ବାହା ହେବା କଥା କହିବାରୁ ପ୍ରେମିକା ମା-ରି ଖଣ୍ଡ ଖଣ୍ଡ କରି ଢ଼ାବା ପ୍ରିଜରେ ରଖିଲା ପ୍ରେମିକ

lover

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମିକା କୁ ଖଣ୍ଡ ଖଣ୍ଡ କରି ହାଣିଲା ପ୍ରେମିକ । କେବଳ ହାଣିଲାନି ଢାବା ଫ୍ରୀ ରେ ନେଇ ରଖିଲା ବାହା ହେବାକୁ ମନା କଲା ବୋଲି ହାଣି ଦେଲା । ପ୍ରେମ ର ଆଉ ଏକ ଲୋମ ହର୍ଷଣ କାରୀ ଚିତ୍ର ଏବେ ଦେଖିବାକୁ ମିଳିଛି । ଶ୍ରଦ୍ଧା ହ-ତ୍ୟା କାଣ୍ଡର ଖବର ସମସ୍ତ ଙ୍କ ମନରୁ ନ ଲିଭୁଣୁ ଦିଲ୍ଲୀ ଲେଖିଛି ଆଉ ଏକ ପ୍ରେମର ଭୟଙ୍କର କାହାଣୀ । ପ୍ରେମ କେତେ ତଳକୁ ଖସିଯାଏ ତାହା ଏଠାରେ ଦେଖିବାକୁ ମିଳିଛି ।

ପ୍ରେମିକ କୁ ବାହା ହେବା ପାଇଁ ପ୍ରେମିକା କହିବାରୁ ତଣ୍ଟି ଚିପି ହ-ତ୍ୟା କରି ଢାବା ଫ୍ରୀଜ୍ ରେ ରଖିଲା ପ୍ରେମିକ । ଦିଲ୍ଲୀର ବାବା ହିରିଦାସ ନଗର ଥାନା ଅଞ୍ଚଳ ରେ ଏହି ଚାଞ୍ଚଲ୍ୟ କର ଘଟଣା ଘଟିଛି । ମୃ-ତକ ଜଣଙ୍କ 22 ବର୍ଷିଆ ନିକି ଜାତ ବୋଲି ଜଣା ପଡିଛି । ନିକିଙ୍କ ପୁରୁଷ ବନ୍ଧୁ 24 ବର୍ଷିୟ ସାହିଲ କେରେଟ ଙ୍କୁ ପୋଲିସ ଏବେ ଗିରୋଫ କରି କୋର୍ଟ ଚାଲାଣ କରିଥିବାର ଏବେ ଜଣା ପଡିଛି ।

lover

ନିକିଙ୍କ ଗତ ଫେ଼ବୃଆରୀ 9 କିମ୍ବା 10 ତାରିଖ ରାତିରେ ହ-ତ୍ୟା କରାଜାଇ ଥିବାର ଜଣା ପ଼ଡିଛି । ଗାର୍ଡ ଭିତରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସାହିଲ ମୋବାଇଲ ଚାର୍ଜାର କେବୁଲ ରେ ପ୍ରେମିକା ର ତଣ୍ଟିଚିପି ହ-ତ୍ୟା କରିଥିବା ପ୍ରଥମିକ ଭାବେ ଜଣା ପଡିଛି । ତେବେ ଏମିତି ଘଟଣା କରିବା ପରେ ଅଭିଯୁକ୍ତ ଚଳାଉଥିବା ଏକ ଢାବାର ଫ୍ରୀଜ୍ ରେ ମୃ-ତ ଦେହକୁ ଲୁଚେଇ ରଖିଥିଲା ।

ପରେ ଘରକୁ ଫେରି ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ ବି କରିଥିଲା ସାହିଲ ଏମିତି କିଛି କଥା ଅଭିଯୁକ୍ତ ନୁଜେ କହିଛି । ତେବେ ପଚରା ଉଚୁରା ବେଳେ ସାହିଲ ନିଜେ ନିଜର ଅପରାଧ ଶୀକ୍ୱାର କରିଛି । ନିକି ଜାଦବ ନିଖୋଜ ନେଇ ପରିବାର ଲୋକ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଏମିତି ଭାବେ ମୃ-ତ ଦେହକୁ ଢାବାରୁ ପାଇଥିଲା । ଏବଂ ଏବେ ସାହିଲ କୁ ପୋଲିସ କୋର୍ଟ ଚାଲାଣ କରିଥିବାର ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *