ମୁଁ ଶାଶୂଘରେ ଡ୍ରେସପିନ୍ଧିଲେ ମୋତେ ଲାଗୁଛି ମୁଁ ଯେମିତି ବାହା ହେଇନି :ମି ପୁଚ୍ ପୁଚ୍

Mee Puch Puch

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସୁ ପରିଚିତ ମି ପୁଚ୍ ପୁଚ୍ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ଏହି ଦିନ ରେ ତାଙ୍କର ଏକ ସାକ୍ଷାତକାର ରେ ସେ କହିଛନ୍ତି ଯେ ଶାଶୁ ଘରେ ସେ ବହୁତ ଖୁସୀରେ ରହିଛନ୍ତି । ମେମ୍ ଶାଶୁ ଘରେ ଆପଣ ଙ୍କ ସାଢୀ ପିନ୍ଧିବା ନେଇ କିମ୍ବା ଓଢଣା ଦେବା ନେଇ କିଛି ପ୍ରଶ୍ନ କରିଛନ୍ତି । ନାଇଁ ମୋ ଶସୁର ଙ୍କ ଅନୁସାରେ ଯେକୈଣସି ସ୍ଥାନରେ ସାଢୀ ର ବ୍ୟବହାର କରିବା ନୁହେଁ ବରଂ ଯେକୈଁସି ଡ୍ରେସ୍ ହେଉ ତାହାର ଭଦ୍ରତା ଥିବା ଜରୁରୀ ଅଟେ ।

ଆଉ ମୁଁ ନିହାତି ସାଢୀ ପିନ୍ଧିଲେ ଯେ ନ୍ୟୁଲି ମେରେଡ୍ ଦେଖାଯିବି ସେମିତି କିଛି ନୁହେଁ । ବରଂ ଘର ଲୋକ ମାନଙ୍କର ଏହି କଥା କହିବା ଜରୁରୀ ଅଟେ ଯେ ତୁମେ ଯେଉଁଥିରେ କମ୍ଫଟେବୁଲ ସେହି ତାହାହିଁ ବ୍ୟବହାର କର । ସାର ଆପଣଙ୍କ ପାଇଁ ମ୍ୟାମ୍ ସାଗ ବନେଇଥିଲେ । ଆପଣ ଖାଇଲେ କେମିତି ଲାଗିଲା ହଁ ବହୁତ ଭଲ ହୋଇଥିଲା । ଆଉ ସାଗ ଖାଇ ମୁଁ ଶୋଇ ପଡିଥିଲି । ନାଇଁ ସେ ଟିକେ ମିଛ କୁହନ୍ତି ।

Mee Puch Puch

ଏକ ରେ ତ ସେ ଶୋଇନଥିଲେ ବରଂ ସେ ଲାପଟପ୍ ଧରି ବସିଥିଲେ । ତୁମେ ମିଛ ଏଠାରେ କଣ ପାଇଁ କହିଲ । ଦେଖନ୍ତୁ ମୁଁ ଚାରି ପାଞ୍ଚ ଦିନ ତଳେ ଶାଗ ଖାଇଥିଲି । ତା ବୋଲି ମୁଁ କେତେ ବେଳେ କଣ କେମିତି ଖାଇଲି ସେହି ସବୁ କୁ ମନେ ରଖିବି । ଚାରି ପାଞ୍ଚ ଦିନ କଥାକୁ ମନେ ରଖୁନାହାଁନ୍ତି ଆଉ ସାରା ଜିବନ ମତେ ମନେ ରଖବେ କଣ ।

ହଁ ମେମ୍ ଆପଣ ଏବେ ଶାଶୁ ଘରେ ରହୁଛନ୍ତି ବାପା ଘରକୁ କେତେ ମନେ ପକାଉଛନ୍ତି । ହଁ ବହୁତ ମନେ ପକାଉଛି । ହେଲେ ସେ ବି ଗୋଟେ ପରିବାର ଥିଲା ଏ ବି ଗୋଟେ ପରିବାର ତେଣୁ ଦୁହିତା ଦୁଇ କୂଳକୁ ହିତା କଣ କରିବି । ତେବେ ଦୁଇ ପରିବାକୁ ମୁଁ ଭଲ ପାଏ କେତେ ବେଳେ ଏଠି ତ କେତେ ବେଳେ ସେଠି ଜାଇ ରହି ଯାଉଛି ଆଉ କଣ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *