ଜଣା ପଡିଲା କାରଣ ,ଏଥିପାଇଁ ହେଇଥିଲା ପପୁ ପମପମଙ୍କ ଉପରେ ପଥର ମାଡ଼

Papu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପପୁ ପମପମଙ୍କୁ କଣ ପାଇଁ ହେଲା ପଥର ମାଡ । କଣ ପାଇଁ ତାଙ୍କ ଉପରକୁ ଦର୍ଶକ ମାନେ ରାଗି କର ପଥର ସହ ପାଣି ବୋତଲ କୁ ଫପାଡିଲେ । କଣ ପାଇଁ ହଟାତ୍ ଦର୍ଶକ ମାନେ ପପୁ ଙ୍କ ଉପରେ ଏତେ ପରିମାଣ ରେ ରାଗିଲେ । ପଥର ମାଡ ପଛରେ ପକୃତ କାରଣ କଣ ,ପୁରା ଓଡ଼ିଶା ଏବେ ପଥର ମାଡର କାରଣ ଜାଣିବାକୁ ଚାହୁଁଛି ।

ଗଞ୍ଜାମ ଚିକିଟି ବ୍ଲକ ସୁରଳ ଗାଁ ରେ ଶନିବାର ଶିବରାତ୍ରୀ ଥରେ ଆୟଜନ ଥିଲା ସାଂସ୍କୃତୀକ କାର୍ଯ୍ୟକର୍ମ । ପପୁ ତାଙ୍କର କମେଡି କରୁଥିବା ବେଳେ ତାଙ୍କ ଉପରେ ହୋଇଥିଲା ପଥର ମାଡ । ଆଉ ଏହେ ପଥର ମାଡ ପଛର କାରଣ ଥିଲା କି ପପୁ କୁଆଡେ ଉକ୍ତ ଗାଁ କୁ ନେଇ ଏକ କମେଡି କରିଥିଲେ ଯାହା ଗାଁ ଲୋକଙ୍କର ଦେହରେ ଯାଇ ନଥିଲା । ଯେଉଁଥି ପାଇଁ ଲୋକେ ରାଗି ଯାଇ ପଥର ସହ ପାଣି ବୋତଲ ମାଡ କରିଥିବା ସୂଚନା ମିଳିଛି ।

pathara

ତେବେ ପଥର ପପୁଙ୍କ ଦେହରେ ନବାଜି ଏଲିଡି ଲାଇଟ୍ ରେ ବାଜି ଭାଙ୍ଗି ଯାଇଥିଲା । ତେବେ ପପୁ ସମସ୍ତଙ୍କୁ ଷ୍ଟେଜ୍ ଉପରେ ବୁଝାଇବାକୁ ଚେଷ୍ଟା କରିଥିଲେ ହିଁ ତାଙ୍କ କଥା କେହି ନସୁଣିବାରୁ ସେ ଷ୍ଟେଜ୍ ଛାଡି ଚାଲି ଯାଇଥିଲେ । ତେବେ ପପୁ ପମପମ ହେଉଛନ୍ତି କମେଡି କିଂ ଓଡ଼ିଆ ଅଭିନୟ ଜଗତରେ କମେଡି କହିଲେ ପପୁଙ୍କୁ ବୁଝାଏ । ଲୋକଙ୍କୁ ସେ ତାଙ୍କର କଥାରେ ହସାଇ ହସାଇ ବେଦମ କରି ଦିଅନ୍ତି , ହେଲେ ତାଙ୍କର ଅଭିନୟ ଅନେକ ସମୟରେ ବିବାଦରେ ପରିଣତ ହୁଏ ।

ଦିନେ ସେ ଜଗନ୍ନାଥଙ୍କୁ ନେଇ ଏକ କମେଡି କରିଥିଲେ ଯାହାକୁ ନେଇ ତାଙ୍କ ଉପରେ କାଳି ମାଡ ହୋଇଥିଲା ଆଉ ସେ ମଧ୍ୟ ଅଭିନୟ ଜଗତରେ କାଷ୍ଟିଂ କାଉଜ ର ମଧ୍ୟ ସିକ୍ୱାର ହୋଇଥିଲେ । କାଷ୍ଟିଂ କାଉଜ କୁ ନେଇ ତାଙ୍କ ନାମରେ ଜଣେ ଅଭିଯୋଗ ମଧ୍ୟ କରିଥିଲେ । ଆଉ ଏବେ ପୁଣି ଗାଁ କୁ ନେଇ କମେଡି କରି ସେ ବିବାଦ ଘରକୁ ଟାଣି ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *