ମତେ ବାହା ହେବାକୁ ବହୁତ ଝିଅଙ୍କ ଇଚ୍ଛା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ବହୁତ ଦର୍ଶକ ମାନେ ଭଲ ପାଇଛନ୍ତି ଏମିତି କି ପୁଅ କରି ଦେଇଛନ୍ତି ଭାଇ କରି ଦେଇଛନ୍ତି । କେହି କେହି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ବିବାହ କରିବା ପାଇଁ । କଳାର ମାଟିରୁ ଆସିଛନ୍ତି ଜଗତସିହଂ ପୁର ଜିଲ୍ଲାରୁ । ତେବେ କଳା ପାଇଁ ଆପଣଙ୍କର ଆଗ୍ରହ ଏତେ କଣ ପାଇଁ ହୋଇଗଲା ।

ନାଇଁ ସେମିତି କିଛି ଲକ୍ଷ ନଥିଲା ମୋର ଗ୍ରାଜୁଏସନ ର ଫାଷ୍ଟ ଇୟର ସମୟ ରେ ଡିଫେନ୍ସ ରେ ଜବ୍ ପାଇ ଜାଇଥିଲି । ହେଲେ ଗୋଟିଏ ବର୍ଷ ପରେ ମୁଁ ଜବ୍ ଛାଡି ପୁଣି ଗ୍ରାଜୁଏସନ କମ୍ପଲିଟ କଲି ଆଉ ତା ପରେ ବେକାର ଜିବନ । ପଢିବା, ଖେଳିବା, ବୁଲିବା ଏମିତି ମୁଁ ବହୁତ ଭଲ କ୍ରିକେଟ ମଧ୍ୟ ଖେଳୁଥିଲି । ଜଗତସିହଂ ପୁର ଜିଲ୍ଲାରେ ବହୁତ ସାଙ୍ଗ ସାଥି ଏମିତି କି ଏମିତି କୈଣସି କ୍ରିକେଟ ପଡିଆ ନାହିଁ ଯେଉଁଟିକୁ ଆମେ ନଜାଇଛୁ ।

actor

ତେବେ ସେହି ସମୟ ମଧ୍ୟରେ ଦୁଇ ତିନି ବର୍ଷ ବିତି ଜାଇଥିଲା । ଏବଂ ତା ପରେ ସୁଯୋଗ ମିଳିଲା ମୁଁ ବମ୍ବେ ବଳେଇଲି ହୋଟେଲ ଲାଇନ ରେ କିଛି ବର୍ଷ ପରେ ମାଆ ଏକ୍ସପାର୍ଟ କରିବା ପରେ ମୁଁ ବମ୍ବେ ରୁ ଘରକୁ ଫେରିଲି । ଆଉ ସେହି ସମୟ ରେ ସେତେ ବେଳର ଭଲ ଯାତ୍ରା ଅନୁଷ୍ଟାନ ଥିଲା ତାରାପୁର । ଆଉ କଥା ବାର୍ତ୍ତା ପରେ ସେମାନେ ମତେ ଅଫର ଦେଲେ ଆଉ ମୁଁ ଜାଇଥିଲି ଆଉ ଜାଇଛି ଯେ ଜାଇଛି ଆଉ ସେବେଠାରୁ ମୁଁ ଆଉ ଫଛକୁ ଫେରି ଚାହିଁ ନାହିଁ ।

ଆଜି ଯାଏ ଯାତ୍ରାରେ ରହିଛି । ତେବେ ମୋନରଂଞୀନ ର ଯେତେ ଗୁଡିଏ ମାଧ୍ୟମ ରହିଛି ଯାତ୍ରା ଗୋଟେ ସୁନ୍ଦର ମାଧ୍ୟମ । ଏବଂ ହାଜର ହଜାର ଦର୍ଶକ ମାନଙ୍କ ସାମ୍ନାରେ ଆମେ ମାନେ ଅଭିନୟ କରୁ ଆଉ ଆମକୁ ବହୁତ ଭଲ ମଧ୍ୟ ଲାଗେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *