ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଗୁଜୁରାଟ ରେ ଗୋପାଳ ଅଛି । ଆଉ ଏପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ସ୍ମୃତି ସଭା ଚାଲିଛି । ଆଉ ସେତି ବେଳେ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ବି ସେହି ସଭାରେ ଉପସ୍ଥିତ ରହିଛନ୍ତି । ପରିବାର ସଦସ୍ୟ କାନ୍ଦୁଛନ୍ତି ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକ ଙ୍କୁ ସମ ବେଦନା ଦେଇଛନ୍ତି ମୂଖ୍ୟ ମନ୍ତ୍ରୀ ।
ଭାଙ୍ଗି ପଡିଥିବା ମନକୁ ଦୃଢ କରିବା ପାଇଁ ସାହାଜ ଦେଉଛନ୍ତି ଅନେକ ମନ୍ତ୍ରୀ , ସାଂସଦ କେତେ କଣ ନେତା ପାଖା ପାଖି 50 ହଜାର ଲୋକଙ୍କ ସମାଗମ ନବଦାସ ଅମର ରହେ ନବ ଦାସ ଅମର ରହେ ଧ୍ନନି ରେ ପ୍ରକଙ୍କ ହେଉଛି । ଆଉ ଏତିକି ବେଳେ କିନ୍ତୁ ଯଦି ଗୋପାଳ ଏହି ସମାଗମ କୁ ଦେଖୁଥିବ । ମନେ ମନେ କହୁଥିବ ମୁଁ ଥିଲେ ଆଜି ସେଠି ଡ୍ୟୁଟି କରିଥାନ୍ତି । ନବ ବାବୁ ଯେଉଁଠି କୁ ଯାଉଥିଲେ ସେଠି ଡ୍ୟୁଟି କରୁଥିଲା ଅଭିଯୁକ୍ତ ବହିସ୍କୃତ ASI ଗୋପାଳ ଦାସ ।
ଆଉ ଆଜି ଯେତେ ବେଳେ ବିରାଟ ସଭା ହୋଇଛି । ସେତେ ବେଳେ ଅଭିଯୁକ୍ତ ବହିସ୍କୃତ ASI ଗୋପାଳ ଦାସ । ସେଠି ନିହାତି ଉପସ୍ଥିତ ଥାନ୍ତେ । ଅଣ୍ଟା ରେ ବନ୍ଧୁକ ମାରି ଟପ୍ ଟପ୍ କରି ଚାଲିଥାନ୍ତେ । ଆଉ ପୋଲିସ ର ଖାଦି ବି ଦେଖେଇଥାନ୍ତେ । ଏମିକି କିଛି କୁଆଡେ ଗୋପାଳ ଭାବୁଥିବ ବୋଲି ମଜାଳିଆ ଚର୍ଚ୍ଚା ହେଉଛି ।
ହଁ ବନ୍ଧୁଗଣ କାଲି ଗୋପାଳ ହସିଲା ପେପର ରେ ନିଜ ଫୋଟ କୁ ଦେଖି ଠୋ ଠୋ କରି ହସିଲା ଉଡାଜାହାଜ ରେ ଉଡି ଗୁଜୁରାଟ କୁ ଗଲା ଉଡାଜାହାଜ କୁ ଉଠିବା ବେଳେ ପ୍ରଥମେ ଉଡାଜାହଜ କୁ ଜୁହାର ବି ହେଲା ଆଉ ଠିକ୍ ଏମିତି ଆଚକରଣ ଦେଖି ସାରିବା ପରେ ଲୋକ କହୁଛନ୍ତି ଯଦି ଗୋପାଳ ଏହି ସମାଗମ କୁ ଦେଖୁଥିବ । ସେଠି ନିହାତି ଉପସ୍ଥିତ ଥାନ୍ତେ । ଅଣ୍ଟା ରେ ବନ୍ଧୁକ ମାରି ଟପ୍ ଟପ୍ କରି ଚାଲିଥାନ୍ତେ । ଆଉ ପୋଲିସ ର ଖାଦି ବି ଦେଖେଇଥାନ୍ତେ । ଏମିକି କିଛି କୁଆଡେ ଗୋପାଳ ଭାବୁଥିବ ବୋଲି ମଜାଳିଆ ଚର୍ଚ୍ଚା ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।