IPS ଝିଅକୁ ସାଲ୍ୟୁଟ୍ କଲେ ବାପା । ବାପା ଝିଅଙ୍କର ଏହି ଭିଡିଓ ସମସ୍ତଙ୍କର ମନ ଜିତିନେଉଛି ।

IPS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ IPS ଝିଅକୁ ସେଲ୍ୟୁଟ କଲେ IPS ବାପା ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଣ୍ଟୁଛି ଏହି ଭିଡ଼ିଓ । ବାପା ଝିଅଙ୍କର ଏହି ଭିଡ଼ିଓ ସମସ୍ତଙ୍କର ମନ ଜିତି ନେଉଇଛି ଅନେକ କିଛି କହି ଦେଉଛି ଏହି ଭିଡ଼ିଓ । ଯେବେ IPS ଝିଅଙ୍କୁ ବାପା ସେଲ୍ୟୁଟ କଲେ ବାପା ଙ୍କ ଛାତି କୋଣ୍ଡେ ମୋଟ ହୋଇଗଲା ।

ଏହି ଭିଡ଼ିଓ ରେ ଦେଖା ଯାଉଥିବା ବାପା ଜଣଙ୍କ ହେଲେ ଆସାମ ର ଡିଜିପି କେନେନ ପ୍ରତାପ ସେନ ଆଉ ତାଙ୍କ ଝିଅ ହେଲେ IPS ଅୟସୁର୍ଯ୍ୟା ସେନ 30 ବର୍ଷ ତଳେ ବାପା 44 ତମ ବେଚ୍ ରେ IPS ହୋଇଥିବା ବେଳେ ଝିଅ ବର୍ତମାନ ସମୟ ରେ 74 ତମ ବେଚ୍ ରେ IPS ହୋଇଛନ୍ତି । IPS ଟ୍ରେନିଂ ପୂରା କରିଛନ୍ତି ତାଙ୍କ ଝିଅ ଅୟସୁର୍ଯ୍ୟା ।

IPS

ଟ୍ରେନିଂ ଶେଷ କରିବା ପରେ ଯେବେ ବାପା ଝିଅଙ୍କର ପ୍ରଥମ ଭେଟ ହେଲା ଦୁହେଁ ଦୁହିଁଙ୍କୁ ସେଲ୍ୟୁଟ କରି ଏହି ପରି ଭାବେ ଅଭିଭାଦନ ଜଣେଇ ଥିଲେ । ଏହି ଭିଡ଼ିଓ ସୋସିଆଲ ମିଡିଆ ରେ ବହୁତ ଭାଇରଲ ହେଉଛି । ଭିଡ଼ିଓ ଦେଖି ଲୋକ ମାନେ କହୁଛନ୍ତି ବାପା ଙ୍କ ପାଇଁ ଏହା ଠାରୁ ବଡ ଉପହାର ଆଉ କଣ ହୋଇପାରେ ।

ତେବେ ଏମିତି ଭିଡ଼ିଓ କୁ ନେଇ ବନ୍ଧୁଗଣ ଆପଣ ମାନଙ୍କ ମତାମତ କଣ ଦେବେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *