ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଇଫୋନ ପାଇଁ ଡେଲିଭରି ବୟ ଙ୍କୁ ହ-ତ୍ୟା । ପେଟ୍ରୋଲ ଢାଳି ପୋ଼ଡି ଦେଲେ ହ-ତ୍ୟା-କାରୀ । କୋର୍ଣ୍ଣାଟକ ରେ ଘଟିଜାଇ ଥିବା ଏହି ପରି ଏକ ଘଟଣା ବର୍ତମାନ ସାରା ଦେଶ ରେ ଚର୍ଚ୍ଚା ର ବିଷୟ ହୋଇଛି । ତେବେ ବର୍ତମାନ ସମସ୍ତ ଙ୍କୁ ଘାରିଛି ଆଇଫୋନ ନିଶା ବିଶେଷ କରି ଯୁବ ପୀଢି କୁ ନେଇ ଆଇଫୋନ ମଧ୍ୟରେ କ୍ରେଜ୍ ରହିଛି । ବିଶେଷ କରି ଯୁବ ପୀଢି ଙ୍କ ମଧ୍ୟରେ କିଏ କେଉଁ ଉପାୟ ରେ ଆଇ ଫୋନ ଟିଏ ଧରିବାକୁ ଚାହୁଁଛି ।
ତେବେ ଏହାକୁ ନେଇ ଅନେକ ଅପରାଧ ମଧ୍ୟ ଘଟୁଛି । ଏମିତି କି ହ-ତ୍ୟା କରିବାକୁ ବି ପଛଉ ନାହାଁନ୍ତି ଯୁବ ପୀଢି । ଠିକ୍ ଏହି ପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଆଇଫୋନ ପାଇଁ ଜଣେ ଡେଲିଭରି ବୟ ଙ୍କୁ ନିର୍ମମ ଭାବେ ହ-ତ୍ୟା କରାଜାଇଛି । ଘଟଣା ଟି ଘଟିଛି କର୍ଣ୍ଣାଟକ ର ଆର ସି କେ ସହର ରେ ଏଠାକାର ହାସନ ଜିଲ୍ଲାରେ 20 ବର୍ଷିୟ ହେମନ୍ତ ଦତ୍ତା । ସେ ଅନଲାଇନ ସୋପିଂ ଆପ୍ ଫ୍ଲିପ୍ କାର୍ଟ ରୁ ଏକ ସେକେଣ୍ଡ ହେଣ୍ଡ ମୋବାଇଲ କିଣିଥିଲେ ।
ଏବଂ 23 ବର୍ଷିୟ ଡେଲିଭରି ବୟ ଫୋନ ନେଇ ହେମନ୍ତ ଙ୍କ ପାଖରେ ପହଁଚି ଥିଲେ । ଆଉ ଡେଲିଭରି ବୟ ଫୋନ ହେମନ୍ତ ଙ୍କ ହାତକୁ ବଢେଇ ତାର ଦାମ୍ 46 ହଜାର ପେମେଣ୍ଟ କରିବାକୁ କହି ଗେଟ୍ ପାଖରେ ଅପେକ୍ଷା କରି ରହିଥିଲେ ଡେଲିଭରି ବୟ । ଆଉ ଏପେଟ କିଛି ସମୟ ରେ ହେମନ୍ତ ଡେଲିଭରି ବୟ କୁ ଘର ଭିତର କୁ ଡାକିଥିଲା । ଏବଂ ଘରକୁ ପସିବା ବଦଳ ରେ ତାଙ୍କୁ ଟଙ୍କା ଦେବା ବଦଳ ରେ ଛୁରୀ ରେ ବାରମ୍ବାର ଆକ୍ରମଣ କରିଥିଲା । ଏବଂ ଫଳ ରେ ଘଟଣା ସ୍ଥଳ ରେ ହିଁ ଡେଲିଭରି ବୟ ହେମନ୍ତ ନାୟକ ଙ୍କ ମୃ-ତ୍ୟୁ ହୋଇଥିଲା ।
ପରେ ଡେଲିଭରି ବୟ ର ମୃ-ତ ଦେହ କୁ ତିନି ଦିନ ଘରେ ରଖିବା ପରେ ଏକ ଅଖାରେ ଭର୍ତ୍ତି କରି ସୁନ ସାନ ରାତିରେ ଶବ କୁ ନେଇ ଷ୍ଟେସନ ପାଖ ନିଛାଟିଆ ଜାଗାରେ ନିଆଁ ଲଗେଇ ଦେଇଥିଲା । ଏପଟେ ଶବ କୁ ନେଇ ଯିବା ସମୟ ରେ ଦୃଶ୍ୟ କୟେଦ ହୋଇଥିଲା ସେଠାକାର ଗୋଟେ ସିସିଟିଭି କ୍ୟମେରା ରେ ।
ଡେଲିଭରି ବୟ ନିଖୋଜ ନେଇ ଡେଲିଭରି ବୟ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଏବଂ ଘଟଣା ର ସତ୍ୟାସତ ଜଣା ପଡିବା ପରେ ପୋଲିସ ହେମନ୍ତ ଙ୍କୁ ଗିରୋଫ କରି କୋର୍ଟ ଚାଲାଣ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।