ଚୌଦ୍ୱାର ଜେଲରେ ଗୋପାଳ ମୁଖ୍ୟ ଆକର୍ଷଣ, ଅନ୍ୟ କଏଦୀଙ୍କ ମଧ୍ୟରେ ଗୋପାଳକୁ ଦେଖିବା ଲାଗି ଉତ୍କଣ୍ଠା

gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ ମୂଖ୍ୟ ଆକର୍ଷଣ ବିଶେଷ କରି ଅନ୍ୟ କୟେଦୀ ମାନେ ଗୋପାଳ କୁ ଦେଖିବା ଲାଗି ଇଚ୍ଛା ପ୍ରକାଶ କରୁଛନ୍ତି । ଏପରି କି ତା ସହିତ କଥା ହେବା ପାଇଁ ଚାହୁଁଛନ୍ତି । ହେଲେ ଜେଲ ଗାର୍ଡ ପାଖ ମୋଡେଇ ଦେଉ ନାହିଁ । କାରଣ କଡା ସୁରକ୍ଷା ରେ ସେଲ ନଂ 3 ରେ ରହିଛି ଗୋପାଳ ଦାସ । ନବ ଦାସ ଙ୍କ ହ-ତ୍ୟା କାଣ୍ଡର ଗୋପାଳ ଦାସ । ଚୈଦ୍ୱାର ଜେଲ ରେ ଦୁଇ ରାତି କାଟି ସାରିଲାଣି ।

ଚୈଦ୍ୱାର ଜେଲ ରେ ଗୁରୁବାର ସକାଳ 6.00 ରେ ଖୋଲି ଥିଲା ସେଲ ଏବଂ ସେଲ ଖୋଲିବା ସମୟ ରେ ନିତ୍ୟ କ୍ରମ ସାରି ଜେଲ ପକ୍ଷରୁ ଦିଆ ଜାଇ ଥିବା ଚା ପିଇ ଥିଲା ଗୋପାଳ । ଚା ପିଇବାର କିଛି ସମୟ ପରେ ପଢିବା ପାଇଁ ଖବର କାଗଜ ମାଗିଥିଲା । ଗୋପାଳ ପଢୁଥିଲା ଗୋପାଳ ଖବର । ଜେଲ ରେ ଗୋପଳ ପ୍ରମେୟ ଏବଂ ଅନ୍ୟ ଏକ ଖବର କାଗଜ ପଢିଥିଲା । ଦୁଇଟି ଖବର କାଗଜ ରେ ନିଜର ଖବର ପଢି ହସୁଥିଲା ଗୋପାଳ ।

gopal 2

ତେବେ ସେ ଏବେ ରିଲାକ୍ସ ମୋଡ ରେ ରହିଥିବାର ଦେଖା ଯାଉ ଥିବା ଜେଲ ର ଜଣେ କର୍ମଚାରୀ କହିଛନ୍ତି । ଦିନ 10.40 ସମୟ ରେ ଜେଲ ହସ୍ପିଟାଲ କୁ ଜାଇ ନିଜର BP ଚେକ୍ କରେଇ ଥିଲା ଗୋପାଳ ପ୍ରତ୍ୟୋକ ଦିନ ଗୋପାଳ ର BP ଚେକ୍ କରିବାକୁ ସ୍ଥିର ହୋଇଛି । ଯେଉଁ ସମୟ ରେ ଗୋପାଳ କୁ ସେଲ ରୁ ହସ୍ପିଟାଲ କୁ ନିଆଜାଉ ଥିଲା । ସେହି ସମୟ ରେ ଅନ୍ୟ କୟେଦୀ ମାନେ ଗୋପାଳ ଡାକ ମାରିଥିଲେ । ତାକୁ ଦୂରରୁ ଦେଖୁଥିଲେ ଗୋପାଳ ବି ଚାହିଁ ଦେଇ ହସି ଦେଉଥିଲା ।

ଅନ୍ୟ କୟେଦୀ ମାନେ ଗୋପାଳ ସହିତ କଥା ହେବାକୁ ଚେଷ୍ଟା କରୁଥିବା ବେଳେ ଗୋପାଳ ସହିତ ସୁରକ୍ଷା କର୍ମି ରହୁଥିବାରୁ ଏହା ସମ୍ଭବ ହେଉ ନଥାଏ । ଗୋପାଳ ନିଜ ପସନ୍ଦ ର ଟି ସାର୍ଟ ପିନ୍ଧି ହସ୍ପିଟାଲ ଜାଇଥିଲା । ସେଠାରେ କେବଳ ଟି ସାର୍ଟ ହିଁ ପିନ୍ଧୁଛି । ହସ୍ପିଟାଲ ରେ ଡାକ୍ତର ଙ୍କ ପଚାରୁଥିବା ପ୍ରଶ୍ନ ର ଉତ୍ତର ଗୋପାଳ ହସି ହସି ଦେଉଥିବାର ଦେଖା ଜାଇ ଥିଲା ।

gopal

ତେବେ ଗୋପାଳ ର ଏମିତି ଅଭ୍ୟାସ କୁ ଦେଖି ଅନ୍ୟ କୟେଦୀ ମାନେ ଟୁପୁରୁ ଟାପର ହେଉଥିବା ଜେଲ କର୍ମଚାରୀ ମାନଙ୍କ କହିଛନ୍ତି । ହସ୍ପିଟାଲ ରୁ ଆସି ନିଜର ମଧ୍ୟାନ ଭୋଜନ ଆଣି ନିଜର ସେଲ ଭିତରକୁ ଆସିଥିଲା ଗୋପାଳ । ତା ପରେ ସେଲ ଲକ୍ ହୋଇଥିବା ବେଳେ ସେ ଦିନ 2.00 ପରେ ଖାଇବା ଖାଇ ବସିଥିଲା ଗୋପାଳ କୁ କଡା ସୁରକ୍ଷା ମଧ୍ୟରେ ଅଣା ଜାଇ ଥିବା ବେଳେ ତାର ଚାଲି ଚଳନ କୁ ସିସିଟିଭି ମାଧ୍ୟମ ରେ ନଜର ରଖାଜାଇ ଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *