ବେଙ୍ଗ ମାଂସ ତରକାରୀ ଖାଇବା ହେଲା କାଳ!! | ଚାଲିଗଲା ୬ ବର୍ଷର ଝିଅର ଜୀବନ !!

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବେଙ୍ଗ ମାଂସ ତରକାରୀ ଖାଇବା ହେଲା କାଳ । ଚାଲିଗଲା 6 ବର୍ଷର ଝିଅର ଜୀବନ । ହଁ ବନ୍ଧୁଗଣ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଘଟଣା ଟି ଘଟିଛି କେଉଁଝର ଜିଲ୍ଲାରେ ତେବେ କେଉଁଝର ଜିଲ୍ଲାରେ ଏମିତି ଅଭାବ ନିୟ ଘଟଣା ଘଟିଛି ।

ବମାବାରି ଥାନା ଅନ୍ତର୍ଗତ କୁରୁଡା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକା ର ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ଅବସ୍ଥା ରେ ଜିଲ୍ଲା ମୂଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବାର ଜଣା ପଡିିଛି । ତେବେ ମୃ-ତ ଝିଅଟିର ନାମ ହେଲା ସୁମିତ୍ରା ମଣ୍ଡା । ତାଙ୍କ ବାପା ଙ୍କ ନାମ ମୁନା ମଣ୍ଡା ।

bango

ସୂଚନା ଅନୁସାରେ ଶୁକ୍ରବାର ଦିନ ଏକ ବେଙ୍ଗ ମୁନା ମୁଣ୍ଡା ଙ୍କ ଘରକୁ ପସି ଆଲିଥିଲା । ମୁନା ତାଙ୍କୁ ମାରି ନିଆଁ ରେ ପୋଡି ଦୁଇ ଝିଅ ସହିତ ,ସେ ଖାଇଥିଲେ । ରାତିରେ ଶୋଇଥିବା ବେଳେ ଦୁଇ ଝିଅ ବାନ୍ତି କରି ଅସୁସ୍ଥ ହୋଇ ପଡିବାରୁ ସକାଳେ ସେମାନଙ୍କୁ କେଉଁଝର ଜିଲ୍ଲା ମୂଖ୍ୟ ଡାକ୍ତରଖାନା କୁ ଅଣା ଜାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃ-ତ୍ୟୁ ହୋଇଥିଲା ।

ଅନ୍ୟ ପଟେ ମୁନା ଙ୍କ ଆଉ ଜଣେ ଝିଅଙ୍କ ଅବସ୍ଥା ବର୍ତମାନ ସମୟ ରେ ଗୁରୁତ୍ୱର ରହିଛି । ତେବେ ଅନ୍ୟ ପଟରେ ବେଙ୍ଗ ପୋଡା ଖାଇବାରୁ ଏହି ଘଟଣା ଘଟିଲା ନାଁ ଆଉ କିଛି କାରଣ ତାହା ଜଣା ପଡି ନାହିଁ ବରିଷ୍ଟ ଭେସଜ ଡାକ୍ତର ନିରଞୀନ ବେହେରା କହିଛନ୍ତି । ବେଙ୍ଗମାନେ ସାଧାରଣତଃ ବିଶାକ୍ତ ନୁହନ୍ତି ଏଣୁ କେଉଁ କାରଣ ରୁ ଝିଅର ମୃ-ତ୍ୟୁ ହେଲା ତାହା ଯାଞ୍ଚ ପରେ ଜଣା ପଡିବ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *