କେବଳ ୧ ମିନିଟରେ(ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିଫୁଲା,ପାଇରିଆ) ଭଲ ହେବ

Tooth

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ର ଦୁନିଆଁ ବହୁତ ପରିମାଣ ରେ ବଦଳି ଜାଇଛି । ବଦଳୁ ଥିବା ଲୋକ ମାନଙ୍କ ସହିତ ବଦଳୁ ଥିବା ଜିବନ ଶୈଳି ବି ବଦଳି ଜାଇଛି । ଯଦି ବର୍ତମାନ ସମୟରେ କାହାକୁ ଶରୀର ରେ କୈଣସି ବି ଅସୁବିଧା ହୋଇ ଥାଏ ତେବେ ସେମାନେ ଏଲାପାଥି ର ଔଷଧ ଉପରେ ନିର୍ଭର କରନ୍ତି । କିନ୍ତୁ ଭାରତ ରେ ପ୍ରଥମେ ଏହାର ପ୍ରଚଳନ ହେଉ ନ ଥିଲା ସବୁ ରୋଗ ର ଚିକିତ୍ସା ଆୟୁରବେଦ ହିସାବ ରେ ହିଁ ହେଉ ଥିଲା ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିଫୁଲା,ପାଇରିଆ ରଖିବାର କିଛି ଘୋରଇ ଉପଚାର ଏବଂ ଉପାୟ ବିଷୟ ରେ କହିବା ପାଇଁ ଆସିଛୁ । ତେବେ ବନ୍ଧୁଗଣ ଏହି ରମେଡି ପାଇଁ ଆପଣ ମାନଙ୍କୁ କେବଳ କିଛି ଲବଙ୍ଗ ନେବା ଆବଶ୍ୟକ ଅଟେ । ଏବଂ ସେହି ଲବଙ୍ଗ ଆପଣ ମାନଙ୍କର ଫୁଲ ବାଲା ହୋଇଥିବା ଆବଶ୍ୟକ ଅଟେ ।

clove

ତେବେ ଲବଙ୍ଗ ଗୁଣ୍ଡ ବନେଇବା ବହୁତ କଷ୍ଟ ଅଟେ ସେହିଥି ପାଇଁ ଲବଙ୍ଗ କୁ ଅଲ୍ପ ଭାଜି ନିଅନ୍ତୁ । ଏବଂ ଗୁଣ୍ଡ ପ୍ରସ୍ତୁତ କରି ସେହିଥିରେ 2 ଚାମଚ ପାଣି ମିଶାଇ କିଛି ସମୟ ରଖନ୍ତୁ । ଏହି ପ୍ରକାରରେ ଆପଣ ମାନଙ୍କୁ ଯେଉଁ ଲିକୁଇଡ ମିଳିବ ତେବେ ଯଦି ଆପଣ ମାନଙ୍କ ଦାନ୍ତରେ ବେକ୍ଟରିଆ ଉତ୍ପନ୍ନ ହୋଇଛନ୍ତି କିମ୍ବା ବେକ୍ଟେରିଆଲ ଇନଫେକ୍ସନ ବା ବହୁତ ଅଧିକ ବିନ୍ଧା ହେଉଛି ତେବେ ଆପଣ ମାନେ ଏହି ପରି ଭାବେ ଏହାକୁ ଏକ ତୁଳା ରେ ନେଇ ସେହି ଜାଗାରେ ଆପଣ ମାନେ ଲଗେଇ ପାରିବେ ଜାହା ଫଳ ରେ ଆପଣ ମାନଙ୍କୁ ସରୁନ ମିଳି ପାରିବ ।

ଏହି ମଧ୍ୟରେ ଆପଣ ମାନଙ୍କର ଦାନ୍ତ ବିନ୍ଧା ହୋଇଥିଲେ କି ତାହା ସଂମ୍ପର୍ଣ୍ଣ ଭାବେ ଭଲ ହୋଇଯିବ । ଯେଉଁ ମାନଙ୍କର ପାଇରିଆ ହୋଇ ଦାନ୍ତ ମୂଳ ଫୁଲି ଥାଏ ସେମାନେ ସବୁ ବେଳେ ଖାଦ୍ୟ ଖାଇବା ପୂର୍ବ ରୁ ଏବଂ ପରେ ନିଶ୍ଚିତ ଭାବେ ଆଙ୍ଗୁଳି ଦେଇ ସଫା କରି ଦେବା ଆବଶ୍ୟକ ଅଟେ ସେହିଥିରେ ରକ୍ତ ଏବଂ ପୁଜ ପଡିଲେ ମଧ୍ୟ ଏହା କ୍ରମେଶେ କମି କମି ଜାଇ ଥାଏ ।

Remedies

ଯେଉଁ ମାନେ ବ୍ରସ୍ ବା ଦାନ୍ତ କାଠି ର ବ୍ୟବହାର କରି ନ ଥାନ୍ତି ସେମାନେ ଖଡି ମାଟି ବା ବାଲିଆ ମାଟି ର ବ୍ୟବହାର କରନ୍ତି ସେମାନେ ସେହି ମାଟି ସହିତ ସାମାନ୍ୟ କର୍ପୂର ମିଶେଇ ଦେଲେ ଦାନ୍ତ ଭଲ ଭାବେ ପରିସ୍କାର ହୋଇ ଥାଏ ଏବଂ ଏହା ସହିତ ଦାନ୍ତ ମାଜିଲେ ଦାନ୍ତ ମୂଳ ଶକ୍ତ ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *