ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ର କାଳିଆ ଯୋଜନା ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ସମସ୍ତେ ଜାଣିଥିବେ । ତେବେ ଏହି କାଳିଆ ଯୋଜନା ଅଧିନ ରେ କିଛି ଲୋକ ମାନଙ୍କୁ ଟଙ୍କା ମିଳୁଥିବା ବେଳେ ଏବେବି କିଛି ଲୋକ ମାନଙ୍କୁ ଟଙ୍କା ଆସୁ ନାହିଁ । ତେବେ ଏହି ମଧ୍ୟରେ ସରକାର ଙ୍କ ପକ୍ଷ ରୁ ଆସୁଛି କିଛି ଘୋଷଣା ।
ଏଣିକି ଆପଣ ମାନଙ୍କର ନାମ କାଳିଆ ଯୋଜନା ରହିଥିଲେ ଆପଣ ମାନଙ୍କୁ କରିବାକୁ ପଡିବ ଏହି କାମ । ନଚେତ ଆପଣ ମାନଙ୍କ ଖାତା କୁ କାଳିଆ ଯୋଜନା ର ଆଗାମୀ ସମୟ ରେ ଆସିବାକୁ ଥିବା ଟଙ୍କା ଆଉ ଆସିବ ନାହିଁ । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ଆପଣ ମାନେ ଜାଣିଥିବେ ଏହି କାଳିଆ ଯୋଜନା ଅଧିନ ରେ ଆଗରୁ 5 ହଜାର ଲେଖାଏଁ ମିଳୁଥିଲା । ହେଲେ ଏବେ ଏହାକୁ ସରକାର ହ୍ରାସ କରି 2 ହଜାର ଲେଖାଏ କରି ଦେଇଛନ୍ତି । ତେବେ ଜାହାକି ଆପଣ ମାନେ ଚାହିଁଲେ ଏହି କାଳିଆ ଯୋଜନା ର ୱେବ ସାଇଟ କୁ ଆସି ଚେକ୍ କରି ପାରିବେ ।
ତେବେ ଦେଖନ୍ତୁ ଏଠାରେ କିଛି ସ୍କ୍ରଲ ହେଉଛି । ପରବର୍ତି କାଳିଆ ରାଶି ଆଧାର ନମ୍ବର ସଂଯୋଗ ବ୍ୟାଙ୍କ୍ ଏକାଉଣ୍ଟ ରେ ପ୍ରଦାନ କରାଯିବ । ତେଣୁ ଆପଣ ମାନେ ନିଜର ବ୍ୟାଙ୍କ୍ ଏକାଉଣ୍ଟ ସହିତ ଆଧାର ସଂଯୋଗ କରନ୍ତୁ । ଜାହାକି ଏହି କଥାଟି ବର୍ତମାନ ସମୟ ରେ କାଳିଆ ଯୋଜନା ର ୱେବ ସାଇଟ ରେ ଅପଡେଟ କରି ଦିଆ ଜାଇଛି ।
ଯଦି ଆପଣ ମାନଙ୍କର ଲିଷ୍ଟରେ ନାମ ରହିଛି ଏମିତି କି ଆପଣ ମାନଙ୍କର ପୂର୍ବରୁ ଏହିଥିରେ ଟଙ୍କା ମିଳିଛି ତେବେ ଆପଣ ମାନଙ୍କୁ ଆଉ ଥରେ ଆମେ କହି ଦେବୁ କି ପରବର୍ତି କାଳିଆ ରାଶି ଆଧାର ନମ୍ବର ସଂଯୋଗ ବ୍ୟାଙ୍କ୍ ଏକାଉଣ୍ଟ ରେ ପ୍ରଦାନ କରାଯିବ । ତେଣୁ ଆପଣ ମାନେ ନିଜର ବ୍ୟାଙ୍କ୍ ଏକାଉଣ୍ଟ ସହିତ ଆଧାର ସଂଯୋଗ କରନ୍ତୁ । ତେବେ ଆପଣ ମାନଙ୍କ ଖାତା ରେ ଜମା ହୋଇଯିବ ଆଗାମୀ ଆସିବାକୁ ଥିବା 2 ହଜାର ଚଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।