ପ୍ରେମରେ ତୁମକୁ ଯଦି କାନ୍ଦିବାକୁ ପଡୁଛି ଦୁଃଖି ହେବାକୁ ପଡୁଛି ଏହା କର?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଆମେ କାହାକୁ ଅଧିକ ଭଲ ପାଇଥାଏ ସେତେ ବେଳେ ତା ପାଇଁ ଆମର ଆଭଲେବିଲିଟି ଏବଂ ସପ୍ଲାୟ ବହୁତ ବଢିଯାଏ । ଜାହା ଫଳ ରେ ସେ ଆମର ଡିମାଣ୍ଡ କରେନି ଆମର କେୟାର କରେନି ତା ପାଖରେ ଆମର ଭେଲ୍ୟୁ ଦିନ କୁ ଦିନ କମିବାରେ ଲାଗେ । ଆପଣ ମାନଙ୍କ ସହିତ ଏହି ପରି ହେଉଛି ତେବେ ଏହି ପରି ସିଚ୍ୟୁଏସନ୍ ରେ ଆପଣ ମାନଙ୍କୁ କଣ କରିବା ଦରକାର ।

ପ୍ରଥମେ ହେଲା ମେଣ୍ଟେନ କର ନିଜର ଏଭେଲିବିଲିଟି କୁ । ବନ୍ଧୁଗଣ ମାର୍କେଟ ର ଗୋଟେ ଫଣ୍ଡା ହେଲା ଯେଉଁ ଜିନିଷ ଏଭେଲିବିଲିଟି ଯେତେ ବଢିଯାଏ । ତାର ଡିମାଣ୍ଡ ସେତେ କମିଯାଏ । ସେହି ପରି ଆପଣଙ୍କୁ ଯଦି ଲାଗୁଛି ଆପଣଙ୍କର ଭେଲ୍ୟୁ କରାଯାଉ ନାହିଁ । ତା ପାଖରେ ଆପଣଙ୍କ ର ଇମ୍ପଟାନ୍ସ ନାହିଁ ଆପଣଙ୍କ ଫିଲିଙ୍ଗ୍ସ ର କିଛି ବି ମୂଲ୍ୟ ନାହିଁ ତ ତେବେ ଆପଣ ମାନଙ୍କ ସପ୍ଲାୟ ଆପଣ ମାନଙ୍କୁ କମ୍ କରିବାକୁ ପଡିବ ।

love

ତେବେ ଦୁଇରେ ଆପଣ ନିଜର ଭେଲ୍ୟୁ କୁ ବିଝନ୍ତୁ । ଯଦି ବୁଝନ୍ତି ତେବେ ଆପଣ ଆପଣଙ୍କ ରିଲେସନ ସିପ୍ ବହୁତ ଭଲ ରହି ପାରିବ । ହେଲେ ଯେଉଁ ମାନଙ୍କ ପାଖରେ ଆପଣଙ୍କ ଭେଲ୍ୟୁ ନ ଥାଏ ଆପଣଙ୍କୁ କାହିଁକି ଲାଗେ ଯେ ଦିନ ଆଲିବ ସେହି ମଣିଷ ପାଖରେ ମୋ ଭେଲ୍ୟୁ ବହୁତ ବଢିଯିବ । ତେବେ ଏମିତି ଭାବବା ଆପଣଙ୍କର ବହୁତ ବଡ ଭୁଲ ଅଟେ । ଯଦିବି ସେ ଏମିତି କରୁଥିବ ତେବେ ସେ ଆପଣଙ୍କୁ କେବଳ ଖୁସି ଦେଖେଇବା ପାଇଁ ଦେଖେଇ ହେଉଥିବ । ହେଲେ ଏହିଥିରେ ରିଲେସନସିପ୍ ର କୈଣସି ମହତ୍ୱ ନଥାଏ ।

ତେବେ ଆପଣଙ୍କୁ ପ୍ରଥମେ ଜାଣିବା କୁ ହେବ ଯେ ଆପଣଙ୍କର ତା ପାଖରେ କେତେ ଭଲ୍ୟୁ ରହିଛି । ସେହି ପରି ତିନି ରେ ହେଲା ଷ୍ଟପ୍ ମେକିଂ ଫୁଲ ଇୟସେଲ୍ଫ୍ । ଆପଣ ମାନେ ରିଲେସନ୍ ସିପ୍ ରେ ସବୁ ପ୍ରକାରର ଚେଷ୍ଟା କରି ବିଫଳ ହୋଇଛନ୍ତି ତେବେ ଆପଣ ସେହି ମଣିଷ କୁ ନିଜ ଲାଇଫ୍ ରେ କଣ ପାଇଁ ରଖିଛନ୍ତି ଯେତେ ଶୀଘ୍ର ପାରୁଛନ୍ତି ତାହାକୁ ଆପଣ ମାନେ ନିଜ ଠାରୁ ଦୂରେଇ ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *