ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଜିବନ ନେବା ଘଟଣା ରେ ତଦନ୍ତ ଜାରି ରଖିଛି କ୍ରାଇମ ବ୍ରାଞ୍ଚ । ଆଜି ଝାଡସୁୁଗୁଡା ରେ ପହଁଚିଛନ୍ତି କ୍ରାଇମ ବ୍ରାଞ୍ଚ ଏଡିଜି ଅରଣ ବୋଥ୍ରା । OSAP ସେକେଣ୍ଡ ବାଟାଲିୟନ କୁ ଗଲେ କ୍ରାଇମ ବ୍ରାଞ୍ଚ ଏଡିଜି । ସେଠାରେ ଗୋପାଳ କୁ ଭେଟ କରି ପାରନ୍ତି ଅରୁଣ ଭୋଥ୍ରା । ଗୋପାଳ କୁ ରିମାଣ୍ଡ ରେ ଆଣି ପଚରା ଉଚୁରା କରୁଛି କ୍ରାଇମ ବ୍ରାଞ୍ଚ ଟିମ୍ ।
ଆସନ୍ତା କାଲି ହୋଇ ପାରେ ମେଡିକାଲ ଟିମ୍ ସହିତ ଆଲୋଚନା । LVA ଏବଂ ସାଇକଲୋଜିକାଲ ଟେଷ୍ଟ ଏବେ ଶେଷ ହୋଇଛି । ଗୋପାଳ ର ମାନଶୀକ ସ୍ଥିତି ଅନୁଧ୍ୟନ କରୁଛି ମେଡିକାଲ ବୋର୍ଡ । ଏହା ସହିତ ଘଟଣା ର ତଦନ୍ତ ଜାରି ରଖିଛି କ୍ରାଇମ ବ୍ରାଞ୍ଚ । ତେବେ ଆସନ୍ତା କାଲି ହୋଇପାରେ କ୍ରାଇମ ସିନ ରିକ୍ରିୟସନ ଏହା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ କରାଜାଉଛି ।
ତେବେ ଦେଖିବା କଥା ଏହାକି କ୍ରାଇମ ସିନ ରିକ୍ରିୟସନ ପରେ ଘଟଣା ଉପରୁ ପରଦା ହଟୁଛି ନାଁ ନାହିଁ । ଗୋପାଳ ସବୁ ସତ ଓଗାଳୁ ଛି କି ନାହିଁ ତାହା କ୍ରାଇମ ସିନ ରିକ୍ରିୟସନ ପରେ ହିଁ ଜଣା ପଡିବ ।
ତେବେ ଗତ 29 ତାରିଖ ରେ ନବ ଦାସ ବ୍ରଜରାଜ ନଗର ସ୍ଥିତ ଏର ଉଦ୍ଘାଟନି ସମ୍ମିଳନି ରେ ଯୋଗା ଦେବାକୁ ଯାଉଥିବା ବେଳେ ଏହି ସୁଯୋଗ ପାଇଥିଲା ଗୋପାଳ ଦାସ । ଏହି ସୁଯୋଗ ପାଇ ନବ ଙ୍କୁ ସେ ସୁ କରିଥିଲେ ଏପରି କି ଗୋଟିଏ ଗୁଳି ରେ ଶେଷ ହୋଇଜାଇଥିଲେ ନବ ଦାସ । ତେବେ ଗୋପାଳ ସବୁ ସତ ଓଗାଳୁ ଛି କି ନାହିଁ ତାହା କ୍ରାଇମ ସିନ ରିକ୍ରିୟସନ ପରେ ହିଁ ଜଣା ପଡିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।