ପେଟ ଲୁଚାଇଲେ କିଆରା ଆଡ୍‌ଭାନୀ!! | ବିବାହ ୪ ଦିନ ହୋଇନି ଗର୍ଭବତୀ ହେବା ନେଇ ଚର୍ଚ୍ଚା !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚର୍ଚ୍ଚାରେ କିୟାରା ଆଡଭାନି ଭାଇରଲ ହେଉଛି ଗର୍ଭବତୀ ହେବାର ଭିଡ଼ିଓ । କିଆୟା ଆଡଭାନି ଏବଂ ସିଦ୍ଧାର୍ଥ ମୋଲହୋତ୍ରା ଙ୍କ ବିବାହ 4 ଦିନ ହୋଇନି । ହେଲେ କିୟାରା ଗର୍ଭବତୀ ହେବା କଥା ନେଇ ଚର୍ଚ୍ଚା ଜୋର ଧରିଲାଣି । ତେବେ ଚାରି ଦିନ ପୂର୍ବ କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମୋଲହୋତ୍ରା ବିବାହ କରିଛନ୍ତି ।

ତେବେ ବର୍ତମାନ ଏକ ଭିଡ଼ିଓ ପାଇଁ କିୟାରା ଚର୍ଚ୍ଚା କୁ ଆସୁଛନ୍ତି । ଏହି ଭିଡ଼ିଓ ରେ କିୟାରା କ ସାଲ ରେ ନିଜର ପେଟକୁ ଲଚାଉଛନ୍ତି । ଏହି ଦୃଶ୍ୟ ତାଙ୍କ ପାଇଁ ମହଙ୍ଗା ପଡିଛି । କ୍ୟାମେରା ଆଗରେ କିୟାରା ନିଜର ପେଟକୁ ଲୁଚାଉଥିବା ଦେଖି ଲୋକ ପ୍ରଶ୍ନ କରିଛନ୍ତି । ଏହିଥିରେ ଆଲିଆ ଭଟ୍ଟ କହିଛନ୍ତି କିୟାରା ବିବାହ ପୂର୍ବରୁ ଗର୍ଭବତୀ ହୋଇଛନ୍ତି କି ।

Kiara

ବିବାହ ର ଚାରି ଦିନ ହୋଇନି ହେଲେ କିୟାରା ଆଡଭାନୀ ଙ୍କର ହେଲେ ଗର୍ଭବତୀ । ଗର୍ଭବତୀ ହେବା ନେଇ ବର୍ତମାନ ସମୟ ରେ ଆଲୋଚନା ଜୋର ସୋର ରେ ଚାଲିଛି । ତେବେ ଭିଡ଼ିଓ ଟି ରାଜସ୍ତାନ ର ଜୟସୁଲ ମେର ବିମାନ ବନ୍ଦର ରୁ ଆସିଛି । ବିବାହ ପରେ ରାଜସ୍ତାନ ରୁ ସେ ଆସବା ପରେ ଜୟସୁଲ ମେର ବିମାନ ବନ୍ଦର ରେ ଉହ୍ଲାଇ ଥିଲେ । ସେହି ସମୟ ରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ଯେଉଁଠି କିୟାରା ତାଙ୍କ ପେଟକୁ ସାଲ ରେ ଘୋଡଉ ଥିବାର ନଜର ଆସିଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆ ରେ ଏବେ ଲୋକ ମାନେ କିଆୟା ଆଡଭାନି ଙ୍କୁ ବିଭିନ୍ନ କଥା କହୁଥିବାର ଲୋକମାନଙ୍କୁ ଦେଖିବାର ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *