ ୱାର୍ଟ ସପ୍ ରେ ଭାଇରଲ ହେଉଛି । ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ ଜଣାଉଛୁ ।

ଏମିତିରେ ଗୋଟେ ମେସେଜ୍ ହ୍ୱାଟସପ୍ ରେ ବହୁତ ଜଲ୍ଦି ସ୍ପ୍ରେଡ୍ ହୁଏ ଆପଣ ମାନେ ଜାଣନ୍ତି । ତେବେ ଏଠାରେ ଏମିତି କିଛି ମେସଜ୍ ଜାହା ଫ୍ରୀ ରିଚାର୍ଜ ଦେବାର ଦାବି କରେ । ତେବେ ଏହା ପରେ ଆପଣ ମାନେ କ୍ଲିକ୍ କଲେ ପ୍ରସେସିଂ ଆସୁଛି ଆଉ ପରେ ଆପଣ ମାନଙ୍କ ଅପରେଟର ଆପଣ ମାନଙ୍କ ସାମ୍ନାକୁ ଆସି ଯାଉଛି ।

Recharge

ଏବଂ ପରେ ଆପଣ ମାନେ ସିଲେକ୍ଟ କରିବା ପରେ ଶେଷରେ ଆପଣ ମାନଙ୍କୁ ପୁଣି ଥରେ ଦେଖେଇବ କି ସେୟାର କରନ୍ତୁ ନିଜର ହ୍ୱାଟସପ୍ ଗୃପ୍ ରେ ଏବଂ ଆପଣ ମାନେ ଯଦି ଦେଖି ଏମିତି ବିଭିନ୍ନ ହ୍ୱାଟସପ୍ ରେ ସେୟାର କରିବେ ତେବେ କିଛିବି ହେବ ନାହିଁ । ଏଠାରେ ଆପଣ ମାନେ ନିଜ ନମ୍ବର ଦେଇ ଦେବେ ତେବେ ଡାଟା ଆଉ କାହା ପାଖକୁ ଚାଲିଯିବ। ଜାହା ଫଳରେ ଆପଣ ମାନେ ହଇରାଣ ହେବେ ।

ତେବେ ସତର୍କ ରହିବା ପାଇଁ ଆମେ ଏଠାରେ ଜଣେଇ ଦେଲୁ ଏବେ ଏମିତି ଭାବେ ସୋସିଆଲ ମିଡିଆ ରେ ବହୁତ ଲିଙ୍କ୍ ଫ୍ରୀ ରିଚାର୍ଜ ନାମରେ ଦେଖାଯାଉଛି । ଆଉ ଲୋକ ଫ୍ରୀ ରେ ପାଇବା ପାଇଁ ଏମିତି ସେୟାର କରି ଚାଲିବେ । ହେଲେ ଏହା ସଂମ୍ପର୍ଣ୍ଣ ଫେକ୍ ଅଟେ । ଏହା ଠାରୁ ସତର୍କ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *