ବନ୍ଧୁ ଖୋଲିଦେଲେ ଗୁମର, ଗୋପଳଙ୍କୁ ଚାପୁଡା ମାରିଥିଲେ ନବ ଦାସ ,ତାହାର ପ୍ରତିଶୋଧ ନେଲା ଗୋପାଳ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ପ୍ରତିଶୋଧ ନିଆଁ ରେ ଜଳୁଥିଲା ଗୋପାଳ । ଚାପୁଡା ମାରିବା ନବଙ୍କୁ ପଡିଗଲା କି ଭାରି । ଗୋପାଳ ପାଗଳ ନଥିଲା କେବଳ ମୁଣ୍ଡରେ ଥିଲା ପ୍ରତିଶୋଧ ର ନିଆଁ । ସମୟ ଏବଂ ସୁଯୋଗ ଅପେକ୍ଷା ରେ ଥିଲା ଅଭିଯୁକ୍ତ ଗୋପାଳ । ଠିକ୍ ସମୟ ବି ଆସିଲା ସୁଯୋଗ ବି ଆସିଲା ଗୁଳି କରି ପ୍ରତିଶୋଧ ବି ନେଲା । ନବଦାସ ଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତି ରେ ହଟଚମଟ ସୃଷ୍ଟି ହୋଇଛି ।

ଦିନ ଦ୍ୱପ୍ରହର ରେ ମନ୍ତ୍ରୀ ନବଦାସ ଙ୍କୁ ହ-ତ୍ୟା କରାଗଲା । ଯାହା ଆଇନ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ । ବିରୋଧୀ ଏବେ ସରକାର ଙ୍କୁ ଘେରିଛନ୍ତି । ଜଣେ ପୋଲିସ ଅଧିକାରୀ ହୋଇ ଯଦି ମନ୍ତ୍ରୀ ଙ୍କ ହ-ତ୍ୟାର କାରଣ ହୋଇ ପାରିଲା । ତାହାଲେ ଜନ ସାଧାରଣ ଙ୍କ ପାଇଁ ସୁରକ୍ଷା କେତେ କଡା । ଏହି ଘଟଣା ପରେ ଅନୁମାନ କରାଯାଉଛି । ସେପଟେ ହ-ତ୍ୟା କରିଥିବା ଗୋପାଳ କୁ ପୋଲିସ ଗିରୋଫ କରିଛି । ହେଲେ ଗୋପାଳ ମାନଶୀକ ରୋଗୀ କି ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

gopal 1

ଏହା ସହିତ କାହିଁକି ଗୋପାଳ ନବଙ୍କୁ ଗୁଳି କଲେ ତାହାବି ତଥ୍ୟ ଲାଗି ପାରିନି କ୍ରାଇମ ବ୍ରାଞ୍ଚ ହାତରେ । ହେଲେ ଗୋପାଳ ର ବନ୍ଧୁ ଏକ ବଡ ଖୁଲାସା କରିଛନ୍ତି ସେ କହିଛନ୍ତି ଯେ ଗୋପାଳ ଚାପୁଡା ର ଜବାବ ଗୁଳି ରେ କରିଛି । ସର୍ବସାଧାରଣ ରେ ନବ ଦାସ ତାଙ୍କୁ ଚାପୁଡା ଉପରେ ଚାପୁଡା ମାରିଥିଲେ । କେବେ ଠାରୁ ପ୍ରିତିଶୋଧ ନିଆଁ ରେ ଜଳୁଥିଲା ଗୋପାଳ ସମୟ ସୁଯୋଗ ଦେଖି ପ୍ରତିଶୋଧ ନେଇଗଲା ଗୋପାଳ ।

ସୂଚନା ଅନୁସାରେ ନବଦାସ ଯେତେ ବେଳେ କଂଗ୍ରେସ ର ବିଧାୟକ ଥିଲେ । ସେତେ ବେଳେ ଗୋପାଳ କୁ ସର୍ବ ସମ୍ମୁଖ ରେ ଚାପୁଡା ମାରିଥିଲେ ବୋଲି କହିଛନ୍ତି ଗୋପାଳ ର ସାଙ୍ଗ । ଯଦି ଗୋପାଳ ର ବନ୍ଧୁ ସତ କହିଥାନ୍ତି ତେବେ ଏହା ତଦନ୍ତ ସାପେକ୍ଷ । ଏହି ଅପମାନ ର କଥା ଗୋପାଳ ବାଲ୍ୟ ବନ୍ଧୁ ଙ୍କ ଆଗରେ ସବୁ କହିଥିଲେ । ଗୋପାଳ ର ବନ୍ଧୁ କହିଛନ୍ତି ସେ ଜଣେ ବହୁତ ଭଲ ପିଲା । ତାଙ୍କର କୈଣସି ମାନଶୀକ ରୋଗ ନାହି ।

ଅନ୍ୟ ପଟରେ ନବ ଙ୍କ ପରେ ପାୱର ଫୁଲ ମନ୍ତ୍ରୀ ଙ୍କ ମନରେ ଏବେ ଛନ୍ନକା । କାରଣ ପାୱରଫୁଲ ବିଧ୍ୟାୟକ ଏବଂ ତାଙ୍କର ପିଓସ କୁ ନେଇ ଏବେ ଚର୍ଚ୍ଚା । କାରଣ ପାୱରଫୁଲ ମନ୍ତ୍ରୀ ଏବଂ ବିଧ୍ୟାୟକ ଆଗରୁ ମଧ୍ୟ ସେମାନେ ନିଜର ପିଓସ କୁ ବହୁତ ଅପମାନ ଦେଇଛନ୍ତି । କେତେବେଳେ ଗାଡି ରୁ ଉହ୍ଲାଇ ଦେଇଥିବାବେଳେ ଆଉ କେତେକ ଙ୍କୁ ଅପମାନ । ତେବେ ଆଗକୁ ଗୋପାଳ ଙ୍କ ପରି ଅନ୍ୟ ବିଧ୍ୟାୟକ ଙ୍କ ପାଳି ପଡିବନି ତ ? ଏହାକୁ ନେଇ ଏବେ ସବୁ ପାୱର ଫୁଲ ମନ୍ତ୍ରୀ ଙ୍କ ମନରେ ଏବେ ଛନ୍ନକା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *