ଲାଇଭ ରେ ହନିମୁନ ରାତିର କଥା କହିଦେଲେ ହିରୋଇନ ରିୟା । ଦେଖନ୍ତୁ ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚୁଲବୁଲୀ ଏବଂ ନଟିକଟି ହିରୋଇନ ରିଆ ଓଲିଉଡ ର ସୁନ୍ଦରୀ ହିରୋଇନ୍ ରିଆ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ସେ ଏହି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ରିଆ ନିଜ ଶାଶୁ ଘରେ ବହୁତ ଖୁସୀରେ ରହିଥିବାର ମଧ୍ୟ ନଜର ଆସିଛନ୍ତି ।

ତେବେ ନିକଟ ରେ ହୋଇଥିବା ବିବାହ ରେ ଓଲିଉଡ ର ବହୁତ କଳାକାର ମାନେ ଯୋଗ ଦେଇଥିବା ବେଳେ ସେ ଜଣେ ସୋପ୍ଟୱିଆର ଇଂଞୀନିୟ ଙ୍କୁ ବିବାହ କରିଛନ୍ତି । ବହୁତ ଦିନର ଭଲ ପାଇବା ପରେ ନିକଟ ରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ମାତ୍ର 17 ବର୍ଷ ବୟସ ରେ ଓଲିଉଡ ରେ ପାଦ ଥାପି ଥିଲେ ରିଆ ଏବଂ ରିଆ ଙ୍କ ପ୍ରଥମ ଫିଲ୍ମ ଥିଲା ପ୍ରେମ ଅଢେଇ ଅକ୍ଷର ଏବଂ ଏହି ଫିଲ୍ମ ରେ ତାଙ୍କୁ ଏଗ୍ନେଷ୍ଚ ରେ ବାବୁସାନ୍ ଙ୍କୁ ଦେଖିବା ପାଇଁ ମିଳି ଥିଲା ।

ଆଉ ଏହି ଫିଲ୍ମ ଟି ସେହି ସମୟ ରେ ଜବର୍ଦୋସ୍ତ ହିଟ୍ ହୋଇ ଥିବା ବେଳେ ସେହି ସମୟ ରେ ଲୋକ ମାନେ ଏହାକୁ ବହୁତ ପରିମାଣ ରେ ପସନ୍ଦ କରି ଥିଲେ । ଏବଂ ପରେ ପରେ ରିଆ ତାଙ୍କର ଅଭିନୟ ବଳ ରେ ହିଁ ଏମିତି ବହୁତ ଭଲ ଫିଲ୍ମ ରେ କାମ କରି ଥିବାର ଦେଖିବା ପାଇଁ ମିଳି ଥିଲେ । ବର୍ତମାନ ସମୟ ରେ ରିଆ 26 ବର୍ଷ ର ଅଟନ୍ତି , ତାଙ୍କ ଭଉଣୀ ଙ୍କୁ ରିଆ ବହୁତ ଭଲ ପାଇ ଥାନ୍ତି ।

riya

ବର୍ତମାନ ସମୟ ରିଆ ଓଲିଉଡ ରେ ଜଣେ ଆଗ ଧାଡି ର ଅଭିନେତ୍ରୀ ହୋଇ ଥିବା ବେଳେ ଏହି ଦିନ ରେ ତାଙ୍କର ଇନଷ୍ଟାଗ୍ରାମ ରେ ଲାଇଭ ଆସିଥିଲେ ଜାହାର ଭିଡ଼ଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜର ଫେନ୍ ମାନଙ୍କ ସହିତ ମିଶି କଥା ହୋଇଥିଲେ ଏକ ନୂଆ ଫିଲ୍ମ ଜାହାର ନାମ ବନ୍ଦୀନୀ ଜାହାର ସୁଟିଂ ରେ ସେ ବହୁତ ପରିମାଣ ରେ ବର୍ତମାନ ସମୟ ରେ ବ୍ୟସ୍ତ ରହିଛନ୍ତି ।

ଜାହାର ସୁଟିଂ ରେ ଏବେ ସେ ବହୁତ ପରିମାଣ ରେ ବ୍ୟସ୍ତ ରହିଛନ୍ତି । ଏବଂ ନିଜର ଫେନ ମାନଙ୍କୁ କହିଛନ୍ତି ଏହି ଫିଲ୍ମ ହଲ କୁ ଦେଖିବା ପାଇଁ ଯିବା ପାଇଁ । ଏବଂ କେମିତି ହୋଇଛି ତାହାର ମଧ୍ୟ ମତାମତ ସେ ନେବେ ବୋଲି କହିଛନ୍ତି । ଯେଉଁ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ତେବେ ଆପଣ ମାନଙ୍କୁ ବନ୍ଧୁଗଣ ରିଆ କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *