ଚୌଦ୍ୱାର ଜେଲରୁ ସିଧା ଆମେରିକା ଯିବ ଗୋପାଳ, ସେଠାରେ ଗୋପାଳ ଠାରୁ ତଥ୍ୟ ଆଦାୟ କରିବ FBI

fbi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ ଯିବ ଆମେରିକା ଚୈଦ୍ୱାର ଜେଲ ରୁ ସିଧା ଇୟୁନାଇଟେଡ ଷ୍ଟେଟ୍ ଆମେରିକା ଯିବ । ସେଠାରେ ହେବ ନବ ଦାସ ହ-ତ୍ୟା ର ସଢଯନ୍ତ୍ର ର ତଦନ୍ତ । ଆମେରିକା ର FBI ସଂସ୍ଥା କରିବ ଏହି ତଦନ୍ତ । ଏହି ହ-ତ୍ୟା-କାଣ୍ଡ କୁ ନେଇ ପ୍ରଥମେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିଥିବା ବେଳେ ଏହାର ହ-ତ୍ୟା ସଢଯନ୍ତ୍ର ଖୋଜିବାରେ ବିଫଳ ହୋଇଥିଲା । ସେହିଥି ପାଇଁ ଏବେ FBI ର ସାହଯ୍ୟ ଲୋଡା ଜାଇଛି ।

ନବ ଦାସ ଙ୍କ ହ-ତ୍ୟା ମାମଲା ରେ FBI ର ସାହାଯ୍ୟ ଲୋଡା ଜାଇଛି ବୋଲି ମୂଖ୍ୟ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି । ତେବେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆମେରିକା ର ତଦନ୍ତ କାରୀ ସଂସ୍ଥା FBI ର ସହାୟତା ଲୋଡା ଜାଇଛି । ତେବେ ଓଡିଶା ରେ ହତ୍ୟା ହେଲା ଏବେ ଆମେରିକା ରେ ହୋଇପାରେ ତଦନ୍ତ । ନହେଲେ ଆମେରିକା ରୁ ଓଡିଶା କୁ ଆସିବେ FBI ତଦନ୍ତ କାରୀ ସଂସ୍ଥା । ଗୋପାଳ ଆମେରିକା ଯିବ ନହେଲେ FBI ଏଠାକୁ ଆସି ତଦନ୍ତ ର ସାମ୍ନା କରିବ ।

gopal 1

ସବୁଠାରୁ ବଡ କଥା ହେଲା କ୍ରାଇମ୍ ବ୍ରାଞ୍ଚ ପ୍ରଥମେ 5 ଦିନ ଗୋପାଳ କୁ ରିମାଣ୍ଡ ରେ ନେଇଥିଲା । ନିଜ ପାଖରେ ଖିଆଇ ପିଆଇ ରଖିଥିଲା । ଗୁଜୁରାଟ କୁ ନେଇ ଗୋପାଳ କୁ ବେହୋସ ଇଂଞେକ୍ସନ ଦିଆଜାଇ ତା ନାର୍କୋ ଟେଷ୍ଟ ମଧ୍ୟ କରାଗଲା । ହେଲେ ଏବେ ଯାଏ ସତ କଣ ପଦାକୁ ଆସି ପାରିଲା ନାହିଁ । ଆଉ ଏବେ ସୁଣିବାକୁ ମିଳିଛି ଗୋପାଳ କୁଆଡେ ଆମେରିକା ଯିବ । ଆଉ ସେଠାରେ FBI ତଦନ୍ତ କରିବ ।

ଯଦି ଦେଖିବା ସେପଟେ ବିରୋଧୀ ଦଳ ନବ ଦାସ ଙ୍କ ହ-ତ୍ୟା ମାମଲା କୁ ନେଇ CBI ତଦନ୍ତ ର ଦାବୀ କରିଥିବା ବେଳେ ଏବେ କ୍ରାଇମ୍ ବ୍ରାଞ୍ଚ ଆମେରିକା ର ତଦନ୍ତ କାରୀ ସଂସ୍ଥା FBI ର ସାହାଯ୍ୟ ଲୋଡିଛି । ଯେହେତୁ FBI ଆଚରଣ ବିଶ୍ଲେଶଣ ରେ ନିର୍ପୂଣ ସେହିଥି ପାଇଁ ସେମାନଙ୍କ ବିହେବିୟର ଆଲ ସପୋର୍ଟ ଇୟୁନିଟ ସହିତ ଯୋଗାଯୋଗ କରାଯିବା ସହିତ ଏହି ଦିଗରେ ଅଧିକ ତଦନ୍ତ କରିବ FBI ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *