ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ନବଦାସ ଙ୍କୁ ମାରିନି ମୁଁ କେବଳ ନିିମିତ ମାତ୍ର ନବଦାସ ଙ୍କ ମୃ-ତ୍ୟୁ ମୋ ହାତରେ ହୋଇଛି ସତ ହେଲେ ନବ ଦାସ ଙ୍କୁ ମୁଁ ମାରିନି । ମୁଁ ଥିଲି କେବଳ ନିମିତ ମାତ୍ର । ଏହା ପଛରେ ଥିଲା ଇଶ୍ୱର ଙ୍କ ଇଚ୍ଛା ଏହା ପଛରେ ଥିଲା ନିଅତି ଏହା ପଛରେ ଥିଲା କାଳ ଚକ୍ରର ଏହି ଭଳି ଏକ ନିଅତି ଜାହାକୁ ଏଡେଇ ଦିଆ ଜାଇ ନପାରେ । ମାନୁଛି ମୋ ହାତରେ ନବଦାସ ଙ୍କ ମୃ-ତ୍ୟୁ ହୋଇଛି ହେଲେ ନବଦାସ ଙ୍କୁ ମୁଁ ମାରିନାହିଁ । ମୁଁ ଥିଲି କେବଳ ନିମିତ ମାତ୍ର ।
ଭାଗବତ ଗୀତାର ପଠନ କରି ଚାଲିଛି ଗୋପାଳ । ସେଲ ନଂ 3 ମଧ୍ୟରେ ଆଉ ଏହା ମଧ୍ୟରେ ପ୍ରତି ଟି ଶୋଳ୍କ କୁ ବିଧି ବଧ ଭାବେ ବୁଝିବାକୁ ଚେଷ୍ଟା କରୁଛି ଗୋପାଳ । ଶ୍ରୀ କୃଷ୍ଣ ଯେତେ ବେଳେ କୁରୁକ୍ଷେତ୍ର ରେ ଅର୍ଜୁନ ଙ୍କ ମାର୍ଗଦର୍ଶନ କରିଥିଲେ । ଯେତେ ବେଳେ ଠିକ୍ ଭୁଲ ଏବଂ ଯେତେ ବେଳେ ଅର୍ଜୁନ ଗାଣ୍ଡିବ ଛାଡି ଦେଇଥିଲେ । ଯେତେ ବେଳେ ମୋ ପରିବାର ଭାବିଥିଲେ ଯେ ଏମାନେ ମୋ ପରିବାର ବର୍ଗ । ମୁଁ ସେମାନଙ୍କୁ କାହିଁକି ହ-ତ୍ୟା କରିବି ।
ସେତେ ବେଳେ ଶ୍ରୀ କୃଷ୍ଣ ଯେଉଁ ଭଳି ଭାବେ ଅର୍ଜୁନ ଙ୍କ ମାର୍ଗ ଦର୍ଶନ କରିଥିଲେ । ଏବଂ ସେହି ଶୋଳ୍କ ରେ ଏତିକି ଥିଲା ଯେ ଅର୍ଜନ ତୁମେ କାହାକୁ ମାରୁ ନାହଁ । ସବୁ କିଛି ମୁଁ କରୁଛି । ଆଉ ଏବେ ଏହାକୁ ନେଇ ଗୋପାଳ ଭାବୁଛି ଯେ ଏହି ସବୁ ଜାହାବି ହୋଇଗଲା ସେହି ସବୁ ଇଶ୍ୱର ଙ୍କ ନିଅତି ଥିଲା । କିଏ କେତେ ବେଳେ ଜନ୍ମ ହେବ କାହାର କେତେ ବେଳେ ମୃ-ତ୍ୟୁ ହେବ । କିଏ କେଉଁ ରୂପରେ କେଉଁ ଯୋନି ରେ କେଉଁ ଘଟରେ ଏହି ଜିବନ କୁ ବିଳାଶ କରିବ ଆଉ ଲୀଳା ତ୍ୟାଗ କରିବ । ସବୁ କେବଳ ସେହି ଉପର ବାଲା ହାତରେ ହିଁ ଲେଖା ରହିଛି ।
ଚୈଦ୍ୱାର ଜେଲ ର ମଙ୍ଗଳ କାରାଗାର ମଧ୍ୟରେ ଭାଗବତ ଗୀତାରେ ଏବେ ତଲ୍ଲୀନ ରହିଛି ଗୋପାଳ । ଆଉ ସେ ଏବେ ସବୁ ଶୋଳ୍କ ସବୁ ପଢୁଛି ଏବଂ ସବୁ କିଛି ବୁଝିବା ପାଇଁ ଚେଷ୍ଟା କରୁଛି । ମାନୁଛି ସେ ଭୁଲ କରିଛି ହେଲେ ଏହା ପଛରେ କଣ କେବଳ ତାର ହିଁ ଭୁଲ ରହିଛି । ନାଁ ଏହା ପଛରେ ରହିଥିଲା କିଛି ଦୈବି ନିୟତି ପୂର୍ବ ନିର୍ଦ୍ଧାରିତ ସଂଯୋଗ ମାତ୍ର ଯେଉଁଥିରେ ସେ କେବଳ ନିମିତ ହୋଇ ରହିଛି ।
ଆଉ ତା ହାତରେ ନବ ଙ୍କ ମୃ-ତ୍ୟୁ ହୋଇଛି ନାଁ ଡାକ୍ତର ବଞ୍ଚେଇ ପାରିଲେ ନାଁ ହିଁ କେହି କିଛି କରି ପାରିଲେ । କଣ ଏହାକୁ ମାନି ନେବାକୁ ପଡିବ ଏହା କେବଳ ପୂର୍ବ ନିୟତି ଥିଲା ଏବଂ ଏବେ ନବଙ୍କ ମୃ-ତ୍ୟୁ ନେଇ କ୍ରାଇମ ବ୍ରାଞ୍ଚ ରିପୋର୍ଟ ଏବେ ଯାଏ ହସ୍ତଗତ ହୋଇ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।