ପୁଅ ସହ କଥା ହେଲା ବେଳେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲା ଗୋପାଳ ।

gopal 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିଯୁକ୍ତ ASI ଗୋପାଳ ଦାସ । ଗିରୋଫ ହେବାର ଦିର୍ଘ 25 ଦିନ ବିତି ଗଲାଣି । 25 ଦିନ ପରେ ଆଜି ଗୋପାଳ କୁ ଦେଖିବା ଲାଗି ତା ସଂମ୍ପର୍କିୟ ମାନେ ଆଜି ଜେଲ କୁ ଆସିଥିଲେ । 10 ମିନିଟ ର କଥା ବାର୍ତ୍ତା ଭିତରେ ଭୋ ଭୋ ହୋଇ କୁଆଡେ କାନ୍ଦି ଉଠିଥିଲେ ଗୋପାଳ ଦାସ । ହଁ ବନ୍ଧୁଗଣ ଗୋପାଳ ଝାଡସୁଗୁଡା ସବ ଜେଲ ରୁ ଚୈଦ୍ୱାର ଜେଲ କୁ 8 ଦିନ ପୂର୍ବେ ଆସିଥିଲେ ।

ପ୍ରାୟ ଚୈଦ୍ୱାର ଜେଲ ରେ ସପ୍ତାହେ ରହିବା ପରେ ତାଙ୍କର ସଂମ୍ପର୍କିୟ ମାନେ ଦେଖା କରିବାକୁ ଆସିଥିଲେ । ତେବେ ଆଜି ପୁଅ ମୋନଜ ଦାସ ଏବଂ ବଡ ଭାଇ ସତ୍ୟନାରାୟଣ ଦାସ ସମସ୍ତେ ଜେଲ କୁ ଭେଟିବାକୁ ଆସିଥିଲେ । ଆଉ ପ୍ରାୟ ମଧ୍ୟାନ୍ନ 12.00 ବେଳେ ଉଭୟ ଜେଲ ଭିତରେ ପ୍ରବେଶ କରିଥିଲେ । ଦୁଇ ଜଣ ତାଙ୍କର ଆଧାର କାର୍ଡ କୁ ପରିଚୟ ପତ୍ର ଭାବେ ପ୍ରଦାନ କରି ଗୋଲାକାର ଥାନା ରେ ନାମ ପଞୀକରଣ କରିଥିଲେ ।

gopal 2

ଆଉ କୁଆଡେ ଗୋପାଳ କୁ କଡା ସୁରକ୍ଷା ମଧ୍ୟରେ ମୁଲାକାତ ଗୃହକୁ ଅଣା ଜାଇଥିଲା । ଆଉ ପୁଅ ଭାଇ ଙ୍କୁ ଦେଖି ଗୋପାଳ ଭାବ ବିହ୍ୱଳ ହୋଇ ପଡିଥିଲା । ଉଭୟ ଙ୍କ ଆଖିରୁ ଲୁହ ଝରି ଆସୁଥିଲା ବୋଲି ଯାହା ବର୍ତମାନ ସମୟ ରେ ସୂଚନା ମିଳିଛି । ଆଉ ସେମାନଙ୍କ ମଧ୍ୟରେ ପ୍ରାୟ 10 ମିନିଟ କଥା ବାର୍ତ୍ତା ହୋଇଛନ୍ତି । ଏହି ସମୟ ରେ ହ-ତ୍ୟା କାଣ୍ଡ ସଂମ୍ପର୍କ ରେ ଭାଇ ବା ପୁଅ କିଛିବି ପଚାରି ନଥିଲେ ।

କେବଳ ଦେହ ଠିକ୍ ରହିଛି ତ କେମିତି ଦିନ କଟୁଛି । କଣ ସବୁ ଦରକାର ରହିଛି ବୋଲି ପଚାରିଥିଲା ପୁଅ ଆଉ ଭାଇ କୁ ଗୋପାଳ ପଚାରିଥିଲା ପୁଅ ର ପାଠ ପଢା କେମିତି ଚାଲିଛି । ଆଉ ଘରେ ସମସ୍ତେ କେମିତି ଅଛନ୍ତି ପଚାରି ବୁଝିଥିଲା ଗୋପାଳ । ଆଉ ସବୁଠୁ ବଡ କଥା ପୁଅ କୁ ତା ମାଆ କଥା ବି ପଚାରିଥିଲା ଗୋପାଳ ।

ଆଉ ସେ ପଟେ ପରିବାର ଲୋକ ଜେଲ କୁ ଭେଟିବା ପାଇଁ ଆସିବା କଥା ସୁଣିବା ପରେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଭୀଡ ଲାଗିଥିଲା । ଠିକ୍ ସେତିକି ବେଳେ ଗଣ ମାଧ୍ୟମ ଟିମ୍ ଠାରୁ ଦୂରେଇ ଯିବା ପାଇଁ ଗୋପାଳ ର ଭାଇ ଏବଂ ପୁଅ କୁ ଜେଲ ର ପଛପଟ ଗେଟ୍ ରେ ଆଣି ଛାଡିଥିଲେ । ଏହି ନେଇ ଜେଲ କତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *