ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ଟିଭି ଆସ ସତ କହିବି ସବୁ ପେପର ଆସ ସତ କହିବି । ମତେ ପ୍ରେସ କୋନଫ୍ରାନ୍ସ ଦରକର । ମୁଁ ସାମ୍ବାଦିକ ସମ୍ମିଳନୀ ରେ ସବୁ ସତ କଥା କହିବି । କ୍ୟାମେରା ନେଇକି ଆସ ଜାହା ଦେଖେଇବି ତାକୁ ଦେଖେବ । ଜାହା କହିବି ତାକୁ ଲେଖିବ । ହଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ କାହିଁକି ହ-ତ୍ୟା କଲି ସବୁ ଗୋଟି ଗୋଟି କରି କହିବି । ଏମିତି କୁଆଡେ କହୁଛି ଅଭିଯୁକ୍ତ ବହିସ୍କୃତ ASI ଗୋପାଳ ଦାସ ।
ହଁ ବନ୍ଧୁଗଣ ଯେତେ ବେଳେ ଅଭିଯୁକ୍ତ ଗୋପାଳ ଦାସ ଙ୍କୁ ବିମାନ ବନ୍ଦର କୁ ନିଆଗଲା । ଆଉ ବିମାନ ବନ୍ଦରରେ ଖବର କାଗଜ ରେ ନିଜ ମୁହଁ କୁ ଦେଖି କେତେ ଖୁସୀ ହୋଇଥିଲା । ତାହା ଆପଣ ମାନେ ସମସ୍ତେ ଦେଖିଥିବେ । ଆଉ ତା ପରେ ଜିବନ ରେ କେବେ ଉଡା ଜାହାଡ ରେ ବସି ନଥିବା ଗୋପାଳ ଦାସ ମଣିଷ ମାରି ସାରିବା ପରେ ଉଡାଜାହାଜ ରେ ବୁଲି ଆକାଶ ରେ ବୁଲିଲା ।
ଏହା କେତେ ଖୁସୀ ଲାଗିଲା । ଆଉ ଠିକ୍ ସେତିକି ବେଳେ କୁଆଡେ ଏମିତି କିଛି କଥା କହିଛି ଜାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଦାଣ୍ଡରେ ପଡି ହାଟରେ ଗଡୁଛି । ଜାହା ଏବେ ଚର୍ଚ୍ଚା ହେଉଛି । ସବୁ ଟିଭି ଆସ ସତ କହିବି ସବୁ ପେପର ଆସ ସତ କହିବି । ମତେ ପ୍ରେସ କୋନଫ୍ରାନ୍ସ ଦରକର । ମୁଁ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ହ-ତ୍ୟା କଲି ମନ୍ତ୍ରୀ ଙ୍କ ହ-ତ୍ୟା ପଛରେ କାରଣ କଣ ।
କେଉଁ କାରଣ ରୁ ନବ ଦାସ ଙ୍କ ଉପରେ ମୁଁ ରାଗି ଜାଇଥିଲି । କୈଣସି ବ୍ୟକ୍ତିଗତ ଶତୃତା ଥିଲାକି ନବ ବାବୁ ଙ୍କ ଉପରେ ବ୍ୟକ୍ତିଗତ ଭାବେ ମୋର କି ମୋ ପରିବାର ର କିଛି କ୍ଷେତି କରିଥିଲେ କି ମନ୍ତ୍ରୀ । ବ୍ୟକ୍ତିଗତ ଶତୃତା ଥିଲା ନାଁ ଆଉ କିଛି କାରଣ ପାଇଁ ମୁଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଙ୍କୁ ହ-ତ୍ୟା କଲି । ଏମିତି କିଛି ପ୍ରଶ୍ନ ପଚାରିବ ତ ସବୁ ଟିଭି ଆସ ସତ କହିବି ସବୁ ପେପର ଆସ ସତ କହିବି । ମତେ ପ୍ରେସ କୋନଫ୍ରାନ୍ସ ଦରକର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।