ନାର୍କୋ ଟେଷ୍ଟ ପରେ ଅଚେତ ହୋଇଯାଇଛି ଗୋପାଳ ,ଫେରୁନି ଗୋପାଳର ଚେତା ..ଜଗିଛନ୍ତି ଡାକ୍ତର

nark

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ନାର୍କୋ ଟେଷ୍ଟ ପରେ ଅଚେତ ହୋଇଯାଇଛି ଗୋପାଳ ଡାକ୍ତର ମାନେ ଏବେ ଯାଏ ଗୋପାଳ କୁ ଜଗି ରହିଛନ୍ତି । ଇଂଞେକ୍ସନ ଦେବା ପରେ ଗୋପାଳ ପୁରା ବେହୋସ ହୋଇଜାଇଛି । ତେବେ ନବ ଦାସ ଙ୍କ ହ-ତ୍ୟା ମାମଲା କୁ ନେଇ ଅଭିଯୁକ୍ତ ଗୋପାଳ ର ଶନିବାର ଦିନ ହୋଇଛି ନାର୍କୋ ଟେଷ୍ଟ । ଗୋପାଳ କୁ ଅର୍ଥାତ ବେହୋସ ଇଂଞେକ୍ସନ ଦିଆଜାଇ ତାକୁ ଟେଷ୍ଟ କରାଜାଇଛି ।

ନାର୍କୋ ଟେଷ୍ଟ ରେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ ପଚରା ଜାଇଛି । ଜାହା ପରେ ସେ ସବୁ କଥା ଖୋଲି କହିଥିଲା । ହେଲେ ଟେଷ୍ଟ ପରେ ଗୋପାଳ ର ଆଉ ଚେତା ଫେରୁ ନାହିଁ । ଯେଉଁଥି ପାଇଁ ଏବେ କ୍ରାଇମ ବ୍ରାଞ୍ଚ ଟିମ୍ ମୁଣ୍ଡରେ ଏବେ ବଡ ଚିନ୍ତା ଘାରିଛି । ଯଦି ଡୋଜ ଅଧିକ ହୋଇଯାଏ ତେବେ ଗୋପାଳ ର ମାନଶୀକ ସ୍ଥିତି ଏବଂ ଜିବନ ପ୍ରତି ବିପଦ ମଧ୍ୟ ରହିଛି ।

gopal 3

ଗୋପାଳ କୁ ନାର୍କୋ ଟେଷ୍ଟ ପାଇଁ ଜେଲେଫ୍ସି କୋର୍ଟ ଅନୁମତି ଦେବା ପରେ କ୍ରାଇମ ବ୍ରାଞ୍ଚ ଟିମ୍ ତାକୁ ଗୁଜୁରାଟ କୁ ନେଇ ଜାଇ ଥିଲା ଟେଷ୍ଟ କରିବା ପାଇଁ ଟେଷ୍ଟ କରିବା ସମୟରେ ଉପସ୍ଥିତ ଥିଲେ ଡାକ୍ତର । ନାର୍କୋ ଟେଷ୍ଟ ପୂର୍ବରୁ ଗୋପାଳ କୁ କିଛି ପ୍ରଶ୍ନ ଯେଉଁ ପ୍ରଶ୍ନ ସେ ମିଛ କହି ପାରିବ ନାହିଁ ଯେମିତି କି ତାର ନାମ କଣ । ତାର ଘର କେଉଁଠି । ତାର ନିଜ ନାମ କଣ ସେ କଣ ଚାକିରୀ କରେ । ଏହା ପରେ ତାକୁ ଗୋଟେ ଅଧା ବେହୋସ କଲା ପରି ଇଂଞେକ୍ସନ ଦିଆଜାଇ ଥିଲା ।

ଏବଂ ପରେ ତାକୁ ବେହୋସ ହେବା ସମୟ ରେ ନବ ଦାସ କୁ ହ-ତ୍ୟା କରାଜାଇ ଥିବା ଘଟଣା ବିଷୟ ରେ ପଚରା ଜାଇ ଥିଲା । ସବୁଠୁ ବଡ କଥା ହେଲା ନାର୍କୋ ଟେଷ୍ଟ ଗୋପାଳ ର ସରିଜାଇ ଥିଲେ ସୁଧା ଏବେ ଯାଏ ତାର ହୋସ ଆସି ନାହିଁ ସେ ଏବେ ଯାଏ ବେଡ ଉପରେ ଶୋଇ ରହିଛି । ସବୁଠାରୁ ବଡ କଥା ହେଲା ଯଦି ଡୋଜ ଅଧିକ ହୋଇଯାଏ ତେବେ ଗୋପାଳ ର ମାନଶୀକ ସ୍ଥିତି ଏବଂ ଜିବନ ପ୍ରତି ବିପଦ ମଧ୍ୟ ରହିଛି ।

ଗୋପାଳ କୁ ନାର୍କୋ ଟେଷ୍ଟ ପାଇଁ ଜେଲେଫ୍ସି କୋର୍ଟ ଅନୁମତି ଦେବା ପରେ କ୍ରାଇମ ବ୍ରାଞ୍ଚ ଟିମ୍ ତାକୁ ଗୁଜୁରାଟ କୁ ନେଇ ଜାଇ ଥିଲା ଟେଷ୍ଟ କରିବା ପାଇଁ ଟେଷ୍ଟ କରିବା ସମୟରେ ଉପସ୍ଥିତ ଥିଲେ ଡାକ୍ତର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *