ରାସ୍ତା ମଝିରେ ଭାରତୀୟ କ୍ରିକେଟର ପୃଥ୍ୱୀ ସ କୁ ମାରିଲେ ଯୁବତୀ

Prithvi Shaw

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଚ ରାସ୍ତା ରେ ଭାରତୀୟ କ୍ରିକେଟର ପୃଥ୍ୱୀ ସ ଙ୍କୁ ମାଡ ତାଙ୍କ କଲର ଘୋଷାଡି ବେସବଲ ବେଟ ରେ ମାଡ ମାରିଲେ ଯୁବତୀ ସେଲ୍ଫି ନେବାକୁ ମନା କରିବାରୁ ପିଟିଲେ ଯୁବତୀ ଏବଂ ତାଙ୍କର ପୁରୁଷ ବନ୍ଧୁ ମାନେ । ହଁ ବନ୍ଧୁଗଣ ଏମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଟିକେ ଭଲ କରି ଦେଖନ୍ତୁ ଏହି ଭିଡ଼ିଓ କୁ ।

ଦେଖିଲେ ତ କେମିତି ପୃଥ୍ୱୀ ସ ଙ୍କୁ ଗୋଟେ ବେସ ବଲ ବ୍ୟାଟ୍ ରେ ମାଡ ମାରୁଛନ୍ତି ଯୁବତୀ । କେବଳ ସେତିକି ନୁହେଁ ପୃଥ୍ୱୀ ସ ଙ୍କ ସହିତ ତାଙ୍କ ସାଙ୍ଗ ମାନଙ୍କୁ ବି ମାଡ ମାରିଥିଲେ ଯୁବତୀ ଏବଂ ତାଙ୍କର ପୁରୁଷ ବନ୍ଧୁ ମାନେ । ଜାହା ଏହି ଭିଡ଼ିଓ ରେ ସଫା ସଫା ଦେଖିବା ପାଇଁ ମିଳିଛି । ପୃଥ୍ୱୀ ସ କିଛି ନ କହି ଯୁବତୀ ମାନଙ୍କୁ ଅଟକେଇବାକୁ ଚେଷ୍ଟା କରୁଛନ୍ତି । ହେଲେ କିଛି ସୁଣୁ ନାହାଁନ୍ତି ସେମାନେ । ଆଉ କିଛି ଯୁବକ ନିଜ ଫୋନ ରେ ରେକର୍ଡ କରୁଛନ୍ତି । ଆଉ କହୁଛନ୍ତି ମାର ଭଲ କରି ମାର ।

Prithvi

ତେବେ ଖବର ମୁତାବକ ପୃଥ୍ୱୀ ସ ନିଜର ଫ୍ରେଣ୍ଡ ମାନଙ୍କ ସହିତ ମୁମ୍ବାଇ ର ଏକ ହୋଟେଲ କୁ ଖାଇବାକୁ ଜାଇଥିଲେ । ସେଠାରେ ଅନେକ ଲୋକ ମାନେ ସେମାନଙ୍କୁ ସେଲ୍ଫି ନେବାକୁ କହିଥିଲେ । ପୃଥ୍ୱୀ ସ ସେଲ୍ଫି ନେବାରୁ ଅନ୍ୟ କିଛି ଯୁବ ପୀଢି ପହଁଚି ସେଠାରେ ସେଲ୍ଫି ନେବାରୁ ପୃଥ୍ୱୀ ସ ତାଙ୍କ କାମ ରେ ବିଳମ୍ବ ହେଉଛି ବୋଲି କହି ପୃଥ୍ୱୀ ସ ସେଲ୍ଫି ନେଇ ନଥିଲେ ।

ଜାହାକୁ ରାଗ ରଖି ପୃଥ୍ୱୀ ସ ଙ୍କୁ ମାଡ ମାରିଥିଲେ ଉକ୍ତ ଯୁବତୀ କେବଳ ସେତିକି ନୁହେଁ ହୋଟେଲ ବାହାର କୁ ଆସି ତାଙ୍କ କାର ଭାଙ୍ଗି ଦେବା ସହିତ ପୃଥ୍ୱୀ ସ ଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ମାଡ ମାରିଥିଲେ । ସେପଟେ ପୃଥ୍ୱୀ ସ ଙ୍କୁ ଧମକେଇ ଟଙ୍କା ମାରିଥିଲେ । ଯଦି ଟଙ୍କା ନ ଦିଅନ୍ତି ତେବେ ମିଛ କେସ୍ ରେ ଫସେଇ ଦେବେ ବୋଲି କହିଥିଲେ ଯୁବତୀ । ଏହା ପରେ ପୃଥ୍ୱୀ ସ ପୋଲିସ କୁ ଫୋନ କରିଥିଲେ ପୋଲିସ ଆସିବା ପରେ ସ୍ଥିତି କୁ ସମ୍ଭାଳି 8 ଜଣଙ୍କ ନାମରେ ମାମଲା ରୁଜୁ କରିଛି । 8 ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ପୋଲିସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *