ଯେଉଁ ଜେଲରେ ସାରଥୀ ବସି ଧ୍ୟାନ କରୁଥିଲା ,ସେହି ଜେଲ ରେ ଗୋପାଳ ବସି ନବଦାସଙ୍କ କଥା ଭାବୁଛି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ଜେଲ ରେ ରହୁଥିଲା ଭଣ୍ଡ ସାରଥୀ ସେଇଠି ରହୁଛି ଗୋପାଳ । ଗୋଟିଏ ଜେଲ ରେ ସାରଥି ଏବଂ ଗୋପାଳ ଏାକାଠି ଭଣ୍ଡ ସାରଥୀ ଯେମିତି ଥିଲା ସେମିତି ରହିଛି ଗୋପାଳ । କଟକ ଚୈଦ୍ୱାର ଜେଲ ହେଉଛି ଏବେ ଗୋପାଳ ର ଠିକଣା । ଝାଡସୁଗୁଡା ଜେଲ ରୁ କଟକ ଚୈଦ୍ୱାର ଜେଲ କୁ ସ୍ଥାନାନ୍ତରିତ କରାଜାଇଛି ଗୋପାଳ କୁ । ଆଉ ଗୋପାଳ ଏବେ ସେହି ସେଲ ସେହି ସ୍ଥାନରେ ରହୁଛି ଯେଉଁ ସ୍ଥାନରେ ରହୁଥିଲା ଭଣ୍ଡ ବାବା ସାରଥୀ ।

ସାରଥୀ ମଧ୍ୟ କଟକ ଚୈଦ୍ୱାର ଜେଲ ରେ ରହୁଥିଲା । ସାରଥୀ କୁ ସେହି ଜେଲରେ ରଖା ଜାଇଥିଲା ଯେଉଁ ଜେଲ ରେ ଏବେ ଗୋପାଳ କୁ ରଖାଜାଇଛି । ଯେଉଁ ଜେଲ ରେ ଦିନେ ସାରଥୀ ଧ୍ୟନ କରୁଥିଲା ସେହି ସ୍ଥାନରେ ଗୋପାଳ ବସି ଦିନ ସାରା ହ-ତ୍ୟା-କାଣ୍ଡ ବିଷୟ ରେ ଭାବୁଛି । ସାରଥି ବସିଥିବା ସ୍ଥାନରେ ବସି ରହୁଛି ଗୋପାଳ । ଲୋକ ମଜାରେ କହୁଛନ୍ତି ସାରଥୀ ଙ୍କ ମନ୍ତୁରା କକ୍ଷ୍ୟ ରେ ରହୁଛି ଗୋପାଳ ।

gopal 2

ତାର କିଛିବି ଅସୁବିଧା ହେବ ନାହିଁ । ତେବେ ଗୋପାଳ ଏବଂ ସାରଥୀ ଗୋଟିଏ ସେଲ ରେ ରହିଥିବା କଥା ଏବେ ସାଧାରଣ ରେ ଆଲୋଡନ ସୃଷ୍ଟି କରି ଦେଇଛି । କାରଣ ସେହି କକ୍ଷ୍ୟ ରେ ରହିଛି ଭଣ୍ଡ ସାରଥୀ ର ସବୁ ଅନୁଭୂତି । ଗୋପାଳ ଏବେ ସାରଥୀ ର ଅନୁଭୂତି କୁ ସାଥି କରି ସେହି ସେଲ ରେ ରହିଛି । ତେବେ ଗୋପାଳ ର ନାର୍କୋ ଟେଷ୍ଟ ସରିବା ପରେ 164 ରେ ବୟାନ ରେକର୍ଡ ହୋଇ କଟକ ଚୈଦ୍ୱାର ଜେଲ କୁ ଅଣା ଜାଇ ଥିଲା ।

ତେବେ ଗୋପାଳ ଏଥି ପାଇଁ ଅଣା ଜାଇ ଥିଲା କାରଣ ଗୋପାଳ କହିଥିଲା ଝାଡସୁଗୁଡା ଜେଲ ରେ ତାକୁ ମାରିଦେବେ ବୋଲି । ଯେଉଁଥି ପାଇଁ ଗୋପାଳ ଭୟରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯିବାକୁ କ୍ରାଇମ ବ୍ରାଞ୍ଚ କୁ କହିଥିଲା । ଜାହା ପରେ କ୍ରାଇମ ବ୍ରାଞ୍ଚ ଗୋପାଳ କୁ ଝାଡସୁଗୁଡା ରୁ କଟକ ଚୈଦ୍ୱାର ଜେଲ ରେ ନେଇ ରଖିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *