ଆଜି ଯେଉଁଭଳି କୁହୁଡି ଆଉ ୫ ଦିନ ସେମିତି ରହିବ ପାଗ, ଏନେଇ ସତର୍କ କରାଇଲା ପାଣିପାଗ ବିଜ୍ଞାନ କେନ୍ଦ୍ର

cold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳୁ ସକାଳୁ କଟକ ଏବଂ ଭୁବନେଶ୍ୱରରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ହଁ ବନ୍ଧୁଗଣ ଆଜି ପରି ଆହୁରୀ 5 ଦିନ କୁଆଡେ ଘନ କୁହୁଡି ପଡିବ ଜନ ଜିବନ ଅସ୍ତବ୍ୟସ୍ତ ହେବ । ଗାଡି ଚଲେଇବା ବେଳେ ଆମେ ମାନେ ସବୁ ବେଳେ ସତର୍କତା ର ସହିତ ଚଳେଇବା । କାରଣ ଆଗରେ କଣ ରହିଛି କୁହୁଡି ଯୋଗୁଁ ଦେଖା ଯାଉନି । କାରଣ କୁହୁଡି ର ପରିମାଣ ବହୁତ ଅଧିକ ରହିଛି । ସେହିଥି ପାଇଁ ତ ଘନ କୁହୁଡି ପାଇଁ 6 ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

ହଁ ବନ୍ଧୁଗଣ ଜାହାକୁ ନେଇ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଠାରୁ ରାଜ୍ୟର ଅଧିକାଶଂ ସ୍ଥାନରୁ ଶୀତ ଉଭେଇ ଜାଇଛି । ଭୁବନେଶ୍ୱର ସମେତ ଆଖ ପାଖ ଅଞ୍ଚଳ ର ରାତିର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପାରଦ 19 ଡୀଗ୍ରି ଛୁଇଁବ ଏହା ସହିତ 6 ଜିଲ୍ଲା ତଥା ଗଞାମ୍ , କନ୍ଧମାଳ , ନୟାଗଡ , କଟକ ଏବଂ ଜଗତସିହଂପୁରରେ ଘନ କୁହୁଡି ଦେଖା ଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

cold

ଆଉ ଏହା ସହିତ ଏହି 6 ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ବାକି ଅଞ୍ଚଳ ରେ ବି ସକାଳୁ ସକାଳୁ ଘନ କୁହୁଡି ଦେଖା ଦେବ । ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଶଂ ଜିଲ୍ଲାରେ ତାପମାତ୍ରା ରେ ବିଶେଷ ପରିବର୍ତନ ହେବାର ସେମିତି କିଛି ସମ୍ଭାବନା ନାହିଁ । ଆଜି କଟକ , ଜଗତସିହଂପୁର , ପୁରୀ , ଗଞାମ୍ , କେନ୍ଦ୍ରାପଡା , ଭୁବନେଶ୍ୱର , ଆଉ ଖୋର୍ଦ୍ଧା ଜିଲ୍ଲାରେ ସକାଳୁ ସକାଳୁ ପ୍ରବଳ କୁହୁଡି ପଡିଥିବାର ଦେଖିବାକୁ ମିଳିଛି ।

ଅପର ପକ୍ଷରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ବଢି ଚାଲିଛି । ଆଜି ଜି ଉଦୟ ଗିରି ଠାରେ ତାପମାତ୍ରା ସର୍ବାଧିକ 8 ଡୀଗ୍ରି ରେକର୍ଡ ହୋଇଥିବା ବେଳେ ଏହିଥି ସହିତ ଫୁଲବାଣୀ ଏବଂ କିରେଇରେ ବି ରାତିର ତାପମାତ୍ରା 10 ଡୀଗ୍ରି ରେକର୍ଡ ହୋଇଛି । ତେବେ ଆପଣ ମାନଙ୍କୁ କହି ରଖିବାକୁ ଚାହିଁବୁ କି ଆଜି ଯେଉଁ ଭଳି ଭାବେ କୁହୁଡି ପଡିଥିଲା । ଆସନ୍ତା 5 ଦିନ ପର୍ଯ୍ୟନ୍ତ ଠିକ୍ ସେମିତି କୁହୁଡି ପଡିବ । ଘନ କୁହୁଡି ପଡିବ ଯେଉଁଥି ପାଇଁ 6 ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *