ଦାନ୍ତ ମୋତି ଭଳି ଚମକିବ ( କେବଳ ୨ ମିନିଟ୍ ରେ ) ବାସ କରନ୍ତୁ ଏହି ଉପାୟ |

Teeth

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘୋରଇ ଉପଚାର ନେଇ ଆସିଛି ଜାହା ଆପଣ ମାନଙ୍କର ହଳଦିଆ ଦାନ୍ତକୁ ମୋତି ଭଳି ଧଳା କରିଦେବ । ଥରେ ରୁ ଦୁଇ ଥର ବ୍ୟବହାର ଦ୍ୱାରା ଆପଣ ମାନଙ୍କୁ ଏହିଥିରେ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଦାନ୍ତରୁ କଳା ଏବଂ ହଳଦିଆ ସ୍ଥର କୁ ବହୁତ ଜଲ୍ଦି କମ୍ କରିବ । ତେବେ ହସୁଥିବା ଚେହେରା ଆମ ସମସ୍ତ ଙ୍କୁ ବହୁତ ପସନ୍ଦ ଅଟେ । ସେହିଥି ପାଇଁ ଆମ ଦାନ୍ତ ସଫା ଏବଂ ଧଳା ରହିବା ବହୁତ ଆବଶ୍ୟକ ଅଟେ ।

ତେବେ ଆଗ କାଳରେ ଲୋକ କୈଣସି କେମିକାଲ ଯୁକ୍ତ ଟୁଥ ପେଷ୍ଟର ପ୍ରୟୋଗ କରୁନଥିଲେ । ଦାନ୍ତ କୁ ସୁସ୍ଥ ରଖିବା ଲାଗି ସେମାନେ ସବୁ ବେଳେ ପ୍ରକୃତିକ ଘୋରଇ ଉପଚାର ଆପଣାଉ ଥିଲେ । ଆପଣ ମାନେ ବି ଯଦି ଚାହୁଁଛନ୍ତି ତେବେ ଆମର ଏହି ରମେଡି ର ପ୍ରୋୟଗ ନିଶ୍ଚିତ କରନ୍ତୁ । ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

teethhh

ଏହି ଉପାୟ କରିଲେ ଆପଣ ମାନଙ୍କର ବହୁତ ପୁରୁଣା ହଳଦିଆ ଦାନ୍ତ ପରିସ୍କାର ହେବ ଏବଂ ଦାନ୍ତ ସୁନ୍ଦର ଦେଖା ଦେବ । ତେବେ ଏହା ପାଇଁ ଆପଣ ମାନଙ୍କୁ 5 ଟି ରସୁଣ କୋଷା ନେବାକୁ ପଡିବ ଏବଂ ପରେ ପରେ ଆପଣ ମାନେସେହି ରସୁଣ ପାଖୁ଼ଡା କୁ ଭଲ ଭାବେ କୁଟି ଦିଅନ୍ତୁ । ଏବଂ ଏବେ ଆମେ ଏହି ଥିରେ ମିଶେଇବା ଟୋମାଟ ରସ ,ଆପଣ ମାନେ ଏହି ଥିରେ ଏକ ଚାମଚ ଟୋମାଟ ରସ ଏହି ଥିରେ ମିସେଇବେ ।

ଏବେ ଆପଣ ମାନଙ୍କୁ କୈଣସି ବି ଟୁଥ୍ ପେଷ୍ଟ ର ଜରୁରୀ ଅଟେ ଆପଣ ମାନେ ଏକ ଚାମଚ ହିସାବ ରେ ନେବେ ଏବଂ ଆପଣ ମାନେ ଏବେ ଏକ ରୁ ଦୁଇ ଚିମୁଟା ବେକିଂ ସୋଡା ର ବ୍ୟବହାର କରିବେ ସେହି ଥିରେ ମିଶେଇ କରିବା ପରେ ଆପଣ ମାନଙ୍କ ପାଇଁ ଏହା ସଂମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ଅଟେ । ତେବେ ଆପଣ ମାନେ ଏହାକୁ ଏବେ ଦାନ୍ତ ରେ ହ୍ୟବହାର କରି ପାରିବେ ।

Teeth

ବ୍ୟବହାର କରିବା ପାଇଁ ଆପଣ ମାନେ ଏହି ଥିରରେ ଗୋଟିଏ ଟୁଥ୍ ପେଷ୍ଟ କୁ ନେଇ ସଫା କରିବାରେ ଲାଗି ଜାଆନ୍ତୁ ଆପଣ ଙ୍କ ଅସୁନ୍ଦର ହଳଦିଆ ଦାନ୍ତ ମୋତି ଭଳି ତମକିବାକୁ ଲାଗିବ । ସେହି ପରି ଦ୍ୱିତିୟ ଉପାୟ ରେ ହେଲା ନିମ୍ବ ପତ୍ର ପେଷ୍ଟ , ଏକ ଚାମଚ ଲେମ୍ବୁ ରସ ଏବଂ ସନ୍ଧବ୍ୟ ଲୁଣ ମିଶେଇ ଦାନ୍ତ ସଫା କରିଲେ ଆପଣ ମାନଙ୍କ ଦା୍ତ ମୋତି ପରି ଚମକିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *