ଗୁଲୁଆ ହ୍ୟୁମାନ ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ

Gulua

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୋକପ୍ରିୟ ହାସ୍ୟ ଅଭିନେତା ଗୁଲୁଆ ଏବଂ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ନିକଟରେ ନିଆଡି ଠାରେ ଏକ ମହାଉତ୍ସବ ଅନୁଷ୍ଠିତ ହୋଇଥିଲା । ମହୋତ୍ସବକୁ ଏହି ଦୁଇ ଜଣକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଗୁଲୁଆକୁ ନେଇ ଏବଂ ହ୍ୟୁମାନଙ୍କୁ ନେଇ ଏକ ଭିଡିଓ ବେଶ୍ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଅଭିନେତା ଗୁଲୁଆ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ସେହି ଭିଡିଓ ମାଧ୍ୟମରେ ହ୍ୟୁମାନ ସାଗରଙ୍କୁ ନେଇ କିଛି କଥା ତାଙ୍କ ଦର୍ଶକଙ୍କ ମାନଙ୍କୁ କହିଛନ୍ତି ଯେ ତାଙ୍କୁ ନିଆଳି ମହୋତ୍ସବକୁ ଡକାଯାଇଥିଲା । ଏବଂ ସେଠାକୁ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କୁ ମଧ୍ୟ ଡକାଯାଇଥିଲା । କିନ୍ତୁ ସେ ସେଠାରେ ଗୋଟେ ଥର ଷ୍ଟେଜକୁ ଆସିବା ପରେ ତାଙ୍କୁ ପଇସା ଦେଇ ଚାଲିଯିବାକୁ କୁହାଯାଇଥିଲା ।

gulua

ସେ ହଠାତ୍ ଏ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଏବଂ ସେଠିକା ଟିମ୍ ମେମ୍ବରସକୁ ପଚାରିଥିଲେ ଏବଂ ସେ ଜାଣିବା ପାଇଁ ପାଇଥିଲେ କି ତାଙ୍କୁ ମନା କରାଯାଇଛି ଷ୍ଟେଜ କୁ ଯିବା ପାଇଁ ଏବଂ ଲୋକପ୍ରିୟ ହ୍ୟୁମାନ ସାଗର ଡିମାଣ୍ଡ କରିଛନ୍ତି ଯେ ଯଦି ଷ୍ଟେଜକୁ ଗୁଲୁଆ ଆସୁଛନ୍ତି ତାହାଲେ ହ୍ୟୁମାନ ସାଗର ଆସିବେ ନାହିଁ । ଗୁଲୁଆ ଯଦି ଷ୍ଟେଜକୁ ଆସିବେ ତାହାଲେ ମୁଁ ଷ୍ଟେଜକୁ ଯିବି ନାହିଁ ବୋଲି ଡିମାଣ୍ଡ କରିଥିଲେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ।

ଏସବୁ ଶୁଣି ଅଭିନେତା ଗୁଲୁଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ଗୁଲୁଆ ସେ ଟିମ୍ ମେମ୍ବରସ ମାନଙ୍କୁ ଅନୁରୋଧ କରଥିଲେ ସେ ଷ୍ଟେଜକୁ ଆସିବେ କାହିଁକି ନାଁ ତାଙ୍କର ଅନେକ ଦର୍ଶକ ସେଠାକୁ ଆସିଥିବେ ତାଙ୍କର ହାସ୍ୟ ଅଭିନୟ ଦେଖିବା ଆଶାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *