LIC କରିଛନ୍ତି କି ?ହୋଇଯାନ୍ତୁ ସାବଧାନ ..ବୁଡି ଯାଇପାରେ ଆପଣଙ୍କ ସବୁଟଙ୍କା

LIC

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଟଙ୍କା ରଖିଥିଲେ ସାବଧାନ ବୁଡି ଜାଇ ପାରେ ଜିବନ ସାରାର ଅର୍ଜିତ ଧନ । ଦେବାଳିଆ ହେବାରେ ଲାଗିଛି LIC । ଆପଣ ମାନେ LIC ରେ ଟଙ୍କା ରଖିଛନ୍ତି କି ଯଦି ଆପଣ ମାନେ LIC ରେ ଲାଇଫ ଇନସୁରାନ୍ସ ଭରୁଛନ୍ତି । ତେବେ ସାବଧାନ ହୋଇଜାଆନ୍ତୁ । ଆପଣ ମାନଙ୍କର ସବୁ ଟଙ୍କା ବୁଡି ଜାଇ ପାରେ । କାରଣ ଦେବାଳିଆ ହେବାରେ ଲାଗିଛି LIC ।

ଗୈତ୍ତମ ଆଦାନୀ ଙ୍କ ବର୍ବାଦୀ ଏବେ LIC ଉପରେ ପ୍ରଚୁର ପରିମାଣ ରେ ପ୍ରଭାବ ପକେଇଛି । ବିଶ୍ୱର ସର୍ବ ଶ୍ରେଷ୍ଟ 10 ଧନୀ ତାଲିକା ରୁ ବିଦା ହୋଇଜାଇଛନ୍ତି ଗୌତ୍ତମ ଆଦାନୀ । ଦ୍ୱତିୟ ରୁ ଖସି ପ୍ରଥମେ 8 ନମ୍ବର ରେ ରହିଥିଲେ ଏହା ପରେ ଏବେ 11 ନମ୍ବର ରେ ରହିଛନ୍ତି ଆଦାନୀ । ଯଦି ଦେଖିବା 10 ନମ୍ବର ସ୍ଥାନର ରହିଛନ୍ତି ମୁକେଶ ଆମ୍ବାନୀ । ହିଡେନ ବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଦୁଇ ଦିନରେ ଆଦାନୀ ସମୁହ ର ପ୍ରାୟ 4 ଲକ୍ଷ ଟଙ୍କା କ୍ଷେତି ହୋଇ ସାରିଲାଣି ।

LIC

ନିବେଶକ ମାନେ ସେମାନଙ୍କ ଟଙ୍କା ଆଦାନୀ ସମୁହ ରୁ ବାହାର କରି ନେଉଛନ୍ତି । ଏହାରି ମଧ୍ୟରେ ଦେଶର ସର୍ବ ବୃହତ ନିବେଶକ ତଥା ଜିବନ ବିମା ନିଗମ LIC ମଧ୍ୟ ପ୍ରଭାବିତ ନିଗମ ମାନଙ୍କ ମଧ୍ୟରୁ ଅନ୍ୟତମ ଆଦାନୀ ଗୃପ ସେୟାର ରେ LIC ର ମିଳିତ ସେୟାର 27 ଜାନୁଆରୀ 2023 ରେ 62 ହଜାର 621 କୋଟି କୁ ଖସି ଆସିଛି । 24 ଜାନୁଆରୀ 2023 ରେ ଏହା 81 ହଜାର 668 କୋଟି ଟଙ୍କା ଥିଲା । ଅର୍ଥାତ 2 ଟି ବାଣିଜ୍ୟ ଦିବସ ରେ LIC 18 ହଜାର 618 କୋଟି ଟଙ୍କା କ୍ଷେତି ସହିଛି ।

ଏସକ୍ୟୁଟିଟି ଆଧାରେ ଜଣା ପଡୁଛି ଯେ ଡିସେମ୍ବର 21 2022 ସୁଧା LIC ଆଦାନି ଏଣ୍ଟର୍ପ୍ରାଇଜେସ୍ , ଆଦାନି ଗ୍ରୀନ ଏନର୍ଜି , ଆଦାନି ପୋର୍ଚ , ଆଦାନି ଟୋଟାଲ ଗ୍ୟାସ , ଆଦାନି ଟ୍ରାନ୍ସମିଶନ ଏବଂ ନିକଟ ରେ ଅଧିଗ୍ରହଣ ହୋଇଥିବା ସିମେଣ୍ଟ ପ୍ରମୂଖ ଅମ୍ବୁଜା ସିମେଣ୍ଟ ଏବଂ ଏସିସି ରେ 1 ପ୍ରତିଶକ ରୁ ଅଧିକ ଅଶଂ ଧନ ରହିଛି ।

ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନ ରେ ଏହି ସବୁ କମ୍ପାନୀ ଗୁଡିକ ର ଅଶଂଧନ 19 ପ୍ରତିଶତ ରୁ 27 ପ୍ରିତିଶତ ମଧ୍ୟରେ ହ୍ରାସ ପାଇଛି । ତେବେ କମ୍ପାନୀ ର ପ୍ରବକ୍ତା ଜଗସିନ୍ଦର ସିହଂ କହିଛନ୍ତି ଯେ ଏହି ରିପୋର୍ଚ ଭିତ୍ତିହୀନ ଏହା ଆଦାନି ଗୋଷ୍ଟି କୁ ବଦନାମ କରିବା ପାଇଁ ଯୋଜନା ମୂଳକ ଅଟେ । ଏହି ରିପୋର୍ଟ ରେ ଅନେକ ଭୁଲ କଥା କୁହାଜାଇଛି ଜାହାର କୈଣସି ଆଧାର ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *