ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଲିନା ସାମନ୍ତ ରାୟ ଯିଏ କି ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ର ସଫଳତା ପ୍ରାପ୍ତ ହିରୋଇନ୍ ଭାବେ ପରିଚିତ ଅଟନ୍ତି ଏଲିନା ପ୍ରଥମ ଥର କରି ଏକ ରିଆଲିଟି ସୋ କିଏ ହେବ ମୋ ହିରୋଇନ୍ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ଏବଂ ବର୍ତମାନ ସମୟ ରେ ସେ ଓଲିଉଡ ରେ ନଂ ୱାନ୍ ହିରୋଇନ୍ ଭାବେ ପରିଚିତ ରହିଛନ୍ତି , ଏବଂ ଏଲିନା କେବଳ ଓଲିଉଡ ନୁହେଁ ବରଂ ବେଙ୍ଗଲୀ ଇଣ୍ଡଷ୍ଟ୍ରୀ ରେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।
ତେବେ ଏହି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏଲନା ସାମାନ୍ତରାୟ ଙ୍କ ସାନ ଭଉଣୀ ନିହାରିକା । ତେବେ ବନ୍ଧୁଗଣ ଆପଣ ମାନେ ଏଲିନା ଙ୍କୁ ଗୋଟେ ରିଆଲିଟି ସୋ ରେ ଜିତିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଦେଖିଥିବେ ଠିକ୍ ସେହି ପରି ନିହାରିକା ବି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରବେଶ କରିବା ପୂର୍ବରୁ ଗୋଟିଏ ରିଆଲିଟି ସୋ ରେ ଜିତିଥିଲେ । ଆଉ ରିଆଲିଟି ସୋ ଜିତିବା ପରେ ତାଙ୍କୁ ଓଲିଉଡ ରେ ସିରିଏଲ ମାନ କରିବାର ସୁଯୋଗ ମିଳିଥିଲା ।
ଆଉ ଏହା ପରେ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଥିଲେ । ତେବେ ସେହି ଫେନ ମାନଙ୍କ ମଧ୍ୟରୁ ଜଣଙ୍କୁ ବିବାହ କରିଛନ୍ତି ଓଲିଉଡ ର ଏହି ର ଏହି ଜବର୍ଦୋସ୍ତ ଅଭିନେତ୍ରୀ ନିହାରିକା ତେବେ ଅଭିନେତ୍ରୀ ନିହାରିକା ଙ୍କ ବିବାହ ବହୁତ ଧୁମ ଧାମ୍ ରେ ହୋଇଥିବା ବେଳେ ଯେଉଁଥିରେ ଓଲିଉଡ ର ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ।
ତାହାଲେ ଅଭିନେତ୍ରୀ ନିହାରିକା ଏବେ ବିବାହ ପରେ ନିଜର ଶାଶୁ ଘରକୁ ଚାଲିଜାଇଛନ୍ତି । ଆଉ ବାହାଘର ପରେ ସେ ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନଜର ଆସିବେ ନାହିଁ ବୋଲି କହିଛନ୍ତି । ତେବେ ବିବାହ କୁ ଏଲିନା ସାମନ୍ତରାୟ ବି ମଧ୍ୟ ଜାଇଥିଲେ ଏଲିନା ଅଭିନେତ୍ରୀ ନିହାରିକା ଙ୍କୁ ନିଜର ସାନ ଭଉଣୀ ଭାବନ୍ତି ବୋଲି ସେ କହିଛନ୍ତି ।
ଆଉ ଏଲିନା ଙ୍କ ବର୍ତମାନ ସମୟ ରେ ବିବାହ ପାଇଁ ଉପଯୁକ୍ତ ବୟସ ହୋଇଥିଲେ ବି ସେ ବାହା ହୋଇ ନାହାଁନ୍ତି । ତେବେ ଏଲିନା ଙ୍କୁ ବର୍ତମାନ ସମୟ ରେ 29 ବର୍ଷ ବୟସ ହୋଇଗଲାଣି । ଏଲିନା ଅଭିନେତ୍ରୀ ନିହାରିକା ଙ୍କ ବାହାଘର ରେ ବହୁତ ସାରା ମଜା ମସ୍ତି କରିଥିବାର ମଧ୍ୟ ନଜର ଆସିଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।