ଏଭଳି ଗୋଟିଏ ପୋକର ଦାମ୍ ଜାଣିଲେ ହୋସ୍ ଉଡିଯିବ.. ଅଡି, ବିଏମଡବ୍ଲ୍ୟୁ କାର ଠାରୁ ବି ଅଧିକ ଦାମ

poka

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆଁ ର ସବୁଠୁ ଦାମୀ କୀଟ ଦାମ୍ ଜାଣିଲେ ହୋସ ଉଡିଯିବ । ଓଡି, BMW ସହିତ ସମାନ ଏ ହେଉଛି ଦୁନିଆଁ ର ସବୁଠୁ ଦାମୀ ପୋକ ଏହି ପୋକର ଦାମ୍ କୋଉ ଲଗ୍ଜରିୟସ୍ ଗାଡିଠୁ କମ୍ ନୁହେଁ । ଓଡି, BMW ପରି ବିଳାସ ପୂର୍ଣ୍ଣ କାର ସହିତ ସମାନ ଆପଣ ମାନେ ସୁଣି ହୁଏତ ଆଶ୍ଚର୍ଯ୍ୟ ହେବେ ପୋକର ଦାମ୍ ଟି କୋଟି କୋଟି । ବିଶ୍ୱାସ ନହେଲେ ବି କୋଟି କୋଟି କିଛି ବର୍ଷ ପୂର୍ବେ ଏହି ପୁକ କୁ ଜାପାନି ବ୍ରିଟର 89 ହଜାର ଡଲାର ରେ ବୀକ୍ରି କରିଥିଲେ । ଅର୍ଥାତ 73 ଲକ୍ଷ ଟଙ୍କା ।

କୁହାଯାଏ ଯେ ପୃଥିବୀ ରେ ଉପସ୍ଥିତ ଥିବା ଛୋଟ , ବିରଳ ପ୍ରଜାତୀ ର ପୋକ ମଧ୍ୟରେ ଏହି ପୋକ ହେଉଛି ଅନ୍ୟତମ । ଆଉ ଏହି ପୋକର ନାମ ହେଲା ଷ୍ଟେପ୍ ବିଟଲ । ସବୁଠୁ ଖାସ କଥା ହେଲା ଏହି ପୋକ କୁ ପାଳିବା ପାଇଁ ଲୋକେ ଲକ୍ଷ ଲକ୍ଷ କୋଟିର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ପୋକର ଖାସିୟତ କଣ ଯେଉଁଥି ପାଇଁ ଲୋକ ମାନେ ଏତେ ଟଙ୍କା ପାଣି ପରି ବୁହାଇବା କୁ ପ୍ରସ୍ତୁତ ଅଟନ୍ତି ।

poka

ଏହି ପୋକର ଖାସିୟତ ହେଲା ଯଦି ଏହା କାହାକୁ ମିଳିଯାଏ ତେବେ ରାତା ରାତି ଏହି ପୋକ କୋଟିପତି ବନେଇ ଦେଇଥାଏ । ଏହି ପୋକରେ ରହିଛି ଅନେକ ଔଷଧିୟ ଗୁଁ ଜାହା ମେଡିସିନ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଆଉ ଏହିଥି ପାଇଁ ଏହି ପୋକର ମୂଲ୍ୟ ଏତେ ଅଧିକ । ଏହି ପୋକ ଅଧିକ ଥଣ୍ଡା ସହ୍ୟ କରି ନପାରିବାରୁ ଏହା ବର୍ତମାନ ସମୟ ରେ ବିଲୁପ୍ତ ହେବାକୁ ବସିଲାଣି ।

ତେବେ ଏହି ପୋକକୁ ଦେଖିବା ପାଇଁ ସେମାନଙ୍କର ଦୁଇଟି କଳା ସିଙ୍ଘ ରହିଛି ସେହି ଗୁଡିକ ପ୍ରାୟ 100 ରୁ 5 ଇଞ୍ଚ ମଧ୍ୟରେ ଏହା କେବଳ ଗରମ ସ୍ଥାନରେ ମିଳେ ଥଣ୍ଡା ହେଲେ ଏହି ପୋକ ମରିଯାଏ । କେବଳ ଏତିକି ନୁହେଁ ଏହି ପୋକ ପ୍ରାୟ 7 ବର୍ଷ ଧରି ବଞ୍ଚି ରହିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *