ମୁଁ ଜାଣିଥିଲି ଏମିତି ହେବ ବୋଲି , ସେଥିପାଇଁ ନାଲି କାଗଜରେ ଲେଖିଥିଲି ମୁଁ ,ଏମିତି କହିଲା ଗୋପାଳ

gopal

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଜାଣିଥିଲି ସେତେ ବେଳେ କଣ ଘଟିବ । ଯେତେ ବେଳେ ମୁଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରିଲି । ସେହିଥି ପାଇଁ ତ ଧଳା ଥିବା କାଗଜ ରେ ବଡ ବଡ ନାଲି ଅକ୍ଷର ରେ ଲେଖିଥିଲି ମୁଁ ଆଉ ତାକୁ ପ୍ୟକେଟ ରେ ପୁରେଇ ଥିଲି । ହଁ ବନ୍ଧୁଗଣ ଏମିତି କିଛି ସତ ମାନୁଛି ଗୋପାଳ ଆଉ ସେତିକି ବେଳେ ସରେଣ୍ଡର ସରେଣ୍ଡର କହି ହାତକୁ ଟେକି ଦେଇଥିଲା ଗୋପାଳ । କାରଣ ଗୋପାଳ ଜଣିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କୁ ଗୁଳି କରିବା ପରେ ଉତ୍ୟକ୍ତ ଲୋକ ମାନେ କଣ କରିବେ । ପାଖରେ ଥିବା ପୋଲିସ ପ୍ରଶାସନ କଣ କରିବ ।

ଏହି ସବୁ କିଛି କୁ ଆକଳନ କରିଥିଲା ଗୋପାଳ । କାରଣ ସେ ବି ପୋଲିସ ବାବୁ ଥିଲା । ହଁ ବନ୍ଧୁଗଣ ବର୍ତମାନ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ଗୋପାଳ କୁ ଜେରା କରୁଛି । ଆଉ ଏତିକି ବେଳେ ଗୋପାଳ ଗୋଟିଏ ପରେ ଗୋଟିଏ ସତ କଥା କହୁଛି । ଆଉ ଗୋପାଳ କହିବା କଥା ଯେଉଁ ଦିନ ମୁଁ ଘଟଣା ଘଟେଇ ଥିଲି ସେହି ଦିନ ମୁଁ ପୂର୍ବାନୁମାନ କରିଥିଲି ଘଟଣା ଘଟିବା ପରେ କଣ ହେବ ।

gopal 1

ସେହିଥି ପାଇଁ ତ ଧଳା ଥିବା କାଗଜ ରେ ବଡ ବଡ ନାଲି ଅକ୍ଷର ରେ ଲେଖିଥିଲି ମୁଁ ଆଉ ତାକୁ ପ୍ୟକେଟ ରେ ପୁରେଇ ଥିଲି କାଳେ ମତେ କହିବାକୁ ସୁଯୋଗ ମିଳିବ କି ନ ମିଳିବି ପାରେ । ଆଉ ଏ କଥା ବି କହୁଛି ଏହା ଆଗରୁ ମୁଁ ସ୍ୱାସ୍ଥ୍ୟ ମନ୍ତ୍ରୀ କୁ ମାରିବା ପାଇଂଁ ଦୁଇ ଦୁଇ ଥର ଚେଷ୍ଟା କରିଛି । ଦୁଇ ଥର ଫେଲ ହୋଇଛି ହେଲେ ତୃତୀୟ ଥରରେ ମୁଁ ପାସ କରିଛି । ସତରେ କଣ ଗୋଟିଏ ଗୁଳିରେ ମରିଗଲେ ମନ୍ତ୍ରୀ ନବ ଦାସ ବୋଲି କହିଛି ଗୋପାଳ ।

ଆଉ ହ-ତ୍ୟା କାଣ୍ଡ ଘଟିବା ସମୟ ରେ ଧସ୍ତା ଧସ୍ତି ସମୟ ରେ କିଏ ତାକୁ ଏପଟୁ ଟାଣୁ ଥିଲା କିଏ ତାକୁ ସେପଟରୁ ଟାଣୁ ଥିଲା କିଏ ପେଟରେ ଗୋଟେ ବିଧା ମାରୁଥାଏ । ସେତେ ବେଳେ ଅଭିଯୁକ୍ତ ଗୋପାଳ ହାତ ଉପର କୁ ଟେକି ଦେଇ ସରେଣ୍ଡର ସରେଣ୍ଡର ବୋଲି ଚିତ୍କାର କରୁଥାଏ । ହଁ ବନ୍ଧୁଗଣ ଏମିତି କିଛି ସତ କଥା କହୁଛି ଗୋପାଳ । ଆଉ ଏହାରି ମଧ୍ୟରେ ଗୋପାଳ ର ମାନଶୀକ ସ୍ଥିତି ଯାଞ୍ଚ କରିବା ସହିତ ତାକୁ ପୁଣି ଥରେ ମାରାଥନ ଜେରା କରାଜାଇ ଥିବାର ଜଣା ପଡିଛି ତେବେ ଆଗକୁ ସିନ ଭେକେସନ ବି କରାଯିବାର ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *