ଗୋପାଳ ମୋ ବାପା ତୋର କଣ ଦୋଷ କରିଥିଲେ ଉତ୍ତର ଦେ ? କାହିଁକି ତୁ ତାଙ୍କୁ ମାରିଲୁ ?

gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ ମତେ ଉତ୍ତର ଦେ ମୋ ବାପାଙ୍କର ଦୋଷ କଣ ଥିଲା । ତୁ ତାଙ୍କୁ କଣ ପାଇଁ ମାରିଦେଲୁ ମୋ ବାପା ତ କାହାର କିଛି କ୍ଷେତି କରି ନଥିଲେ । ସେ ତ ସବୁ ବେଳେ ତାଙ୍କ ଜନତା ଙ୍କ ପାଇଁ ଭଲ କାମ କରୁଥିଲେ । ତାଙ୍କୁ ତ ଲୋକ ବହୁତ ଭଲ ପାଉଥିଲେ । ମୋ ବାପା ତ କେବେ କାହାରି କିଛି କ୍ଷେତି କରି ନାହାଁନ୍ତି । ହେଲେ ତୁ କଣ ପାଇଁ ମୋ ବାପାଙ୍କର କ୍ଷେତି ଚାହିଁଲୁ । ତାଙ୍କୁ ଗୁଳି କରି ହ-ତ୍ୟା କରି ଦେଲୁ ସେ ତୋର କଣ କ୍ଷେତି କରିଥିଲେ । ଉତ୍ତର ଦେ ଗୋପାଳ ମତେ ତୁ ଉତ୍ତର ଦେ ।

ହଁ ବନ୍ଧୁଗଣ ଆଜି ଏମିତି ମନ୍ତ୍ରୀ ନବ ଦାସ ଙ୍କ ଝିଅ ମନେ ମନେ ଗୋପାଳ କୁ ପ୍ରଶ୍ନ କରୁଥିବେ । କାରଣ ନବ ଦାସ ଙ୍କ ଛାତିକୁ ଗୁଳି କରି ହ-ତ୍ୟା କରିଥିଲା ଗୋପାଳ । ଆଉ ହ-ତ୍ୟା କଥା ଭାବି ଝିଅ ଦୀପାଳି ଙ୍କ ଆଖିକୁ ଲୁହ ଚାଲି ଆସୁଥିବ । କାରଣ ହଠାତ୍ ବାପ ଛିଉଣ୍ଡ ହୋଇଜାଇଛନ୍ତି ଦୀପାଳି । ମୁଣ୍ଡ ଉପରୁ ହଟି ଜାଇଛି ବାପା ଙ୍କ ସାହାର ର ହାତ ।

daughter

ପାଠ ପଢି ହସ ଖୁସୀରେ ଦିନ କାଟୁଥିବା ଦୀପାଳି ର ଆଖିରେ ଏବେ କେବଳ ଦୁଃଖର ଲୁହ । ବାପାଙ୍କ ରାଜନୀତି ସାମ୍ରାଜ୍ୟ କୁ କେମିତି ସମ୍ଭାଳିବେ । ଦୀପାଳି ଏବେ କେବଳ ସେହି ଚିନ୍ତାରେ କେମିତି ଲୋକ ମାନଙ୍କ ଦୁଃଖ ବୁଝିବେ ସେହି କଥା ଭାବି ଭାବି ଏବେ ଦିନ କାଟୁଛନ୍ତି ଦୀପାଳି ।

ଦୀପାଳି ଏହା ପୂର୍ବରୁ ବାପା ଙ୍କ ସହିତ କିଛି ବିଜେଡି ର କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ବାପା ଙ୍କ ସହିତ ମିଶି କିଛି କାମ ମଧ୍ୟ କରିଛନ୍ତି ହେଲେ ସାରା ରାଜ୍ୟର କଥା ବୁଝିବା କେତେ କଷ୍ଟ ତାହା ଏବେ ଦୀପାଳି ବୁଝି ପାରୁଛନ୍ତି । ତେବେ ବର୍ତମାନ ସମୟ ରେ ଏହାକୁ ନେଇ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ତା ହାତରେ କେଉଁ ତଥ୍ୟ ଲାଗିଛି ନାର୍କୋ ଟେଷ୍ଟ ରେ କଣା ଜଣା ପଡିଛି ସବୁ କିଛି ଏବେ କ୍ରାଇମ ବ୍ରାଞ୍ଚ ର ଡାୟେରୀ ମଧ୍ୟରେ ଲୁଚି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *